ଭାରତ–କାନାଡା ସମ୍ପର୍କରେ ତୁଟୁନି ବିବାଦ । ବିଗୁଡୁଥିବା ସ୍ଥିତି ଭିତରେ ନରମ ପଡିଲା ଟ୍ରୁଡୋଙ୍କ ପ୍ରଶାସନ । କାନାଡା ପ୍ରତିରକ୍ଷାମନ୍ତ୍ରୀ କହିଲେ, ଭାରତ ସହ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ

Kanak News is now on WhatsApp
Join and get latest news updates delivered to you via WhatsApp
- ଭାରତ-କାନାଡା ସମ୍ପର୍କରେ ତିକ୍ତତା
- ଚକିତ କଲା କାନାଡା ରକ୍ଷାମନ୍ତ୍ରୀଙ୍କ ବୟାନ
- କହିଲେ, ଭାରତ ସହ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ
- ଭାରତ-କାନାଡା ସମ୍ପର୍କରେ ଫାଟ
- ସନ୍ଦେହରେ ଆମେରିକାର ଭୂମିକା