Daily Archives

September 28, 2023

ଦୁର୍ଭିକ୍ଷ ଦେଖି ମନ ବଦଳାଇଥିଲେ ସ୍ୱାମୀନାଥନ: ପୋଲିସ ଚାକିରି ଛାଡି଼ ହୋଇଥିଲେ କୃଷି ବୈଜ୍ଞାନିକ

କନକ ବ୍ୟୁରୋ: ମାଟିର ମଣିଷର ମୃତ୍ୟୁ । ପରଲୋକରେ ବିଶିଷ୍ଟ କୃଷି ବୈଜ୍ଞାନିକ ଏମ୍ ଏସ ସ୍ୱାମୀନାଥନ । ଏହି ବିଶିଷ୍ଟ ବୈଜ୍ଞାନିକ ଦେଶର ସବୁଜ କ୍ରାନ୍ତିର ପୁରୋଧା ଥିଲେ । ତାଙ୍କ ଅବର୍ତମାନରେ ରାଷ୍ଟ୍ରୁପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।…

ବିଜେପି ସାଂସଦଙ୍କୁ ଘାରିଛି ବିଧାନସଭା ନିର୍ବାଚନ ହାରିବା ଭୟ: ରାଜନୈତିକ କ୍ୟାରିୟରରେ ପଡି଼ବ କି ତାଲା?

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ହିନ୍ଦୀ ହାର୍ଟଲ୍ୟାଣ୍ଡ ରାଜ୍ୟର ବିଧାନସଭା ନିର୍ବାଚନ ଉପରେ ନଜର ରଖିଛି ବିଜେପି । କର୍ଣ୍ଣାଟକ ନିର୍ବାଚନର ଫଳାଫଳ ଯେପରି ପୁନରାବୃତି ନହୁଏ ତାଉପରେ ନଜର ରଖିଛି କେନ୍ଦ୍ରର ଶାସକ ଦଳ । ଆଉ ନିର୍ବାଚନ ଜିତିବାକୁ କାହାକୁ ଦଳ ପ୍ରାର୍ଥୀ କରିବ ତାକୁ…

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଘଟଣା, ଥାନାରେ ପହଂଚିଲା ମାମଲା

କନକ ବ୍ୟୁରୋ : କ୍ୟାପିଟାଲ୍ ହସପିଟାଲରେ ଛୁଆ ଅଦଳବଦଳ ଘଟଣାରେ ନୂଆ ମୋଡ଼ । ସନ୍ତାନ ଚିହ୍ନଟ ପ୍ରକ୍ରିୟା ଯେତିକି ବିଳମ୍ବ ହେଉଛି, ଘଟଣାକ୍ରମ ସେତିକି ବିବାଦୀୟ ହୋଇପଡ଼ୁଛି । ଗୋଟିଏ ପଟେ କେନ୍ଦ୍ରାପଡ଼ାର ପ୍ରାଣକୃଷ୍ଣ ବିଶ୍ୱାଳ ପୁଅ ପାଇଁ ନଛୋଡ଼ବନ୍ଧା ଥିବା ବେଳେ ହସ୍ପିଟାଲ ସଫାସଫା କହିଛି…

ବର୍ଷ ଶେଷ ସୁଦ୍ଧା ଚକାଚକ ହେବ ଜାତୀୟ ରାଜପଥ: ଘୋଷଣା କଲେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ

କନକ ବ୍ୟୁରୋ: ଡିସେମ୍ବର ସୁଦ୍ଧା ଚକାଚକ ହେବ ଦେଶର ସମସ୍ତ ଜାତୀୟ ରାଜପଥ । କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରି ଏହି ଘୋଷଣା କରିଛନ୍ତି । ଜାତୀୟ ରାଜପଥର ଅନେକ ସ୍ଥାନରେ ଖାଲଢିପ ସହିତ ଅନେକ ସମସ୍ୟା ରହିଛି । ଯେଉଁଥିପାଇଁ ଦୁର୍ଘଟଣା ମଧ୍ୟ ଘଟୁଛି । ଏପରି ସ୍ଥିତିରେ ଜାତୀୟ ରାଜପଥ…

ମ୍ୟାନେଜର ନିଖୋଜ ମାମଲାରୁ ହଟିଲା ପରଦା । ମାନସିକ ଚାପରୁ ହୋଇଯାଇଥିଲେ ନିଖୋଜ

କନକ ବ୍ୟୁରୋ : ପ୍ରାୟ ତିନି ଦିନର ଛକାପଂଝା, ଖୋଜାଖୋଜି ଓ ଆଶଙ୍କା ଭିତରେ, ଶେଷରେ ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁଙ୍କ ନିଖୋଜ ପଛର ରହସ୍ୟ ଉପରୁ ପରଦା ହଟିଛି । ତାଙ୍କୁ କେହି ଅପହରଣ କରି ନଥିଲେ, ବରଂ ମାନସିକ ଚାପ କାରଣରୁ ସେ ନିଜେ ଏଭଳି ନିଷ୍ପତି ନେଇଥିଲେ । ଏକଥା କ୍ୟାମେରା ଆଗକୁ…

କଳାହାଣ୍ଡି ବିଜୟ ପାଇଁ ଅଙ୍କ କଷୁଛି ବିଜେପି । ବଳ ବଢ଼ାଇଲା ଅର୍କକେଶରୀଙ୍କ ଯୋଗଦାନ!

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପାଇଁ ରାଜ୍ୟ ବିଜେପିର ବିଜୟ ଫର୍ମୁଲା । ଅଧିକାଂଶ ସାଂସଦ ହୋଇପାରନ୍ତି ବିଧାୟକ ପ୍ରାର୍ଥୀ । ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେପି କିଛି ଏହିଭଳି ରଣନୀତି କରୁଛି । କୁହାଯାଉଛି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ବିଜେପିର ପ୍ରାର୍ଥୀ ତାଲିକାରୁ ଏହି…