Browsing Category

ବନ୍ୟା ବିତ୍ପାତ

ଛାଡୁଛି ବଢି ବଢୁଛି ଦୁର୍ଦ୍ଦଶା : ତଳେ ପାଣି ଉପରେ ମଂଚା,ଲୋକଙ୍କ ପାଇଁ ଭରସା ପାଲଟିଛି ଡଙ୍ଗା

କନକ ବ୍ୟୁରୋ : ବଢିଲା ନଈ ଭଦ୍ରକରେ ଲୋକଙ୍କ ନିଜ ହଜାଇ ଦେଇଛି । ଏବେ ବୈତରଣୀରେ ଜଳସ୍ତର କମୁଥିଲେ ସୁଦ୍ଧା ନଦୀ ଏବେ ବି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ତେବେ ଆଖୁଆପଦାରେ ବର୍ତ୍ତମାନ ବିପଦ ସଂକେତ ପାଖାପାଖି ୧୭ ଦଶମିକ ୮୭ରେ ବନ୍ୟାଜଳ ପ୍ରବାହିତ ହେଉଛି । ତେବେ ଆଖୁଆପଦାରେ ନଦୀର…
Read More...

ରାଜସ୍ଥାନରେ ବନ୍ୟା ବିତ୍ପାତ: ୮ ମୃତ

କନକ ବ୍ୟୁରୋ: ରାଜସ୍ଥାନରେ ବନ୍ୟା ବିତ୍ପାତ । ପ୍ରବଳ ବର୍ଷା ଯୋଗୁ ରାଜସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଭିନ୍ନ ଜିଲ୍ଲାରେ ଲୋକେ ଜଳବନ୍ଦୀ ହୋଇଥିବା ଦେଖିବାକୁ ମିଳିଛି । ବିଶେଷ କରି ଜାଲୋର, ସିରୋହୀ ଓ ପାଲି…
Read More...

ଛାଡୁଛି ବନ୍ୟାଜଳ ବଢୁଛି ଦୁର୍ଦ୍ଦଶା ! ଏବେବି ବିପଦ ସଂକେତ ଉପରେ ବହୁଛି ବୈତରଣୀ ଓ ସୁବର୍ଣ୍ଣରେଖା

କନକ ବ୍ୟୁରୋ: ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି । ବଢିଲା ନଈ ଭଦ୍ରକରେ ଲୋକଙ୍କ ନିଜ ହଜାଇ ଦେଇଛି । ଏବେ ବୈତରଣୀରେ ଜଳସ୍ତର କମୁଥିଲେ ସୁଦ୍ଧା ନଦୀ ଏବେ ବି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ତେବେ ଗତକାଲି ଆଖୁଆପଦାରେ ୧୮ ଦଶମିକ ୬୦ ଉପରେ ପ୍ରବାହିତ ହେଉଥିବା ବେଳେ ଆଜି ୧୭ ଦଶମିକ ୮୭…
Read More...

ଉପରମୁଣ୍ଡରେ ବର୍ଷା କମିବା ପରେ ହୀରାକୁଦ ଡ୍ୟାମର ୨ଟି ଗେଟ୍ ବନ୍ଦ

କନକ ବ୍ୟୁରୋ: ଉପରମୁଣ୍ଡରେ ବର୍ଷା କମିବା ପରେ ହୀରାକୁଦ ଡ୍ୟାମର ୨ଟି ଗେଟ୍ ବନ୍ଦ କରାଯାଇଛି । ଏବେ ୮ଟି ଗେଟ୍ ଦେଇ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ କରାଯାଉଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୦୮ ଦଶମିକ ୧୦ ଫୁଟ ରହିଛି । ତେବେ ଭଣ୍ଡାର ଭିତରକୁ ସେକେଣ୍ଡ ପ୍ରତି ୧ ଲକ୍ଷ ୨୫ ହଜାର ୯୮୯…
Read More...

ଓଡ଼ିଶାକୁ ଘାରିଛି ବନ୍ୟା ଭୟ ! ବିପଦ ସଂକେତ ଉପରେ ବୈତରଣୀ ଓ ସୁବର୍ଣ୍ଣରେଖା, ଉଛୁଳୁଛି ବୁଢ଼ାବଳଙ୍ଗ, ଜଳକା

କନକ ବ୍ୟୁରୋ: ପୁଣି ଓଡ଼ିଶାକୁ ଘାରିଛି ବନ୍ୟା ଭୟ । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ଓ ସୁବର୍ଣ୍ଣରେଖା । ଉଛୁଳୁଛି ଜଳକା ଏବଂ ବୁଢ଼ାବଳଙ୍ଗ ନଦୀ । ଫଳରେ ରାଜ୍ୟରେ ୪ଟି ଜିଲ୍ଲାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଏବଂ…
Read More...

