Browsing Category

ସ୍ପେଶାଲ୍ ରିପୋର୍ଟ

ଅଧ୍ୟାପିକା ଚାକିରିକୁ ବାଏ ବାଏ କରି ଚାଷକୁ ଆପଣାଇଲେ ଇଞ୍ଜିନିୟରିଂ ଛାତ୍ରୀ ! ପନିପରିବା ପାଇଁ ଦୁବାଇ ଓ ଇସ୍ରାଏଲରୁ…

କମ୍ପ୍ୟୁଟର ଲ୍ୟାବରୁ କୃଷିକ୍ଷେତ୍ର । ଅଧ୍ୟାପିକା ଚାକରିକୁ ବାୟ ବାୟ କରି ଆପଣାଇଛନ୍ତି ଚାଷ କାର୍ଯ୍ୟକୁ । ଯେଉଁ ସମୟରେ କୃଷି କ୍ଷେତ୍ରରୁ ଏବେକାର ଯୁବଗୋଷ୍ଠୀ ମୁହଁ ବୁଲାଇ ଆଣିଛନ୍ତି ସେହିଭଳି ପରିସ୍ଥିତିରେ ଚାଷ କରିବା ପାଇଁ ପଡିଆକୁ ଓହ୍ଲାଇଛନ୍ତି ଜଣେ ଛାତ୍ରୀ । ଛତିଶଗଡର ୨୭ ବର୍ଷିୟା…
Read More...

ଜନ୍ମରୁ ନଷ୍ଟ ହୋଇଯାଇଥିଲା ଦୁଇ ପାଦ ! ମୃଦୁ ପାନୀୟ ବୋତଲ ଦ୍ୱାରା କୃତ୍ରିମ ଗୋଡ଼ ତିଆରି କରିଛନ୍ତି ଢ଼େଙ୍କାନାଳର ମଧୁ…

କନକ ବ୍ୟୁରୋ : ଦିବ୍ୟାଙ୍ଗଙ୍କ ପାଇଁ ସରକାର କେତେ କ’ଣ ଯୋଜନା କରୁଛନ୍ତି । କିନ୍ତୁ ଲୋକଙ୍କ ପାଖରେ କେତେ ପହଞ୍ଚୁଛି ତାହା ସମସ୍ତେ ଜାଣିଥିବେ । ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ଯୋଜନାଗୁଡ଼ିକ ଠିକ୍ ଭାବେ କାର୍ୟ୍ୟକାରୀ ହେଉନି । ସରକାର ଆଦିବାସୀ ତଥା…
Read More...

କଂପାନୀ ବିକିଲେ ଅମ୍ବାନୀ । ୧୯ ହଜାର କୋଟିରେ କିଣିଲେ ଅଦାନୀ । ଋଣରେ ବୁଡିଥିବା ରିଲାଏନ୍ସ ଏନର୍ଜୀକୁ କଲେ ଅଧିଗ୍ରହଣ

ଗୋଟିଏ ପଟେ ବଡ ଭାଇ ବିଶ୍ୱର ଧନୀ ତାଲିକାରେ ସ୍ଥାନ ପାଇଥିବା ବେଳେ ଅନ୍ୟ ପଟେ ସାନ ଭାଇ ଏବେ ସାଜିଛି ଦାଣ୍ଡର ଭିକାରୀ । ଯେଉଁଠି ବଡ ଭାଇ ବିଶ୍ୱର କୋଟି କୋଟି ଜନତାଙ୍କୁ ମାଗଣା ସେବା ଯୋଗାଉଥିବା ବେଳେ ସାନ ଭାଇକୁ ନିଜର ବ୍ୟବସାୟକୁ ବିକିବାକୁ ପଡିଛି । ଆଜ୍ଞା ହଁ ! ଏଠାରେ ଆମେ ଆଲୋଚନା…
Read More...

କେତେବେଳେ କରିବେନି କ୍ରେଡିଟ୍ କାର୍ଡର ବ୍ୟବହାର, ଜାଣନ୍ତୁ ।

ବର୍ତ୍ତମାନ ପରିସ୍ଥିତିରେ କ୍ରେଡିଟ୍ କାର୍ଡ ସମସ୍ତ ପାଇଁ ଏକପ୍ରକାରେ ଜରୁରୀ ହୋଇପଡିଛି । ଯେଉଁଥି ପାଇଁ ଲୋକେ ଟଙ୍କା କମ୍ ଏବଂ କ୍ରେଡିଟ୍ କାର୍ଡର ବେଶି ବ୍ୟବହାର କରିଥାନ୍ତି । ହେଲେ ଆପଣ ଜାଣିଛନ୍ତି କି କ୍ରେଡିଟ୍ କାର୍ଡର ବ୍ୟବହାର ଆପଣଙ୍କୁ ବିପଦ ଆଡକୁ ଟାଣିନେଇଥାଏ ବୋଲି । ଯଦି ଆପଣ ଏହି…
Read More...

ବାପା ଟ୍ରକ୍ ଡ୍ରାଇଭର, ଝିଅ ମଡ଼େଲ୍ ! କଠୋର ପରିଶ୍ରମ ଓ ଆତ୍ମବିଶ୍ୱାସ ବଳରେ ସଫଳ ହେଲେ ପ୍ରତିଭା ଚୌଧୁରୀ

ବର୍ତ୍ତମାନ ଯୁଗରେ ମଣିଷ ଅସମ୍ଭବକୁ ସମ୍ଭବ କରିବା ପାଇଁ ବିଭିନ୍ନି ପରିସ୍ଥିତିକୁ ମୁକାବିଲା କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ବନେଇବାରେ ସକ୍ଷମ ହେଉଛନ୍ତି । କେବଳ ତାଙ୍କର କଠୋର ପରିଶ୍ରମ ଓ ଆତ୍ମବିଶ୍ୱାସ ପାଇଁ ନିଜର ପରିଚୟ ବନେଇବାରେ ସଫଳ ହେଉଛନ୍ତି । ସେହିପରି ଜଣେ ଯୁବତୀ ଅତି ଗରିବ…
Read More...

