Browsing Category

ସ୍ପେଶାଲ୍ ରିପୋର୍ଟ

୩୦ ଜାନୁଆରୀରୁ ଅଚଳ ହେବ ଏୟାରସେଲ ସିମ୍ ! ଟ୍ରାଇ ଦେଲା ନିର୍ଦ୍ଦେଶ, ତୁରନ୍ତ କରି ଦିଅନ୍ତୁ ପୋର୍ଟେବୁଲ୍

ରିଲାଏନ୍ସ ଜିଓ ବଜାରକୁ ଆସିବା ପରଠାରୁ ଯଦିଓ ଟେଲିକମ ଜଗତରେ ପ୍ରତିସ୍ପର୍ଦ୍ଧା ବୃଦ୍ଧି ପାଇଛି ହେଲେ ଅନ୍ୟ ବଡ ବଡ ଟେଲିକମ କଂପାନୀମାନଙ୍କର ସ୍ଥିତି ବର୍ତ୍ତମାନ ଦେବାଳିଆ ପରିସ୍ଥିତିରେ ପହଂଚିଛି । ଯାହାଦ୍ୱାରା ଗୋଟିଏ ପରେ ଗୋଟିଏ କଂପାନୀ ଏବେ ବନ୍ଦ ହେବାକୁ ବସିଲାଣି । ଇତି ମଧ୍ୟରେ ଟେଲିକମ…
Read More...

ସାଂସଦଙ୍କ ପ୍ରିୟ ସମ୍ବଲପୁରୀ ଶାଢୀ । ଅଲମ୍ପିକ୍ସ ମେଡଲ ବିଜୟନୀ ବକ୍ସର ମେରିକମ ଓଡିଶାର ପାରମ୍ପରିକ ହସ୍ତତନ୍ତକୁ…

ଓଡିଶାର ସଂସ୍କୃତି ଓ କଳାକୁ ପୁଣି ଜାତୀୟ ସ୍ତରରେ ସମ୍ମାନ ମିଳିଛି । ଦେଶ ତଥା ବିଦେଶରେ ଓଡିଶା ସମ୍ବଲପୁରୀ ଶାଢୀର ଚାହିଦା ବଢୁଥିବା ବେଳେ ଆଉ ଇତିହାସ ସୃଷ୍ଟି କରିଛି ସମ୍ବଲପୁରୀ ଶାଢୀ । ବିଖ୍ୟାତ ମହିଳା ବକ୍ସର ତଥା ବ୍ରୋଂଚ ପଦକ ବିଜୟିନୀ ଏମସି ମେରିକମ ଗୁରୁବାର ଓଡିଶା ଶାଡିରେ ସଂସଦକୁ…
Read More...

ଦିନେ ଥିଲେ ତାମିଲନାଡୁର କୋଟିପତି, ଆଜି ବରେଲିର ଭିକାରୀ ! ପରିବାର ସହ ମିଶାଇଲା ଆଧାର କାର୍ଡ । ଛଅମାସ ତଳେହୋଇଯାଇଥିଲେ…

କନକ ବ୍ୟୁରୋ : ପରିସ୍ଥିତି ମଣିଷକୁ କେତେବେଳେ କେଉଁଛି ପହଂଚାଇବ କିଛି କହିହେବ ନାହିଁ । ଠିକ ଯେମିତ ତାମିଲନାଡୁର ଏହି ବ୍ୟକ୍ତିଙ୍କ କ୍ଷେତ୍ରରେ । ସରକାରଙ୍କ ଆଧାର କାର୍ଡ ପ୍ରବର୍ତ୍ତନକୁ ନେଇ ନାନା ବାଦାନୁବାଦ ଦେଖିବାକୁ ମିଳିଥିବା ବେଳେ ଉତ୍ତରପ୍ରଦେଶରେ ଏହି ଆଧାର କାର୍ଡ ହିଁ ଜଣେ…
Read More...

