Browsing Category

ସ୍ପେଶାଲ୍ ରିପୋର୍ଟ

ବଜାରକୁ ଆସିବ ଦୁନିଆର ସବୁଠାରୁ ଛୋଟ ମୋବାଇଲ ଫୋନ୍ ! ଓଜନ ମାତ୍ର ୧୩ ଗ୍ରାମ

ବଜାରକୁ ଆସିବ ଦୁନିଆର ସବୁଠାରୁ ଛୋଟ ମୋବାଇଲ ଫୋନ । Zanco Tiny T1 ନାମକ ଏହି ଫିଚର ଫୋନ କ୍ରେଡିଟ କାର୍ଡ ଠାରୁ ମଧ୍ୟ ଛୋଟ । ତେବେ ସବୁଠାରୁ ଆଶ୍ଚଯ୍ୟ କଥା ହେଉଛି ଏହାର ଓଜନ ମାତ୍ର ୧୩ ଗ୍ରାମ । ଏହି ଫିଚର ଫୋନରେ କେବଳ କଲ ନୁହେଁ ମେସେଜ ମଧ୍ୟ କରାଯାଇପାରିବ । ତେବେ ଏହି ଫୋନକୁ ନେଇ ଏବେ…
Read More...

ଏବେ ଟ୍ରେନରେ ଖାଲିଥିବା ସିଟକୁ ଅଧା ମୂଲ୍ୟରେ ପାଇବେ ଯାତ୍ରୀ ! ଆସିଲା ନୂଆ ନିୟମ

ରେଳରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ଏବେ ଟ୍ରେନରେ ଖାଲି ପଡ଼ିଥିବା ସିଟ୍ ଗୁଡ଼ିକୁ ଲୋକଙ୍କୁ ରିହାତିରେ ଯୋଗାଇବ ଦିଆଯିବ । ଟ୍ରେନରେ ସଂରକ୍ଷଣ ଚାର୍ଟ ତିଆରି ପରେ ଯାତ୍ରୀ ରିହାତି ସହ ଶସ୍ତାରେ ଟିକେଟ ବୁକ କରିପାରିବେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରିହାତି…
Read More...

ଫେସବୁକର ନୂଆ ଫିଚର ! ଏଣିକି ଲୁଚାଛପାରେ କରିପାରିବେନି ଫଟୋ ଅପଲୋଡ, ନୋଟିଫିକେସନରେ ଆସିବ ସର୍ତକ ସୂଚନା

ଆଉ ଏକ ନୂଆ ଫିଚର ଲଞ୍ଚ କଲା ଫେସବୁକ । ଏଣିକି ଅନ୍ୟ କାହାର ଫଟୋ ଫେସବୁକ୍ ଆକାଉଣ୍ଟରେ ଅପଲୋଡ କରିବା ପୂର୍ବରୁ ଅନୁମତି ଆଣିବାକୁ ପଡିବ । ବ୍ୟବହାରକାରୀଙ୍କ ଫଟୋକୁ ଚିହ୍ନିବା ପାଇଁ ଫେସବୁକ୍ ଫେସିଆଲ ରେକଗନାଇଜେସନ ଟେକନୋଲୋଜିର ବ୍ୟବହାର କରିବାକୁ ଯାଉଛି । ପୂର୍ବରୁ ମଧ୍ୟ ଫେସବୁକ ଫେସ୍…
Read More...

ପରାଜୟ ଭୁଲିବାକୁ ରାହୁଳ ଦେଖିଲେ କି ଫିଲ୍ମ ? ସୋସିଆଲ ମିଡିଆରେ ଉଠିଲା ପ୍ରଶ୍ନ, ଜରୁରୀ ନଥିଲା କି ପରାଜୟର ପୋଷ୍ଟମର୍ଟମ…

ସରିଯାଇଛି ବହୁ ଚର୍ଚ୍ଚିତ ଗୁଜରାଟ ଓ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ । ବିଜେପି ୯୯ଟି ଆସନ ହାତେଇବା ସହ ୬ଷ୍ଠ ଥର ପାଇଁ ଗୁଜରାଟର ମଙ୍ଗ ଧରିଛି । ସେହିଭଳି ହିମାଚଳ ପ୍ରଦେଶରେ ସରକାର ବିରୋଧୀ ହାୱାର ଫାଇଦା ଉଠାଇଛି ବିଜେପି । ତେବେ ଏହି ନିର୍ବାଚନରେ ରାହୁଲଙ୍କୁ ଏକ ଭିନ୍ନ ଅବତାରରେ…
Read More...

ଇଲେକଟ୍ରିକ ଗାଡି ବୁକିଙ୍ଗ କଲେ ମିଳିବ ୧୦୦% କ୍ୟାସବ୍ୟାକ ! ଜାଣନ୍ତୁ କେଉଁ କମ୍ପାନି ଦେଉଛି ଏହି ଅଫର

ଇଲେକଟ୍ରିକ ଗାଡି ଚଳାଚଳ ଉପରେ ଏବେ ଅଧିକ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର । ଇଲେକଟ୍ରିକ ଗାଡିର ଗୁରୁତ୍ୱକୁ ଲକ୍ଷ୍ୟ କରି ଅଟୋମୋବାଇଲ ଇ କର୍ମସ କମ୍ପାନି ଡ୍ରୁମ ଏକ ନୂଆ ଅଫର ଘୋଷଣା କରିଛି । ଇଲେକଟ୍ରିକ ଗାଡି କିଣିବାକୁ ଲୋକଙ୍କୁ ପୋତ୍ସାହିତ କରିବା ପାଇଁ ଡ୍ରୁମ କମ୍ପାନି ନୂଆ ବୁକିଙ୍ଗ…
Read More...

ଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ଆଂଟି ସ୍ମଗ୍ ଗନ୍ ! ଜାଣନ୍ତୁ ଏହା କିପରି କରିବ କାମ

ଦିଲ୍ଲୀରେ ପ୍ରଦୂଷଣ ସଙ୍କଟ ଧୀରେ ଧୀରେ ଭୟଙ୍କର ହେଉଛି । ପ୍ରଦୂଷଣ ଯୋଗୁଁ ନାକେଦମ ହେଲେଣି ରାଜଧାନୀବାସୀ । ରାଜଧାନୀ ଦିଲ୍ଲୀକୁ ପ୍ରଦୂଷଣ ଚିନ୍ତା ଘାରିଛି । ଏନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଥିଲେ ହିଁ କିଛି କାମ ଦେଉନି । ତେବେ ରାଜଧାନୀକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଅଣ୍ଟା…
Read More...

ବାରବାଟୀର ୧୨ ଟି କଥା !

ଓଡ଼ିଶା ଇତିହାସର ମୁକସାକ୍ଷୀ ବାରବାଟୀ । ହଜାର ହଜାର ବର୍ଷର ଇତିହାସ ବିଷୟରେ ଆଲୋଚନା ନକରି ଆମେ ବାରବାଟୀ ଷ୍ଟାଡ଼ିୟମ ବିଷୟରେ ଜାଣିବା କିଛି କଥା । ୧୯୫୮ ମସିହାରୁ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ନେଇ ଛିଡ଼ା ହୋଇଛି ବାରବାଟୀ ଷ୍ଟାଡ଼ିୟମ । ଏଥିମଧ୍ୟରେ ବିତି ଗଲାଣି ୫୮ ବର୍ଷ । ତେବେ ୧୯୮୦ରେ…
Read More...

ଜିନିଷ ଖରାପ ପଡିଲେ ଫେରସ୍ତ ମିଳିବ ଟଙ୍କା ! କଂପାନୀ ଦେବ କ୍ଷତିପୂରଣ, ଜାଣନ୍ତୁ କଣ ରହିଛି ନୂଆ ନିୟମ

ବିଭିନ୍ନ ପ୍ରକାରର ଅଫରର ପ୍ରଲୋଭନ ଦେଖାଇ ଲୋକଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରୁଥିବା ବିଜ୍ଞାପନ ଉପରେ ଏବେ ସରକାର ଲଗାଇବେ ଲଗାମ । ଆଗାମୀ ଦିନରେ ବସିବାକୁ ଯାଉଥିବା କ୍ୟାବିନେଟ ବୈଠକରେ କନଜ୍ୟୁମର ପ୍ରୋଟେକସନ ବିଲ ୨୦୧୭ ଉପରେ ମୋହର ଲାଗିବାର ସମ୍ଭାବନା ରହିଛି । ଏହି ବିଲଟି ପାଇଁ ସରକାର…
Read More...

ଫେସବୁକ୍ କଲା ସତର୍କ ! ଏଣିକି ଲାଇକ୍, ସେୟାର ଏବଂ କମେଂଟ୍ କଲେ ବନ୍ଦ ହୋଇଯିବ ଆକାଉଂଟ୍

ସୋସିଆଲ ନେଟୱର୍କିଂ ସାଇଟ୍ ତଥା ଫେସବୁକ୍ ଏବେ ନେବାକୁ ଯାଉଛି ଏକ ବଡ ପଦକ୍ଷେପ । ଯେଉଁଥିରେ ଲାଇକ୍ ଏବଂ ସେୟାର ବଢାଇବା ପାଇଁ ଟେକନିକ ବ୍ୟବହାର କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ଲଗାମ କସିବ । ତେବେ ଫେସବୁକରେ ଅଧିକ ଲାଇକ୍ , ସେୟାର ଏବଂ କମେଂଟ ପାଇବା ପାଇଁ ଲୋକେ କିଛି ବି ପଦ୍ଧତି…
Read More...

ଗୋଟିଏ ଆପ ଡାଉନଲୋଡ କରି ପାଆନ୍ତୁ ୧୬୨ଟି ସେବାର ଲାଭ ! ଗ୍ୟାସ ବୁକିଂ, ପିଏଫ ବାଲାନ୍ସ, ଡିଟିଏଚ ରିଚାର୍ଜ ଭଳି ସୁବିଧା…

କେନ୍ଦ୍ର ସରକାର ଲୋକଙ୍କ ସୁବିଧା ପାଇଁ କଷ୍ଟମର ସେଂଟ୍ରିକ୍ ଡିଜିଟାଲ ପ୍ଲାଟଫର୍ମ ସହ ଜଡିତ ଅନେକ ସେବାର ଶୁଭାରମ୍ଭ କରିଛନ୍ତି । ଯାହାର ଏକମାତ୍ର ଉଦ୍ଦେଶ୍ୟ ରହିଛି ସରକାରଙ୍କର ସମସ୍ତ ସେବା ବା ଯୋଜନା ଜନତାଙ୍କଠାରେ ପହଂଚାଇବା ଏବଂ ଦେଶକୁ ଡିଜିଟାଲ ଇକୋନମୀ କ୍ଷେତ୍ରରେ ସାମିଲ କରିବା । ତେବେ…
Read More...