ରାଜଘାଟରେ ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖା ! ବାଲିଆପାଳର ୧୦ଟି ଗାଁରେ ପଶିଲା ବନ୍ୟାପାଣି

କନକ ବ୍ୟୁରୋ : ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଝାଡଖଣ୍ଡର ଗାଲାଟି ଡ୍ୟାମ ଖୋଲିବା ପରେ ଏହି ନଦୀରେ ପ୍ରଖର ସ୍ରୋତ ଦେଖିବାକୁ ମିଳିଛି । ଜାମଶୋଳାଘାଟ ଓ ରାଜଘାଟରେ ଜଳସ୍ତର ବଢିବାରେ ଲାଗିଛି । ରାଜଘାଟରେ ସୁବର୍ଣ୍ଣରେଖା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।…
Read More...

ପ୍ରବଳ ବର୍ଷା କାରଣରୁ ଗୁଜରାଟରେ ବନ୍ୟା ପରିସ୍ଥିତି ସୃଷ୍ଟି

କନକ ବ୍ୟରୋ: ଗୁଜୁରାଟରେ ଜଳପ୍ରଳୟ । ପ୍ରବଳ ବର୍ଷା କାରଣରୁ ଗୁଜରାଟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସବୁଆଡେ ଜଳାର୍ଣ୍ଣବ ପରିସ୍ଥିତି ରହିଥିବା ବେଳେ ବିପନ୍ନଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛି ଏନଡିଆରଏଫ ଟିମ୍ । ରାଜକୋଟ ଅଂଚଳରୁ ଏଏଏଫ ପକ୍ଷରୁ ଜଣେ ପ୍ରସୂତିଙ୍କୁ ଉଦ୍ଧାର କରାଯିବା ସହ…
Read More...

ବର୍ଷା ଭୟ ଟଳିଲା ! ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଝାଡଖଣ୍ଡ ମୁହାଁ

କନକ ବ୍ୟରୋ: ଲଘୁଚାପ ପ୍ରଭାବରେ ହେବାକୁ ଥିବା ପ୍ରବଳ ବର୍ଷା ଭୟ ଟଳିଛି । ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଦକ୍ଷିଣ ବାଂଲାଦେଶ ଏବଂ ଗାଙ୍ଗେୟ ଉପତ୍ୟାକା ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରିଭୂତ ହୋଇଛି । ଲଘୁଚାପ ଏବେ ଗତି ବଦଳାଇ ଝାଡଖଣ୍ଡର ଉତ୍ତର ଦିଗକୁ…
Read More...

ଫୁଲୁଛି ବୈତରଣୀ, ସୁବର୍ଣ୍ଣରେଖା ! ବିପଦରେ କେନ୍ଦୁଝର, ଯାଜପୁର ଓ ଭଦ୍ରକ

କନକ ବ୍ୟରୋ: ବୈତରଣୀ ଆଣୁଛି ବିପଦ । ଉତ୍ତର ଓଡିଶାରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ । କେନ୍ଦୁଝର, ଯାଜପୁର ଓ ଭଦ୍ରକରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଲାଗି ରହିଲେ ଏସବୁ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିବ । ଭଦ୍ରକର ଆଖୁଆପଦାରେ ବୈତରଣୀ ବିପଦ ସଙ୍କେତ…
Read More...

ବନ୍ୟା ଆଣୁଛି ବୈତରଣୀ ! କେନ୍ଦୁଝର, ଯାଜପୁର ଓ ଭଦ୍ରକରେ ସତର୍କ ରହିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ବୈତରଣୀ ଆଣୁଛି ବିପଦ । ଉତ୍ତର ଓଡିଶାରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ । କେନ୍ଦୁଝର, ଯାଜପୁର ଓ ଭଦ୍ରକରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେଲାଣି । ବର୍ଷା ଜାରି ରହିଲେ ଆଜି ରାତି ସୁଦ୍ଧା ଏସବୁ ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିବ । ସେହିପରି ଲଗାଣ ବର୍ଷା…
Read More...