Daily Archives

June 6, 2020

କରୋନା ସଂକ୍ରମଣରେ ଇଟାଲିକୁ ଟପିଗଲା ଭାରତ: ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୩୬ ହଜାର ପାର କରିବା ପରେ ବିଶ୍ୱରେ ଛଅ ନମ୍ବର;…

କନକ ବ୍ୟୁରୋ: କରୋନା ସଂକ୍ରମଣରେ ଇଟାଲିକୁ ଟପିଗଲା ଭାରତ । ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୩୬ ହଜାର ପାର କରିବା ପରେ ବିଶ୍ୱରେ ଛଅ ନଂବର ସ୍ଥାନରେ ପହଁଚି ଯାଇଛି ଭାରତ । ସେହିପରି ଭାରତରେ କରୋନା ମୃତ୍ୟ ୁ ସଂଖା ୬ ହଜାର ୬୪୨କୁ ବଢି ଯାଇଛି । ବର୍ତମାନ ଦେଶରେ ୧ ଲକ୍ଷ ୧୫ ହଜାର ୯୪୨ ଆକ୍ଟିଭ୍…

ପୁଣି ଫେରିଲା ସୁବ୍ରତ ବାଗଚୀଙ୍କ ଗପ: ହେଲେ ଏଥର ଟିଭିରେ ନୁହେଁ, ଖବର କାଗଜରେ ଲେଖିଲେ ସଂପାଦକୀୟ; କହିଲେ, କରୋନା…

କନକ ବ୍ୟୁରୋ: ପୁଣି ଫେରିଲା ସୁବ୍ରତ ବାଗଚିଙ୍କ ଗପ । ହେଲେ ଏଥର ଟିଭିରେ ନୁହେଁ, ବରଂ  ଖବର କାଗଜରେ ସମ୍ପାଦକୀୟ ଲେଖିଛନ୍ତି ବାଗଚି । ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ଭାବରେ ପ୍ରତିଦିନ ଅପରାହ୍ନ ସାଢେ ୪ଟାରେ ରାଜ୍ୟବାସୀଙ୍କୁ ସରକରଙ୍କ କରୋନା ମୁକାବିଲା ରଣନୀତି ବାବଦରେ ଅବଗତ…

ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ: ୧୪ ଜିଲ୍ଲାରୁ ୧୭୩ ନୂଆ ଆକ୍ରାନ୍ତ; ୯ଟି ଜିଲ୍ଲାରେ କରୋନା…

କନକ ବ୍ୟୁରୋ: ଗତ ୨୪ ଘଂଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୭୩ କରୋନା ପଜିଟିଭ୍ । ଯାହାକି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ । ଏହି ୧୭୩ ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ୬୪, ଯାଜପୁରରୁ ୧୯, କଟକ ଓ ମୟୂରଭଂଜରୁ ୧୩ ଜଣ ଲେଖାଏଁ, ବଲାଙ୍ଗିର ଓ ବାଲେଶ୍ୱରରୁ ୧୧ ଜଣ ଲେଖାଏଁ ଆକ୍ରାନ୍ତ…

ସଟଡାଉନରେ ସଂକଟରେ ପଡିଗଲେ ସୁନ୍ଦରଗଡର ଯୁବତୀ: ମୁମ୍ୱାଇରୁ ଆସି ଭୁବନେଶ୍ୱରରେ ଫସିଲେ; ଖବର ପ୍ରସାରଣ ପରେ ସହାୟତାର ହାତ…

କନକ ବ୍ୟୁରୋ: ସଟଡାଉନର ପ୍ରଥମ ଦିନରେ କିଭଳି ସଂକଟ ବଢିଛି ତାର ଏକ ଚିତ୍ର କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଥିଲା । ରାଜଧାନୀ ରାସ୍ତାରେ ବସି ରହିଥିବା ଜଣେ ଯୁବତୀ ସୁନ୍ଦରଗଡ ଯିବାକୁ ଚାହୁଁଥିଲେ । ମୁମ୍ବାଇରୁ ଟ୍ରେନ ଯୋଗେ ଆସି ଭୋର ପ୍ରାୟ ସାଢେ ୪ଟାରେ ଭୁବନେଶ୍ୱର ଷ୍ଟେସନରେ ପହଂଚିବା ପରେ…

ରାଜ୍ୟରେ ଆଜି ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ: ୧୪ ଜିଲ୍ଲାରୁ ୧୭୩ କରୋନା ପଜିଟିଭ ଠାବ; ସଂକ୍ରମିତଙ୍କ ମଧ୍ୟରୁ…

କନକ ବ୍ୟୁରୋ:  ରାଜ୍ୟରେ ଥମୁନି କରୋନା  ମହାମାରୀରର ଆତଙ୍କ । ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ରାଜ୍ୟରେ ସର୍ବାଧିକ ୧୭୩ ଜଣଙ୍କ ଦେହରେ ମିଳିଛି କୋଭିଡ୍-୧୯ ଭୁତାଣୁ । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଓଡିଶାରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୮୧କୁ…

ଔଷଧୀୟ ଗୁଳ୍ମରୁ କରୋନା ଭଲ କରିବା ପାଇଁ ପ୍ରସ୍ତୁତ ହେବ ଔଷଧ : ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷଣ ଆରମ୍ଭ କଲା…

କନକ ବ୍ୟୁରୋ : କରୋନା ଭଲ କରିବ କି ଔଷଧିୟ ଗୁଳ୍ମ? ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମେ ଔଷଧିୟ ଗୁଣ ଥିବା ଉଦ୍ଭିଦରୁ କରୋନା ଔଷଧ ପ୍ରସ୍ତୁତି ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଦେଶର ଏକ ପ୍ରମୁଖ ଔଷଧ ନିର୍ମାତା ସନ୍ ଫାର୍ମାସିଉଟିକାଲ୍ସକୁ ଏଥିପାଇଁ ଅନୁମତି ମିଳିଛି । କରୋନା ଆକ୍ରାନ୍ତଙ୍କ…