ବିଜୟ ବନାମ ବିଜେପି ଅଧ୍ୟାୟରେ କାର୍ଯ୍ୟାନୁଷ୍ଠାନର ପର୍ବ । ଜିଲ୍ଲା ବିଜେପି ପଦରୁ ହେଲେ ବହିଷ୍କୃତ । ବିଜୟ କହିଲେ ମୋ…

କନକ ବ୍ୟୁରୋ : କେନ୍ଦ୍ରପଡା ବିଜେପିରେ କନ୍ଦଳ ଚରମ ସୀମାରେ ପହଂଚିଛି । ଜିଲ୍ଲା ବିଜେପି କାର୍ଯ୍ୟ ସମିତିର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ପଦରୁ ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ବହିଷ୍କାର କରାଯାଇଛି । ଗତକାଲି ଗରଦପୁର ବ୍ଲକରେ ବିଜେପିର ମିଶ୍ରଣ ପର୍ବ ବେଳେ ବିଜୟଙ୍କ ସମର୍ଥକମାନେ…
Read More...

ଡିଗ୍ରୀ ନୁହେଁ ସଫଳତାର ମାପକାଠି ! ଦଶମ ପର୍ଯ୍ୟନ୍ତ ପାଠ ପଢ଼ି ମାଇକ୍ରୋସପ୍ଟରେ ପାଇଲେ ଚାକରି, ଆନ୍ଧ୍ରପ୍ରଦେଶର କୋଟ୍ଟି…

ଆନ୍ଧ୍ରପ୍ରଦେଶର ଏକ ଛୋଟ ଗାଁରେ ଜନ୍ମ ନେଇଥିଲେ କୋଟ୍ଟି ରେଡ୍ଡି । ସରକାରୀ ବିଦ୍ୟାଳୟରେ ମାତ୍ର ଦଶମ ପର୍ଯ୍ୟନ୍ତ ପଢ଼ି ମଧ୍ୟ ସେ ଏବେ ସଫଳ ହୋଇପାରିଛନ୍ତି । ଆଉ ପ୍ରମାଣ କରିଛିନ୍ତି ସଫଳତା ହାସଲ କରିବା ପାଇଁ କୌଣସି ଡିଗ୍ରୀର ଆବଶ୍ୟକତା ନାହିଁ । ଚାକିରି ପାଇବା ପାଇଁ ଡିଗ୍ରୀ ଏକ ଜରିଆ…
Read More...

ବନ୍ଧୁତାର ହାତ ବଢାଇଲା ପାକ ସେନା । କପଟ କରୁଛି ନା ସତ କହୁଛି ?

ଭାରତ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପାଇଁ ପାକିସ୍ତାନୀ ସେନା ଆଗ୍ରହୀ । ପଡୋଶୀ ଭାରତ ସହ ସମ୍ପର୍କରେ ସୁଧାର ପାଇଁ ପାକିସ୍ତାନସେନା, ସରକାରକୁ କହିଛି । ପାକିସ୍ତାନ ସେନା ମୁଖ୍ୟ କ୍ୱାମର ଜାଭେଦ ବାଜୱା ପାକିସ୍ତାନର ସମସ୍ତ ବିଧାୟକ ଓ ସାଂସଦଙ୍କୁ ନିବେଦନକରିବା ସହ ଭାରତ ସହ…
Read More...

ସାବାଡ ହେବେ ଫେସବୁକ୍ ୟୁଜର୍ସ ! ବ୍ଲକ୍ ହେବା ପରେ ପୁଣି ଥରେ ଆକାଉଂଟ ଖୋଲିଲେ ମିଳିବ ଦଣ୍ଡ

ଦେଶରେ ସୋସିଆଲ ମିଡିଆର ବ୍ୟାପକ ଭାବେ ବୃଦ୍ଧି ପାଇବା କାରଣରୁ ଏହା ସହ ଜଡିତ ବିଭିନ୍ନ ଅପରାଧୀକ ମାମଲା ମଧ୍ୟ ବୃଦ୍ଧିବାରେ ଲାଗିଛି । ଯେଉଁଥିରେ ସର୍ବାଗ୍ରେ ରହିଛି ଫେସବୁକ୍ । ତେବେ ନିକଟରେ ଫେସବୁକ ସୋସିଆଲ ମିଡିଆରେ ହେଉଥିବା ବୁଲଇଂ ଏବଂ ଏହା ସହ ଜଡିତ ବିଭିନ୍ନ ଅପରାଧ ଉପରେ ଲଗାଇ…
Read More...

୨୦୧୭ର ସବୁଠାରୁ ଅସୁରକ୍ଷିତ ପାସୱାର୍ଡ କଣ ? ଆପଣ ଏସବୁ ପାସୱାର୍ଡ ବ୍ୟବହାର କରୁନାହାଁନ୍ତି ତ ?

ଆଉ ମାତ୍ର କିଛି ଦିନ ପରେ ସରିଯିବ ୨୦୧୭ ବର୍ଷ । ମାତ୍ର ବିଗତ ଦିନମାନଙ୍କରେ ନୂଆ ଟେକ୍ନୋଲଜି ଏବଂ ପେମେଂଟ ଆପ ଭଳି ଅନେକ ସେବା ବଜାରକୁ ଆସିଛି । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଆପଣ ବ୍ୟବହାର କରୁଥିବା ମୋବାଇଲଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତିଗତ…
Read More...