ଦିଲ୍ଲୀ ତାଜ୍ ଏନକ୍ଲେଭ ଦରବାରରେ ଚାଲିଛି ବିରୁଷ୍କାଙ୍କ ଗ୍ରାଣ୍ଡ ରିସେପ୍ସନ ! ଦେଶୀ ଲୁକରେ ନଜର ଆସିଲେ ବିରାଟ-ଅନୁଷ୍କା

ଦିଲ୍ଲୀରେ ଚାଲିଛି ବିରୁଷ୍କାଙ୍କ ଗ୍ରାଣ୍ଡ ରିସେପ୍ସନ । ତାଜ ଡିପ୍ଲୋମାଟିକ ଏନକ୍ଲେଭର ଦରବାର ହଲରେ ରାତି ୮ଟା ୩୦ରୁ ଆରମ୍ଭ ହୋଇଛି ଏହି ରିସେସପସନ୍ ପାର୍ଟିା ବିବାହ ପରେ ବିରୁଷ୍କା ପ୍ରଥମଥର ପାଇଁ ମିଡିଆ ସାମନାକୁ ଆସଛନ୍ତିା ସମ୍ପୂର୍ଣ୍ଣ ଭାବେ ଭାରତୀୟ ଗେଟଅପରେ ନଜର ଆସିଛନ୍ତି ବିରାଟ…
Read More...

ସାତ ବର୍ଷ କାଳ ‘ବୃଥାରେ’ କୋର୍ଟରେ ଅପେକ୍ଷା କଲି, କେହି ପ୍ରମାଣ ଦେଲେ ନାହିଁ : ଟୁଜି ଦୁର୍ନୀତିର ରାୟ ଶୁଣାଇଥିବା…

ବହୁ ଚର୍ଚ୍ଚିତ ଟୁ-ଜି ଦୁର୍ନୀତିିରେ ୧୫୫୨ ପୃଷ୍ଠାର ରାୟ ଦେଇଥିବା ସ୍ୱତନ୍ତ୍ର ଜଜ୍ ଓ. ପି. ସାଇନିଙ୍କ ଉପରେ ସମସ୍ତଙ୍କର ଦୃଷ୍ଟି । ଓ ପି ସାଇନି ଲେଖିଛନ୍ତି- “୭ ବର୍ଷ କାଳ ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଅପେକ୍ଷା କଲା ପରେ ବି କେହି ବି ପ୍ରମାଣ ଦେବାକୁ ଆସିନଥିଲେ । ଏଥିରେ…
Read More...

ସବଇନସପେକ୍ଟରରୁ ବିଚାରପତି : ଦେଶର ସବୁଠୁ ଚର୍ଚ୍ଚିତ ଟୁଜି ଦୁର୍ନୀତିର ରାୟ ଶୁଣାଇଥିବା ବିଚାରପତିଙ୍କ ବିଷୟରେ ଜାଣନ୍ତୁ…

ଆଜି ଦେଶର ସବୁଠାରୁ ବଡ ଦୁର୍ନୀତି ଟୁଜି  ସ୍କାମର ରାୟ ଆସିଛି  । ଏହି ରାୟ ପ୍ରକାଶ ପାଇବାପରେ ଯେତିକି ଚର୍ଚା ହୋଇଥିଲା ତାଠାରୁ ଅଧିକ ଚର୍ଚ୍ଚାରେ ରହିଥିଲେ ରାୟ ଶୁଣାଇଥିବା ବିଚାରପତି ଓ.ପି. ସାଇନି । ଦେଶର ସବୁଠାରୁ ବଡ ଦୁର୍ନୀତିରେ ଅଭିଯୁକ୍ତ ଥିଲେ ତତକାଳୀନ ଟେଲିକମ ମନ୍ତ୍ରୀ ଏ.ରାଜା । …
Read More...

