Browsing Category

ଦେଶ ବିଦେଶ

ମୋଦୀ ବନାମ ରାହୁଲ। କିଏ ଅଧିକ ଲୋକପ୍ରିୟ? କଂଗ୍ରେସ-ବିଜେପି ତଥ୍ୟଯୁଦ୍ଧ…

କନକ ବ୍ୟୁରୋ: କଂଗ୍ରେସର ନୂଆ ଦାବି । ସାମାଜିକ ଗଣମାଧ୍ୟମରେ ଦଳର ସାଂସଦ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା କୁଆଡ଼େ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଅଧିକ । ଲୋକସଭାରେ ରାହୁଲ ଗାନ୍ଧୀ ଭାଷଣ ଦେବା ସମୟରେ ସଂସଦ ଟିଭି ୟୁଟ୍ୟୁବ ଚ୍ୟାନେଲକୁ କେତେଜଣ ଲୋକ ଦେଖିଥିଲେ ତାହାର ତଥ୍ୟ ପ୍ରଦାନ…
Read More...

ସୀମାଙ୍କ ମୁହଁରେ ପାକିସ୍ତାନ ମୁର୍ଦ୍ଦାବାଦ ନାରା। ସଚିନଙ୍କ ସହ ଉଡ଼ାଇଲେ ଜାତୀୟ ପତାକା, ମଥାରେ ବାନ୍ଧିଲେ ‘ଜୟ ମାତାଦି’…

କନକ ବ୍ୟୁରୋ: ପାକିସ୍ତାନ ମୁର୍ଦ୍ଦାବାଦ ହେ, ମୁର୍ଦ୍ଦାବାଦ ଥା ଔର ମୁର୍ଦ୍ଦାବାଦ ରହେଗା । ଏପରି କହୁଥିବା ମହିଳା ଜଣକ ହେଉଛନ୍ତି ସୀମା ହାଇଦର । ଯିଏ କିଛି ଦିନ ତଳେ ପ୍ରେମିକ ସଚିନଙ୍କ ପାଇଁ ପାକିସ୍ତାନରୁ ଭାରତକୁ ଚାଲି ଆସିଥିଲେ । ତେବେ ସ୍ୱାଧୀନତା ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ହର୍…
Read More...

ହିମାଚଳପ୍ରଦେଶକୁ ପ୍ରକୃତିର ପ୍ରହାର। ଭୂସ୍ଖଳନ ଯୋଗୁଁ ମାଟିରେ ମିଶିଲା ସିମଲାର ଶିବ ମନ୍ଦିର

କନକ ବ୍ୟୁରୋ: ପାହାଡ଼ରେ ପ୍ରଳୟ । ହିମାଚଳପ୍ରଦେଶରେ ପ୍ରକୃତିର କରାଳରୂପ । ଶ୍ରାବଣମାସ ଶେଷ ସୋମବାର ଥିଲା । ହିମାଚଳପ୍ରଦେଶ ରାଜଧାନୀ ସିମଲାର ସମରହିଲରେ ଥିବା ଶିବମନ୍ଦିରରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ । ସକାଳୁ ସକାଳୁ ମହାଦେବଙ୍କୁ ପୂଜାର୍ଚ୍ଚନା କରି କିଏ ଦୀର୍ଘାୟୁ କାମନା…
Read More...

‘ଭାରତ ହେଉଛି ଲୋକତନ୍ତ୍ରର ଜନନୀ’, ୭୭ ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶ ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ…

କନକ ବ୍ୟୁରୋ: ୭୭ ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ସେ କହିଛନ୍ତି, ଦେଶବାସୀ ଉତ୍ସାହର ସ୍ୱାଧୀନତାର ଅମୃତ ମହୋତ୍ସବ ପାଳୁଛନ୍ତି । ନିଡର ପିଲାବେଳେର କଥା ମନେପକାଇଛନ୍ତି ରାଷ୍ଟ୍ରପତି । ଆମେ…
Read More...

ସଞ୍ଜୟ ରାୱତଙ୍କ ବଡ ବୟାନ । ବାରଣାସୀରୁ ପ୍ରିୟଙ୍କା ଗାନ୍ଧୀ ଲଢିଲେ, ହାରିଯିବେ ନରେନ୍ଦ୍ର ମୋଦୀ । ବିଜେପି ପାଇଁ ଏଥର…

କନକ ବ୍ୟୁରୋ: ଯଦି ପ୍ରିୟଙ୍କା ଗାନ୍ଧୀ ବାରଣାସୀରୁ ଲଢିବେ ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ହରେଇଦେବେ । ଲୋକସଭା ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ଏବଂ ନରେନ୍ଦ୍ର ମୋଦୀ ମୁହାଁମୁହିଁ ହେଲେ ବିଜୟ କେବଳ ପ୍ରିୟଙ୍କା ଗାନ୍ଧୀଙ୍କର ହେବ । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ…
Read More...

