Browsing Category

ବନ୍ୟା ବିତ୍ପାତ

କଳାହାଣ୍ଡିକୁ ବୁଡାଇଲା ହାତୀ ନଦୀ ! ପ୍ରବଳବର୍ଷା ଆଣିଲା ବନ୍ୟା ବିଭିଷିକା

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି । ଲୋକଙ୍କ ନିଦ ହଜାଇ ଦେଇଛି ହାତୀ ନଦୀ । କଲାହାଣ୍ଡି ଜିଲ୍ଲା ଜୁନାଗଡଠାରେ ହାତୀ ନଦୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଛି । ଏଠାରେ ୨ ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ପୋଲ ଉପରେ ପାଣି ଚାଲିଛି ।…
Read More...

ମେଘ ବୁଡାଇଲା ମନ୍ଦିର ! ଶିବାଳୟରେ ବନ୍ୟାଜଳର ତାଣ୍ଡବ

କନକ ବ୍ୟୁରୋ : ମନ୍ଦିର ଭିତରେ ବନ୍ୟାଜଳର ତାଣ୍ଡବ । ବନ୍ୟାପାଣିର ସ୍ରୋତରେ ଉବୁଡୁବୁ ହେଲା ମନ୍ଦିର । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀ ନାଳରେ ଜଳସ୍ତର ବଢ଼ିଥିବା ବେଳେ ଭବାନୀପାଟଣା ସହରର ଜଳେଶ୍ୱର ମନ୍ଦିର ଭିତରେ ପଶିଛି ବନ୍ୟାପାଣି । ପାଣି ଏତେ ଜୋରରେ ମାଡ଼ି ଆସିଛି ଯେ, ମନ୍ଦିର…
Read More...

ବନ୍ୟା ଆଣିଲା ବିତ୍ପାତ! ସ୍ଥିତି ନିୟନ୍ତ୍ରଣ ପାଇଁ ସରକାର ଭିଡ଼ିଲେ ଅଂଟା

କନକ ବ୍ୟୁରୋ : ଲଗାଣ ବର୍ଷାରେ ଭାସିଲା ରାୟଗଡାର କଲ୍ୟାଣସିଂହପୁର । ପ୍ରବଳ ବର୍ଷା ଯୋଗୁଁ କଲ୍ୟାଣୀ ଓ ନାଗାବଳୀ ନଦୀରେ ବନ୍ୟା ଆସିଛି । ଫଳରେ ବନ୍ୟା ଜଳରେ ବୁଡିଯାଇଛି କଲ୍ୟାଣସିଂହପୁରର ସଦର ମହୁକମା । ଗାଁ ଗଣ୍ଡାରେ ପ୍ରବାହିତ ହେଉଛି ୧୦ରୁ ୧୨ ଫୁଟ ଉଚ୍ଚର ବନ୍ୟାପାଣି । ବ୍ଲକର…
Read More...

କଲ୍ୟାଣସିଂହପୁର ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ! କହିଲେ, ସ୍ଥିତି ଅନୁଯାୟୀ ନିଷ୍ପତି ନେବେ…

କନକ ବ୍ୟୁରୋ: କଲ୍ୟାଣିସିଂପୁର ବନ୍ୟା ପରିସ୍ଥିିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୀକ୍ଷା ପରେ ପ୍ରତିକ୍ରିୟା ରଖିଛନ୍ତିି ମୁଖ୍ୟମନ୍ତ୍ରୀ । କହିଛନ୍ତି ସ୍ଥିତି ଅନୁଯାୟୀ ପଦକ୍ଷେପ ନେବାକୁ ଜିଲ୍ଲାପାଳକୁ ନିର୍ଦ୍ଦେଶ ଦିଆଯାଇଛି । କଲ୍ୟାଣୀ ଓ ନାଗାବଳୀରେ ଅଚାନକ…
Read More...

ରାୟଗଡ଼ା: ପ୍ରବଳ ବର୍ଷା କାରଣରୁ କଲ୍ୟାଣସିଂହପୁରରେ ବନ୍ୟା ପରିସ୍ଥିତି

କନକ ବ୍ୟୁରୋ: ଲଗାଣ ବର୍ଷାରେ ଭାସିଲା ରାୟଗଡ଼ାର କଲ୍ୟାଣସିଂହପୁର । ପ୍ରବଳ ବର୍ଷା ଯୋଗୁଁ କଲ୍ୟାଣୀ ଓ ନାଗାବଳୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବନ୍ୟା ଜଳରେ ବୁଡିଯାଇଛି କଲ୍ୟାଣସିଂହପୁରର ସଦର ମହୁକମା । ଗାଁ ଗଣ୍ଡାରେ ପ୍ରବାହିତ ହୋଉଛି ୧୦ରୁ ୧୨ ଫୁଟ ଉଚ୍ଚର ବନ୍ୟାପାଣି ।…
Read More...