ଟିକେଟ ହଜିଯାଇଥିଲେ ମଧ୍ୟ ଟ୍ରେନରେ କରିପାରିବେ ଯାତ୍ରା ! ଜାଣନ୍ତୁ ରେଳବିଭାଗର କିଛି ଗୁରୁତ୍ୱପୂର୍ଣ୍ଣ ନିୟମ

ଭାରତର ଅଧିକାଂଶ ଲୋକ ଟ୍ରେନ ଯାତ୍ରା ଉପରେ ନିର୍ଭରଶୀଳ । ଭାରତରେ ଯାତାୟତର ଏକ ପ୍ରମୁଖ ମାଧ୍ୟମ ହେଉଛି ଟ୍ରେନ । ଯଦି ଆପଣ ମଧ୍ୟ ଟ୍ରେନରେ ଯାତ୍ରା କରୁ୍ଥାନ୍ତି ତେବେ ରେଳବିଭାଗର କିଛି ନିୟମ ବିଷୟରେ ଜାଣିବା ନିତାନ୍ତ ଆବଶ୍ୟକ । ଅଧିକାଂଶ ରେଳଯାତ୍ରୀ ନିୟମ ଜାଣିନଥିବାରୁ ଅନେକ ସମୟରେ ହଇରାଣ…
Read More...

ଦେଶର ସବୁଠାରୁ ବଡ ଦୁର୍ନୀତିରେ ନାହାନ୍ତି ଅଭିଯୁକ୍ତ । ଟୁଜି ଦୁର୍ନୀତିରେ ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ । 

ଟୁଜି ଦୁର୍ନୀତି ମାମଲାରେ ସିବିଆଇ ସ୍ୱତନ୍ତ୍ର କୋର୍ଟର  ରାୟ ଆସିଛି । କୋର୍ଟ  ସମସ୍ତଙ୍କ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି । ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ.ରାଜା ଓ ଡିଏମକେ ସାଂସଦ କାନିମୋଝି ବି ଦୋଷମୁକ୍ତ ହୋଇଛନ୍ତି । ଅର୍ଥାତ ଦେଶର ସବୁଠାରୁ ବଡ ଦୁର୍ନୀତିରେ କେହି ଦୋଷୀ…
Read More...

ସଚିନଙ୍କ ଡେବ୍ୟୁ ଭାଷଣକୁ ଅଟକାଇଲା କଂଗ୍ରେସ ! ନିରାଶ ହେଲେ ମାଷ୍ଟରବ୍ଲାଷ୍ଟର

କ୍ରିକେଟ ମଇଦାନରେ ବୋଲରଙ୍କ ନିଦ ହଜାଇଦେଉଥିବା ଭାରତୀୟ କ୍ରିକେଟର ତଥା ରାଜ୍ୟସଭା ସାଂସଦ ସଚିନ ତେନ୍ଦୁଲକର ସଂସଦରେ କିନ୍ତୁ ଡେବ୍ୟୁ ଭାଷଣରେ ଦେଇ ନ ପାରିବା ଯୋଗୁଁ ନିରାଶ ହୋଇଛନ୍ତି । ଆଜି ପ୍ରଥମଥର ପାଇଁ ସଚିନ ତେନ୍ଦୁଲକର ସଂସଦର ଆଲୋଚନାରେ ଭାଗ ନେଇଛନ୍ତି । କିନ୍ତୁ ଆଲୋଚନାରେ ନିଜ ମତ…
Read More...

ବିନା ଖର୍ଚ୍ଚରେ କରିହେବ ଚାଷ, ପ୍ରଶିକ୍ଷଣ ଦେଉଛନ୍ତି କୃଷକ ସୁଭାଷ ପାଲେକର ! କୃଷକଙ୍କ ପାଇଁ ସାଜିଛନ୍ତି ପ୍ରେରଣା

ଭାରତ ଏକ କୃଷିପ୍ରଧାନ ଦେଶ । ଆମ ଦେଶରେ ବିଭିନ୍ନ ପ୍ରକାର ଚାଷ କରାଯାଏ । ଚାଷ ଉପରେ ପ୍ରାୟ ୬୦ ରୁ ଅଧିକ ପ୍ରତିଶତ ଲୋକ ନିର୍ଭରଶୀଳ । ଧାନ ଚାଷ, ପରିବା ଚାଷ ଆଦି କରାଯାଏ । ଏତେ ଲୋକ ଚାଷ ଉପରେ ନିର୍ଭର କଲେ ସୁଦ୍ଧା ଉତ୍ପାଦନ କ୍ଷେତ୍ରରେ ଭାରତ ବହୁତ ପଛୁଆ । ଆଉ ଅମଳ ଭଲ ହେଉ ନଥିବାରୁ ଅନେକ…
Read More...