ଲୋକସଭାରେ ରାହୁଲ ଗାନ୍ଧୀ ଫ୍ଲାଇଙ୍ଗ୍ କିସ୍ କରିଥିବା ଅଭିଯୋଗ: ମହିଳା ସାଂସଦଙ୍କ ଆଡକୁ ଅନାଇ ରାହୁଲ କିସ୍ କରିଥିବା ଅଭିଯୋଗ ଆଣିଲେ ସ୍ମୃତି ଇରାନୀ

182

କନକ ବ୍ୟୁରୋ: ଲୋକସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଫ୍ଲାଇଙ୍ଗ୍ କିସ୍ କରିଥିବା ଅଭିଯୋଗ । ମହିଳା ସାଂସଦଙ୍କ ଆଡକୁ ଅନାଇ ରାହୁଲ କିସ୍ କରିଥିବା ଅଭିଯୋଗ ଆଣିଲେ ବିଜେପି ସାଂସଦ ସ୍ମୃତି ଇରାନୀ । ରାହୁଲ ନାରୀମାନଙ୍କୁ ଘୃଣା କରୁଥିବା ମଣିଷ କହିଲେ ବିଜେପି ସାଂସଦ ।