Browsing Category

ବନ୍ୟା ବିତ୍ପାତ

ଉତ୍ତର ଭାରତରେ ଭୟଙ୍କର ବନ୍ୟା ପରିସ୍ଥିତି ! ବିପଦ ସଂକେତ ଉପରେ ବହୁଛି ମୋତିହାରୀର ସିକରାନା ନଦୀ

କନକ ବ୍ୟୁରୋ: ଉତ୍ତର ଭାରତରେ ଭୟଙ୍କର ସ୍ଥିତିରେ ବନ୍ୟା ପରିସ୍ଥିତି । ନେପାଳରେ ହେଉଥିବା ପ୍ରବଳ ବର୍ଷା ଓ ବନ୍ୟା କାରଣରୁ ଏହାର ପ୍ରଭାବ ବିହାରରେ ଦେଖିବାକୁ ମିଳିଛି । ମୋତିହାରୀର ସିକରାନା ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ବିହାରର ୧୪ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ…
Read More...

ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ବନ୍ୟା ପରିସ୍ଥିତି : ପୋଟେରୁ ନଦୀରେ ପ୍ରବଳ ବନ୍ୟା

କନକ ବ୍ୟୁରୋ : ମାଲକାନଗିରିରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ରାତିରୁ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପୋଟେରୁ ପୋଲ ଉପରେ ୨ଫୁଟ ଉଚ୍ଚ ବନ୍ୟା ପାଣଇ ଚାଲୁଛି । ପୋଟେରୁ ସମେତ କାଙ୍ଗୋରୁକୁଣ୍ଡା, କନ୍ୟାଶ୍ରମ ଆଦି…
Read More...

ଛତିଶଗଡ଼ ମୁହାଁ ଘୂର୍ଣ୍ଣବଳୟ ! ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସହ ବଜ୍ରପାତ ଆଶଙ୍କା

କନକ ବ୍ୟୁରୋ: ବଙ୍ଗୋପସାଗରେ ସୃ୍ଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଉତ୍ତର ଛତିଶଗଡ଼ ଅଂଚଳକୁ ଗତି କରିଛି । କିନ୍ତୁ ଉପଯୁକ୍ତ ଚାପ ଅଭାବରୁ ଏହା ଲଘୁଚାପରେ ପରିଣତ ହୋଇପାରିନାହିଁ । ତଥାପି ଏହାର ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ଭୁବନେଶ୍ୱରରେ ରାତିରେ ଝିପି ଝିପ୍ ବର୍ଷା ହୋଇଥିବା ବେଳେ ସକାଳୁ…
Read More...

ବାଲିଆପାଳରେ ବନ୍ୟା ! ସୁବର୍ଣ୍ଣରେଖାରେ ବଢି ଆଣିଲା ବର୍ଷା

କନକ ବ୍ୟୁରୋ : ବାଲିଆପାଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଗାଲୁଡ଼ିହ ବ୍ୟାରେଜରୁ ନିଷ୍କାସିତ ହୋଇଥିବା ଜଳ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଯାହାର ପ୍ରଭାବରେ ବାଲିଆପାଳରେ ବ୍ଲକର ଚାରୋଟି ପଂଚାୟତର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୧୦ରୁ ଅଧିକ ଗାଁରେ…
Read More...

ଛାଡୁଛି ପାଣି ବଢୁଛି ଦୁର୍ଦ୍ଦଶା ! ଯାଜପୁର ଓ କେନ୍ଦ୍ରାପଡ଼ାରେ ବନ୍ୟା ବିପନ୍ନଙ୍କ ସ୍ଥିତିରେ ଆସିନି ସୁଧାର

କନକ ବ୍ୟୁରୋ: ବ୍ରାହ୍ମଣୀର ବନ୍ୟା ଜଳରେ ଉବୁଟୁବୁ ହେଉଛନ୍ତି ଯାଜପୁରବାସୀ । ନଦୀର ବଢିପାଣିରେ ପ୍ରଭାବିତ ହୋଇଛି ୯ଟି ବ୍ଲକ୍ । ୫୨ଟି ପଂଚାୟତର ୧୧୨ଟି ଗାଁ ଏବେବି ଜଳମଗ୍ନ । ତେବେ ସୁକିନ୍ଦା, କୋରେଇ ଓ ଦାନଗଦୀରେ ବଢି ପାଣି କମିଛି । ୨ହଜାର ଲୋକଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଉଛି ।…
Read More...

ପାଣିରେ ବୁଡିଲା ଗାଁ ! କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରେ ସ୍ଥିତି ଉଦବେଗଜନକ . . ବାହ୍ୟଜଗତରୁ ବିଚ୍ଛିନ୍ନ…

କନକ ବ୍ୟୁରୋ : ବିପତ୍ତି ଆଣିଲା ବ୍ରାହ୍ମଣୀ । ବନ୍ୟା ଜଳରେ ଉବୁଟୁବୁ କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲା । ଶହ ଶହ ଲୋକ ଏବେବି ଜଳବନ୍ଦୀ । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ତଳିଆ ଅଂଚଳ । ୬ ଦିନ ହେଲା ବନ୍ୟା ବିପନ୍ନଙ୍କ ଘରେ ଚୁଲି ଜଳିନି । କେବେ ପାଣି କମିବ ତାକୁ ଅପେକ୍ଷା କରିଛନ୍ତି…
Read More...

