Browsing Category

ବନ୍ୟା ବିତ୍ପାତ

ଚିନ୍ତା ବଢାଉଛି ବ୍ରାହ୍ମଣୀ ! ଯାଜପୁର ବରିରେ ଘାଇ, ଜେନାପୁର ରାସ୍ତା ଉପରେ ଚାଲୁଛି ବନ୍ୟା ଜଳ

କନକ ବ୍ୟୁରୋ: ଚିନ୍ତା ବଢାଉଛି ବ୍ରାହ୍ମଣୀ । ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ ପରେ ଯାଜପୁର ବରିରେ ଘାଇ ସୃଷ୍ଟି ହୋଇଛି । ୧୫ଟି ପଂଚାୟତର ୩୦ଟି ଗାଁ ପାଣି ଘେରରେ । ଜେନାପୁରର ରାସ୍ତା ଉପରେ ମଧ୍ୟ ବୋହୁଛି ବନ୍ୟା ପାଣି । ରେଙ୍ଗାଳିଠାରେ ୧୦ଟି ଗେଟ୍ ଖୋଲାଯିବା ପରେ ବ୍ରାହ୍ମଣୀ ନଦୀରେ ଜଳସ୍ତର…
Read More...

ଯାଜପୁର ଧର୍ମଶାଳାରେ ବନ୍ୟା ପରିସ୍ଥିତି : ଇମାମନଗରରେ କଲର୍ଭଟ ଧୋଇଲା ବ୍ରାହ୍ମଣୀ, ଗାଁରେ ପଶିଲା ବଢି ପାଣି

କନକ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁଁ ଯାଜପୁରରେ ବ୍ରାହ୍ମଣୀର ଶାଖା ନଦୀ ଖରସ୍ରୋତାରେ ବନ୍ୟା ଆସିଛି । ଫଳରେ ଦାନଗଦି ବ୍ଲକର ୨ଟି ପଂଚାୟତ କୁମ୍ଭୀରଗାଡିଆ ଓ ଖପୁରିପଦା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ୨ଟି ପଂଚାୟତକୁ ଯିବା ପାଇଁ…
Read More...

ରାଜସ୍ଥାନ ଓ ଗୁଜରାଟରେ ଜଳତାଣ୍ଡବରେ ଲୋକେ ବେହାଲ

କନକ ବ୍ୟୁରୋ: ଗୁଜରାଟରେ ବନ୍ୟା ବୀଭିଷିକା । ରାଜ୍ୟର ବିଭିନ୍ନ ଅଂଚଳରେ ଆସିଥିବା ବନ୍ୟାରେ ଏପର୍ଯ୍ୟନ୍ତ ୧୨୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ସଂଖ୍ୟା ଆହୁରୀ ବଢିବା ଆଶଙ୍କା କରାଯାଉଛି । ବନ୍ୟା ବିପନ୍ନଙ୍କ ଉଦ୍ଧାର ଓ ସହାୟତା କାର୍ଯ୍ୟରେ ପୂର୍ବରୁ ଏନଡିଆରଏଫର ୨୨ଟି ଦଳ…
Read More...

କମୁଛି ପାଣି ! ସୁବର୍ଣ୍ଣରେଖାରେ ପାଣି କମୁଥିଲେ ବି ବାଲେଶ୍ୱର ଓ ବାଲିଆପାଳରେ ଏବେ ବି ଦୁର୍ଦ୍ଦିନରେ ଲୋକେ

କନକ ବ୍ୟୁରୋ: ସୁବର୍ଣ୍ଣରେଖା ବନ୍ୟାଜଳରେ ଉବୁଟୁବୁ ଜୀବନ । ବଢି ପାଣିରେ ଶହ ଶହ ଲୋକ ଜଳବନ୍ଦୀ । ଜଳସ୍ତର କମି ଥିଲେ ଦୁର୍ଦ୍ଦଶା ବଢିବାରେ ଲାଗିଛି । ସୁବର୍ଣ୍ଣରେଖାର ବିପଦ ସଙ୍କେତ ୧୦.୩୬ ରହି ଥିବାବେଳେ ଏବେ ଜଳସ୍ତର ୯.୬୦ ରହିଛି । ଗତକାଲି ରାତି ୧୨ଟାରେ ଜଳସ୍ତର ୧୦.୩୬ରହିଥିବାବେଳେ ଏବେ…
Read More...

ବନ୍ୟା ପରେ ଜଳବନ୍ଦୀ ଜୀବନ ! ରେଙ୍ଗାଳି ଡ୍ୟାମ ଖୋଲିବା ପରେ ପାଲଲହଡାର ୧୨ଟି ଗାଁ ଜଳବନ୍ଦୀ

କନକ ବ୍ୟୁରୋ: ଗାଲୁଡିହି ଡ୍ୟାମରୁ ୯ଟି ଗେଟ୍ ଖୋଲିବା ପରେ ଫୁଲୁଛି ସୁବର୍ଣ୍ଣରେଖା । ବନ୍ୟାଜଳ ଆସିବାରୁ ବସ୍ତା, ଜଳେଶ୍ୱର ଓ ଭୋଗରାଇର ବହୁ ଗାଁ ଜଳବନ୍ଦୀ ହୋଇ ରହିଛି । ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଜଳେଶ୍ୱରର ବିଭିନ୍ନ ଗାଁରେ ଲୋକେ ଏବେବି ଜଳନ୍ଦୀ ହୋଇ ରହିଛନ୍ତି । ପାଣିରେ…
Read More...

