Browsing Category

ସ୍ପେଶାଲ୍ ରିପୋର୍ଟ

ଏଣିକି କାରଖାନାରେ ତିଆରି ହେବ ଘର ! ମାତ୍ର ୨୦୦ ଦିନରେ ୧୦୦୦ଫ୍ଲାଟ୍ ହେବ ନିର୍ମାଣ

ଫ୍ୟାକ୍ଟ୍ରିରେ ତିଆରି ହେବ ଘର । କଥାଟା ଅଡୁଆ ଲାଗୁଥିଲେ ବି ପୁରା ସତ । ଲକ୍ଷ୍ନୌ ବିକାଶ ପ୍ରାଧିକରଣ ଘର ନିର୍ମାଣ ପାଇଁ ଥ୍ରିଡି ଟେକନିକ ଉପରେ କାମ ଆରମ୍ଭ କରିଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଖାପାଖି ୧୨ ହଜାର ଘର ନିର୍ମାଣ ଏହି ଆଧାରରେ ହିଁ କରାଯିବ । ଆଉ ଏଭଳି ନିଷ୍ପତି…
Read More...

ପିଆଜ ଚୋପାରୁ ବି ଉତ୍ପନ୍ନ ହେବ ବିଜୁଳି ! ଜାଣନ୍ତୁ କିପରି 

ବିଶ୍ୱରେ ଅନେକ ଦେଶ କୃଷିଜାତ ଦ୍ରବ୍ୟର ଆବର୍ଜନାରୁ ବିଦ୍ୟୁତ୍ ଉତ୍ପାଦନ କରୁଛନ୍ତି  ଆଉ ଏଭଳି କ୍ଷେତ୍ରରେ ଭାରତ ବି କାହିଁକି ପଛରେ ରହିବ । ଆଜ୍ଞ ହଁ ! ଆଇଆଇଟି ଖଡଗପୁରର ବୈଜ୍ଞାନିକମାନେ ଏଭଳି ଏକ କରିସ୍ମା କରିଦେଖାଇଛନ୍ତି । ଏହି ବୈଜ୍ଞାନିକମାନେ ପିଆଜ ଚୋପା ବା ଛେଲାରୁ ବିଦ୍ୟୁତ୍ ସୃଷ୍ଟି…
Read More...

ଗାଡି ଚାଳକ ସାବଧାନ ! ଏଣିକି ଲାଇସେନ୍ସ ଥାଇ ବି ଚଲାଇ ପାରିବେନି ଗାଡି, ଦେବାକୁ ପଡିବ ଜରିମାନା

କେନ୍ଦ୍ରୀୟ ସଡକ ଏବଂ ପରିବହନ ମନ୍ତ୍ରାଳୟ ସମସ୍ତ ରାଜ୍ୟର ଟ୍ରାନ୍ସପୋର୍ଟ କମିସନରଙ୍କୁ ଚିଠି ଲେଖି କାର ଏବଂ ଏସୟୁଭିରେ ବ୍ୟବହୃତ କ୍ରାସ ଗାର୍ଡର ବ୍ୟବହାରକୁ ବନ୍ଦ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଯଦି କେହି ଏହି ନିୟମକୁ ଉଲ୍ଲଘଂନ କରେ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ…
Read More...

ମା’ଙ୍କୁ ନିଜ ଭିତରେ ବଞ୍ଚାଇ ରଖିବାକୁ ଅଜବ ପ୍ରୟାସ : ମା’ଙ୍କ ମୃତ୍ୟୁରେ ଦୁଃଖୀ ଝିଅ ଖାଉଛନ୍ତି ମା’ଙ୍କ ପାଉଁଶ !

କନକ ବ୍ୟୁରୋ :  ଡ଼େବ୍ରା ପର୍‌ସୋନ୍‌ସ ନାମକ ଜଣେ ଯୁବତୀ ତାଙ୍କ ମା’ଙ୍କ ମୃତ୍ୟୁ ପରେ ବହୁତ ଭାଙ୍ଗି ପଡ଼ିଥିଲେ । ନିଜ ମା’ଙ୍କ ଅସ୍ଥିକୁ ବିର୍ସଜନ ନ କରି ପାଖରେ ରଖିବା ସହ ତାକୁ ପ୍ରତିଦିନ ସଂସ୍କାର ପରେ ମିଳିଥିବା ପାଉଁଶ ଖାଇବା ଆରମ୍ଭ କରିଥିଲେ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ ।…
Read More...

ୱିଣ୍ଡୋଜ୍-୧୦ରେ ଥିବା ଆକ୍ଟିଭିଟି ହିଷ୍ଟ୍ରୀକୁ ଡିଲିଟ୍ କରିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ଏହାର ତରିକା

ୱିଣ୍ଡୋଜ୍ ୧୦ରେ ଆପଣଙ୍କ କମ୍ପୁଟର ଓ କ୍ଲାଉଡରେ ପୁରା ଆକ୍ଟିଭିଟିର ହିଷ୍ଟ୍ରୀ ସେଭ୍ କରିଥାଏ । ଏଥିରେ ଆପଣଙ୍କ ବ୍ରାଉଜିଂରୁ ନେଇ ଲୋକେସନ ଇନଫର୍ମେସନ ଯାଏ ସବୁକିଛି ସାମିଲ୍ ହୋଇଥାଏ । ଏହା ଏକ ଭୁଲ୍ ଯେ ମାଇକ୍ରୋସଫ୍ଟ ଏହାକୁ ଏତେ ସହଜ କରିଦେଇଛି ଯେ, ଆପଣ ସବୁ ଡାଟାକୁ ଦେଖିବା ସହ ଡିଲିଟ୍…
Read More...

