Daily Archives

November 2, 2023

ହାଜର ହେଲେ ମହୁଆ ମୋଇତ୍ରା । ୱାକଆଉଟ୍ କଲେ ବିରୋଧୀ ସାଂସଦ

କନକ ବ୍ୟୁରୋ : ପ୍ରଶ୍ନ ବଦଳରେ ଟଙ୍କା ନେବା ଅଭିଯୋଗ ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରା ଏଥିକ୍ସ କମିଟିରେ ହାଜର ହୋଇଛନ୍ତି । ହାଜର ପରେ ବୈଠକରେ ଖୁବ୍ ହଙ୍ଗାମା ହୋଇଥିଲା । ଆଉ ଏହାରି ଭିତରେ ବିରୋଧୀ ଦଳର ସାଂସଦମାନେ ବୈଠକରୁ ୱାକଆଉଟ୍ କରିଥିଲେ । ଖୋଦ୍ ମହୁଆ ମୋଇତ୍ରା ମଧ୍ୟ ବୈଠକରୁ…

ସମନ୍ ମିଳିଲା, ହାଜର ହେଲେନି କେଜ୍ରିୱାଲ । କହିଲେ, ଇଡି ନୋଟିସ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ

କନକ ବ୍ୟୁରୋ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ହେଲେ ଗୁରୁବାର ଇଡିରେ ହାଜର ହୋଇନାହାନ୍ତି ମୁଖ୍ୟମନ୍ତ୍ରୀ । ଇଡି ପଠାଇଥିବା ନୋଟିସର ପାଲଟା ଜବାବ ଦେଇଛନ୍ତି କେଜ୍ରିୱାଲ । ନୋଟିସକୁ…

ବିବାଦୀୟ ଗାଡିକୁ ନେଇ ବଢ଼ୁଛି ବିବାଦ: କିଏ ଘଟାଇଥିଲା ଦୁର୍ଘଟଣା?

କନକ ବ୍ୟୁରୋ: ଭୁବନେଶ୍ୱର ପାୱାର ହାଉସ ଛକରେ ରେଂଜ ରୋଭର ଦୁର୍ଘଟଣାରେ ଦୁଇଜଣ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଦରକାର ପଡୁଛି । କିନ୍ତୁ ଦୁର୍ଘଟଣା ଘଟାଇଥିବା କୋଟି କୋଟି ଟଙ୍କାର ଗାଡି ମାଲିକ ଯେମିତି ପଥର ପାଲଟିଯାଇଛନ୍ତି । ଗାଡିର ମାଲିକ କିଏ ତାହା ଏ…

‘ଥ୍ରୀ କନ୍ୟା’ ଫିଲ୍ମର ପୋଷ୍ଟର ରିଲିଜ: ଜାନୁୟାରୀରେ ଆସିବ ଚଳଚ୍ଚିତ୍ର

କନକ ବ୍ୟୁରୋ: ଖୁବଶୀଘ୍ର ପରଦାକୁ ଆସୁଛି ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ଓଡିଆ ଫିଲ୍ମ ‘ଥ୍ରି କନ୍ୟା’ । ଫିଲ୍ମ ଜାନୁଆରୀରେ ରିଲିଜ ହେବାକୁ ଥିବାବେଳେ ଏହାର ପୋଷ୍ଟର ଜାରି ହୋଇଛି । ତିନି ଜଣ ଯୁବତୀଙ୍କ ସଂଘର୍ଷ କାହାଣୀକୁ ନେଇ ତିଆରି ହୋଇଛି ଏହି ଫିଲ୍ମ ।…

ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୁରୁତର: ଆଇସିୟୁରେ ଚାଲିଛି ଚିକିତ୍ସା

କନକ ବ୍ୟୁରୋ: ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଅସୁସ୍ଥ ହୋଇପଡିଛନ୍ତି । ତାଙ୍କ ଅବସ୍ଥା ଗୁରୁତର ରହିଛି । ଭୁବନେଶ୍ୱରର ଏକ ଘରୋଇ ହସପିଟାଲର ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି । ସନ୍ଧ୍ୟାରେ ଜାରି ହୋଇଥିବା ହେଲଥ ବୁଲେଟିନରେ କୁହାଯାଇଛି , ମହେଶ୍ୱରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର…

ଓଲିଉଡ୍ କଳାକାରଙ୍କ କଳିରେ ପଡି଼ବ ପୂର୍ଣ୍ଣଛେଦ? ବ୍ୟାନ୍ ହଟାଇବାକୁ ରାଜି ହେଲା ପ୍ରଯୋଜକ ସଂଘ

କନକ ବ୍ୟୁରୋ: ଫିଲ୍ମ କଳିର ହେବ କି ଅନ୍ତ ? ଅଭିନେତା ମନୋଜ ମିଶ୍ରଙ୍କ ଉପରୁ ବ୍ୟାନ୍ ହଟାଇବାକୁ ପ୍ରଯୋଜକ ସଂଘ ରାଜି ହେବା ପରେ କିଛି ଏଭଳି ଆଶା ସଂଚାର ହୋଇଛି । ଏଥିପାଇଁ ଆଜି ଓଡି଼ଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ବୈଠକ ବସିଥିଲା । ଏଥିରେ ଉଭୟ ପକ୍ଷଙ୍କୁ ଡକାଯାଇଥିଲେ ବି ମନୋଜ ମିଶ୍ର…