ରାଜ୍ୟରେ ବନ୍ୟା ସ୍ଥିତି ସୁଧୁରିଥିବା ନେଇ ସୂଚନା ହେଲେ ଡେପୁଟି ଏସଆରସି ! ଯାଜପୁର ଓ କେନ୍ଦ୍ରାପଡାରେ ବନ୍ୟା ସ୍ଥିତି…

କନକ ବ୍ୟୁରୋ : ରାଜ୍ୟରେ ବନ୍ୟା ସ୍ଥିତି ନେଇ ସୂଚନା ଦେଇଛନ୍ତି ଡେପୁଟି ଏସଆରସି । ବନ୍ୟା ସ୍ଥିତି ସୁଧୁରିଥିବା ନେଇ ଡେପୁଟି ଏସଆରସି ପ୍ରଭାତ ରଂଜନ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ଯାଜପୁର ଓ କେନ୍ଦ୍ରାପଡାରେ ବନ୍ୟା ସ୍ଥିତି ଉତ୍କଟ ଥିବା ସେ ସୂଚନା ଦେଇଛନ୍ତି । ଯାଜପୁର ବରୀରେ ଅନେକ…
Read More...

ଗୁଜରାଟରେ ପ୍ରଳୟଙ୍କାରୀ ବନ୍ୟା ! ମୃତ୍ୟୁ ସଂଖ୍ୟା ୧୮୬କୁ ବୃଦ୍ଧି

କନକ ବ୍ୟୁରୋ : ଗୁଜୁରାଟରେ ସୃଷ୍ଟି ହୋଇଛି ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି । ଉତ୍ତର ଗୁଜୁରାଟର ବନସକଂଟ । ପଟାନ୍ ଜିଲ୍ଲାରେ ବନ୍ୟା ଯୋଗୁଁ ମୃତ୍ୟୁସଂଖ୍ୟା ୧୮୬କୁ ବୃଦ୍ଧି ପାଇଲାଣି । ଗତକାଲି ବନ୍ୟା ପାଣିରେ ଫସିି ରହିଥିବା ୧୭ ଜଣଙ୍କୁ ହେଲିକପ୍ଟର ମାଧ୍ୟମରେ ଉଦ୍ଧାର କରାଯାଇଥିବା ବେଳେ ବନସ…
Read More...

ବନ୍ଦୀ ବନାଇଲା ବନ୍ୟା ! କେନ୍ଦ୍ରାପଡ଼ାରେ ୧୬ଟି ଗ୍ରାମପଂଚାୟତ ପାଣିଘେରରେ, ଯୋଗାଯୋଗ ବିଚ୍ଛିନ୍ନ

କନକ ବ୍ୟୁରୋ : କେନ୍ଦ୍ରାପଡାରେ ବ୍ରାହ୍ମଣୀର ବନ୍ୟା ଜଳ ଲୋକଙ୍କ ଦୁଃଖ ବଢାଇ ଦେଇଛି । ଆଳି ବ୍ଲକରେ ବି ଚିନ୍ତା ବଢାଇଛି ବ୍ରାହ୍ମଣୀର ବନ୍ୟା ଜଳ । ପଣ୍ଡପୁର ନିକଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବ୍ରାହ୍ମଣୀ । ବିପଦସଙ୍କେତ ୧୬ଫୁଟ ଥିବାବେଳେ ୧୭.୭୭ଫୁଟରେ ବଢି ପାଣି ପ୍ରବାହିତ…
Read More...

ବନ୍ଦୀ ବନାଇଲା ବନ୍ୟା ! କେନ୍ଦ୍ରାପଡ଼ାରେ ଅଭାବନୀୟ ସ୍ଥିତି, ୧୫ଟି ଗାଁରେ ପଶିଲା ପାଣି

କନକ ବ୍ୟୁରୋ : ବ୍ରାହ୍ମଣୀର ବନ୍ୟା ଜଳରେ ବୁଡିଲା ଘର । ଗାଁ ଭିତରେ ବୋହୁଛି ନଦୀର ପ୍ରଖର ସୁଅ । ଘରଦ୍ୱାର, ମନ୍ଦିର, ସ୍କୁଲ୍ ସବୁ ପାଣି ଭିତରେ । ଚାରିଆଡେ ଖାଲି ପାଣି ଆଉ ପାଣି । ବ୍ରାହ୍ମଣୀ ଆଣିଛି ବିପତ୍ତି । ବାହ୍ୟ ଜଗତରୁ ବିଚ୍ଛିନ୍ନ ପଟାମୁଣ୍ଡାଇ । ବ୍ଲକର ପେଣ୍ଠପାଳ, ସିଂହ ଗାଁ ଓ…
Read More...