ଘରେ ପଶିଲା ବଢି ପାଣି ! ୪ଟି ଜିଲ୍ଲାରେ ଜିଲ୍ଲାପାଳଙ୍କୁ ସତର୍କ ସୂଚନା

କନକ ବ୍ୟୁରୋ : ୬ ଦିନର ଲଗାଣ ବର୍ଷାରେ ବେହାଲ ଓଡିଶା । ଦକ୍ଷିଣ, ଉତ୍ତର ଓଡିଶା ପରେ ଏବେ ପଶ୍ଚିମକୁ ଘାରିଛି ବନ୍ୟା ଭୟ । ସୁବର୍ଣ୍ଣରେଖା, ବ୍ରାହ୍ମଣୀ ଓ ଇବ୍ ନଦୀରେ ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି କରିଛି । ପାଣି ଘେରରେ ରହିଛି ସୁନ୍ଦରଗଡ, ରାଉରକେଲା, ବାଲେଶ୍ୱରର ଅନେକ ଅଂଚଳ । ଲୋକେ…
Read More...

ଲଗାଣ ବର୍ଷା ଯୋଗୁଁ ରାଉରକେଲା ବ୍ରାହ୍ମଣୀ ଓ କୋଏଲ୍ ନଦୀର ଜଳସ୍ତର ବୃଦ୍ଧି !

କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ରାଉରକେଲା ବ୍ରାହ୍ମଣୀ ଓ କୋଏଲ ନଦୀର ଜଳସ୍ତର ବୃଦ୍ଧି ପାଇଛି । ବନ୍ୟା ପାଣି ପଶିଯିବା ଫଳରେ ନଦୀ ଉପକୂଳରେ ଥିବା ଲୋକମାନେ ଜଳବନ୍ଦୀ ହୋଇ ରହିଛନ୍ତି । ପାନପୋଷଠାରେ ବିପଦ ସଂକେତ ୧୭୮.୪୨ ମିଟର ଥିବା ବେଳେ ଜଳସ୍ତର ୧୭୭.୭୧ ମିଟରରେ ପହଚିଂଛି । ବ୍ରାହ୍ମଣୀ…
Read More...

ରାୟଗଡାରେ ବନ୍ୟା ସ୍ଥିତି ସମୀକ୍ଷା କଲେ ଗୃହ ସଚିବ ଅସିତ ତ୍ରିପାଠୀ !

କନକ ବ୍ୟୁରୋ : ରାୟଗଡାରେ ବନ୍ୟା ସ୍ଥିତି ସମୀକ୍ଷା କଲେ ଗୃହ ସଚିବ ଅସିତ ତ୍ରିପାଠୀ । ରାୟଗଡା ଡିଆରଡିଏ ସମ୍ମିଳନୀ କକ୍ଷରେ ବନ୍ୟା ସ୍ଥିତି ସମୀକ୍ଷା ବୈଠକରେ ଯୋଗଦେଇଛନ୍ତି ଅସିତ ତ୍ରିପାଠୀ । ଏହି ବୈଠକରେ ଜିଲ୍ଲାପାଳଙ୍କ ସମସ୍ତ ଜିଲ୍ଲାର ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି । ବୈଠକରେ ପରେ…
Read More...

ଇବ୍ ନଦୀ ବନ୍ୟାରେ ବୁଡିଲା ସୁନ୍ଦରଗଡ ରାଣୀବଗିଚା : ପାଣିଘେରରେ ଶହଶହ ଲୋକ

କନକ ବ୍ୟୁରୋ : ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡରେ ବନ୍ୟା ପରିସ୍ଥିତି । ଉପରମୁଣ୍ଡରେ ୬ଦିନ ଧରି ଲଗାତର ବର୍ଷା ହେବା ଯୋଗୁଁ ଇବ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ସୁନ୍ଦରଗଡ ସହରର ରାଣୀବଗିଚା, ମହାଦେବପଡା ଅଂଚଳରେ ବନ୍ୟା ପାଣି ପଶିଛି । ଏହି ଅଂଚଳରେ…
Read More...

ସୁବର୍ଣ୍ଣରେଖାରେ ପୁଣି ବଢି ! ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ

କନକ ବ୍ୟୁରୋ : ବାଲେଶ୍ୱର ସୁବର୍ଣ୍ଣରେଖା ନଦୀରେ ପୁଣି ବଢି । ସୁବର୍ଣ୍ଣରେଖାର ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ନଦୀର ବିପଦ ସଙ୍କେତ ୧୦ ଦଶମିକ ୩୬ଥିବାବେଳେ ୧୧ଦଶମିକ ୧ରେ ପ୍ରବାହିତ ହେଉଛି ବନ୍ୟାଜଳ । ଗାଲୁଡିହି ଡ୍ୟାମରୁ ୯ଟି ଗେଟ୍ ଖୋଲିବା ପରେ ଫୁଲୁଛି ସୁବର୍ଣ୍ଣରେଖା ।…
Read More...