ଚିନ୍ତା ବଢାଇଲେ ରାହୁଲ ! ମୋଦିଙ୍କୁ ଦେଲେ ଖୋଲା ଚ୍ୟାଲେଂଜ, ସାମ୍ନାରେ ରଖିଲେ ୫ଟି ସମସ୍ୟା

ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜେପିକୁ ଦେଇଛି କଡା ଟକ୍କର । କାରଣ, ଏଥରକ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାହୁଲ ଗାନ୍ଧୀ ମୁହାଁମୁହିଁ ହୋଇଥିଲେ । ଯିଏ କି ନିଜ ନିଜ ଦଳ ପାଇଁ ଷ୍ଟାର ପ୍ରଚାରକ ଥିଲେ । ଏପରିକି ଉଭୟଙ୍କର ଜନସଭାରେ ବି ଲୋକଙ୍କର ଭିଡ ବେଶ୍…
Read More...

ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପିର ଦମଦାର ପ୍ରଦର୍ଶନ ! କଂଗ୍ରେସକୁ ଉସୁକାଇ ବିଜେପିର ମଜାକ୍ ଟ୍ୱିଟ୍ , ସୋସିଆଲ…

ଗୁଜରାଟରେ ବିଜେପିର ଦମଦାର ପ୍ରଦର୍ଶନ । କଂଗ୍ରେସକୁ ଧୂଳି ଚଖେଇଛି ବିଜେପି । ଏଠାରେ ଶାସନ କରୁଥିବା ଭାରତୀୟ ଜନତା ପାର୍ଟି ପୁଣି ଥରେ ସରକାର ଗଢିବା ସୁନିଶ୍ଚିତ ହୋଇଛି । ମତ ଗଣନାରେ ବିଜେପି ୧୮୨ ରୁ ୧୦୦ଟି ଆସନ ଜିତି ଆଗୁଆ ରହିଛି । ସେପଟେ କଂଗ୍ରେସ ୮୧ଟି ଆସନରେ ବିଜୟୀ ହୋଇଛି । ଭାଜପା…
Read More...

ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପିର ବାଜିମାତ୍ ! ମୋଦି ମନ୍ତ୍ରରେ ମନ୍ତ୍ରମୁଗ୍ଧ ଜନତା ! ଜାଣନ୍ତୁ କେଉଁ ୫ଟି ବଡ…

ଖୁବ୍ ଉତ୍ସାହ ଓ ଧମାକା ଦେଖିବାକୁ ମିଳିଛି ବିଧାନସଭା ନିର୍ବାଚନରେ । କଂଗ୍ରେସ ଓ ବିଜେପି ପରସ୍ପର ମଧ୍ୟରେ ଗୁଜୁରାଟ ଗଡ଼ ଜିତିବାକୁ ପ୍ରାଣପଣେ ଉଦ୍ୟମ କରିଥିଲେ । ଇଲେକ୍ସନ ପ୍ରଚାରରେ ମୋଦି ମ୍ୟାଜିକ ସହ ବିଭିନ୍ନ ବିଷୟକୁ ନେଇ ରାହୁଲଙ୍କର ଅଭିଯୋଗ ଦେଖିବାକୁ ମିଳିଥିଲା । ସମୁଦାୟରେ ଖୁବ୍…
Read More...

ଗୁଜରାଟ ବିଧାନସଭା ନିର୍ବାଚନ : ଲକ୍ଷାଧିକ ଟଙ୍କାର ସୁନା ପିନ୍ଧି କରିଥିଲେ ପ୍ରଚାର, ଜାଣନ୍ତୁ କଣ ଆସିଲା ଫଳାଫଳ

କିଛି ସମୟ ମଧ୍ୟରେ ସାମ୍ନାକୁ ଆସିବ ଗୁଜରାଟ ନିର୍ବାଚନର ସଂପୂର୍ଣ୍ଣ ଫଳାଫଳ ! ଏହି ଟ୍ରେଣ୍ଡରେ ଆଗୁଆ ରହିଛି ବିଜେପି ଏବଂ ଭୋଟ ଗଣତିକୁ ଦେଖିଲେ କଂଗ୍ରେସ ମଧ୍ୟ କୌଣସି ଗୁଣାରୁ କମ୍ ହୋଇନି । କାରଣ, ଏହି ନିର୍ବାଚନ ଉଭୟ କଂଗ୍ରେସ ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । ଉଭୟ ଦଳର…
Read More...

ନୂଆବର୍ଷରୁ ଡେବିଟ୍ କାର୍ଡରୁ ସପିଂ ହେଲା ଶସ୍ତା ! ଜାଣନ୍ତୁ କଣ ରହିଛି ସରକାରଙ୍କ ନୂଆ ନିୟମ

କ୍ୟାବିନେଟ ବୈଠକରେ ଏମଡିଆର ଚାର୍ଜେସରେ ସବସିଡ୍ ଦେବା ଉପରେ ସହମତି ପ୍ରକାଶ ପାଇଛି । ଯେଉଁଥିରେ ଗ୍ରାହକଙ୍କୁ ଡେବିଟ୍ କାର୍ଡରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଂଟ କରିବା ଉପରେ ସବସିଡ୍ ଦିଆଯିବ । ତେବେ କ୍ୟାବିନେଟ ଏମଡିଆର ଚାର୍ଜିଂ ଉପରେ ସବସିଡ୍ ଦେବା ନେଇ ରଖିଥିବା ପ୍ରସ୍ତାବକୁ ମଂଜୁରୀ…
Read More...