ଲକ୍ଷ୍ନୌରେ ଓଡିଆ ଯୁବତୀଙ୍କୁ ହତ୍ୟା। ମୁଖ୍ୟ ଅଭିଯୁକ୍ତ ବିଷ୍ଣୁକୁ ଗିରଫ କଲା ପୁଲିସ

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଓଡିଆ ଯୁବତୀଙ୍କୁ ହତ୍ୟା। ବୃନ୍ଦାବନ ସେକ୍ଟର 19ରେ କାରରୁ ଓଡିଆ ଯୁବତୀ ସୁସ୍ମିତା ରାଉତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୁସ୍ମିତାଙ୍କ ଘର ଯାଜପୁର ଜିଲ୍ଲା ବିଂଝାରପୁର ବାଙ୍କିପାଳ ଗାଁରେ। ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ବଡ ଖୁଲାସା ହୋଇଛି ।…
Read More...

କଂଗ୍ରେସ ସାଂସଦ ରଣଦୀପ ସୂର୍ଯ୍ୟେୱାଲାଙ୍କ ବିବାଦୀୟ ବୟାନ : କହିଲେ, ବିଜେପିକୁ ଭୋଟ୍ ଦେଉଥିବା ଭୋଟର ରାକ୍ଷସ; କଡ଼ା…

କନକ ବ୍ୟୁରୋ : କଂଗ୍ରେସ ସାଂସଦ ରଣଦୀପ ସୂର୍ଯ୍ୟେବାଲାଙ୍କ ବିବାଦୀୟ ବୟାନ । ହରିୟାଣା, କୈଥଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ, ବିଜେପିକୁ ଭୋଟ୍ ଦେଉଥିବା ପ୍ରତ୍ୟେକ ଭୋଟର ରାକ୍ଷସ । ହରିୟାଣାର ବିଜେପି ଓ ଜନନାୟକ ପାର୍ଟିର ମେଣ୍ଟ ସରକାର ବି ରାକ୍ଷସ । ଯେଉଁମାନେ ଯୁବପିଢୀଙ୍କ…
Read More...

ଇନଷ୍ଟାଗ୍ରାମ ଫଲୋୟର୍ସଙ୍କୁ ନେଇ ଇର୍ଷା ! ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

କନକ ବ୍ୟୁରୋ : ଇନଷ୍ଟାଗ୍ରାମ ଫଲୋୟର୍ସ ବଢିବାକୁ ନେଇ ଇର୍ଷା । ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ । ୧୫ ବର୍ଷ ତଳେ ବିବାହ କରିଥିବା ସ୍ତ୍ରୀଙ୍କୁ  ୩୭ ବର୍ଷୀୟ ବ୍ୟବସାୟୀ ଜଣକ କାର ଭିତରେ ପିଲାଙ୍କ ସାମ୍ନାରେ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ହତ୍ୟା କରିବାର ମୂଳ କାରଣ…
Read More...

ପ୍ରକୃତିର କରାଳ ରୂପ : ବୁଡିଲା ମନ୍ଦିର, ଭୁଶୁଡିଲା ଘରଦ୍ୱାର; ସିମଲାରେ ମାଟିତଳେ ଦବିଗଲେ ୫୦ରୁ ଅଧିକ ଶ୍ରଦ୍ଧାଳୁ,…

କନକ ବ୍ୟୁରୋ :  ପ୍ରକୃତିର କରାଳ ରୂପ । ବାଦଲ ଫଟା ବର୍ଷାରେ ବେହାଲ ପୂର୍ବ ଭାରତର ପାହାଡି ରାଜ୍ୟ । ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ପାଇଁ ଉଛୁଳୁଛି ନଦୀ ପାଣି । ଫଳରେ ଏହି ଦୁଇଟି ରାଜ୍ୟରେ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । ହିମାଚଳପ୍ରଦେଶର ସିମଲାରେ ପ୍ରବଳ ବର୍ଷା…
Read More...

ହିମାଚଳ ପ୍ରଦେଶରେ ଭୟଙ୍କର ଅଘଟଣ । ଭୂସ୍ଖଳନରେ ଦବିଲା ଶିବ ମନ୍ଦିର, ଦବିଗଲେ ୫୦ରୁ ଅଧିକ ଶ୍ରଦ୍ଧାଳୁ ।

କନକ ବ୍ୟୁରୋ: ହିମାଚଳ ପ୍ରଦେଶର ଶିମଲାର ଭୟଙ୍କର ଅଘଟଣ । ପ୍ରବଳ ବର୍ଷା ପରେ ହେଲା ଭୂସ୍ଖଳନ । ଏହି ଭୟଙ୍କର ଭୂସ୍ଖଳନରେ ସେଠାକାର ଏକ ମନ୍ଦିର ଭୁଶୁଡି ପଡିଛି । ଯାହା ଫଳରେ ୫୦ରୁ ଅଧିକ ଲୋକ ଏହା ଭିତରେ ଚାପି ହେଇ ରହିଥିବା ଖବର ମିଳିଛି । ଭୂସ୍ଖଳନ ପରେ ସେଠାରେ ବର୍ତ୍ତମାନ ରେସ୍କ୍ୟୁ ଟିମ୍…
Read More...