Daily Archives

September 25, 2023

ଆୟୁଷ ଡାକ୍ତରଙ୍କ ପାଇଁ ଚାକିରି ନାହିଁ । ଲୋୟର ପିଏମଜିରେ କଲେ ଗର୍ଜନ । ପଢନ୍ତୁ, କଣ କଲେ ଅଭିଯୋଗ…

କନକ ବ୍ୟୁରୋ: ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆୟୁଷ ଡାକ୍ତର । ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ଆୟୁଷ ଡାକ୍ତର । କାର୍ଯ୍ୟ ବନ୍ଦ କରି ଧାରଣା ଦେଇଛନ୍ତି ଆୟୁଷ ଡାକ୍ତର । ୨୧ ବର୍ଷ ଭିତରେ ଜଣେ ହେଲେ ଆୟୁଷ ଚିକିତ୍ସା ପଦାଧିକାରୀ ରାଜ୍ୟରେ ନିଯୁକ୍ତ ହୋଇ ନାହାଁନ୍ତି । ସରକାରଙ୍କୁ ବାରମ୍ବାର…

ଚାଲିଛି ବିଧାନସଭା, ଭୁବନେଶ୍ୱର ଲୋୟର ପିଏମଜି ପାଲଟିଲା ପ୍ରତିବାଦର ପେଣ୍ଠ । ନିଜ ନିଜ ଦାବି ନେଇ ଗର୍ଜିଲେ ସରପଞ୍ଚ,…

କନକ ବ୍ୟୁରୋ: ବିଧାନସଭା ଅଧିବେଶନ ଚାଲିଥିବା ବିଭିନ୍ନ ସଙ୍ଗଠନର ଦାବି ଓ ଆନ୍ଦୋଳନରେ କମ୍ପିଛି ଲୋୟର ପିଏମଜି । ଆଶାକର୍ମୀ , ସରପଞ୍ଚ, ଶିକ୍ଷକ ଓ ଗାଁ ସାଥୀଙ୍କ ଆନ୍ଦୋଳନରେ ନାକେଦମ ହୋଇଛି ପୁଲିସ । ଏପରିକିି ଗାଁ ସାଥୀଙ୍କ ନିଆରା ପ୍ରତିବାଦ ବି ଦେଖିବାକୁ ମିଳିଛି । ଧାରଣା ଓ…

ମୋଦୀଙ୍କୁ ନବୀନ ଦେଲେ ୧୦ରୁ ୮ ନମ୍ବର । ପ୍ରଶ୍ନ ଉଠାଇଲେ ବିରୋଧୀ । କଂଗ୍ରେସ କହିଲା, ଚାଲିଛି ବିଜେଡି-ବିଜେପି ମଧ୍ୟରେ…

କନକ ବ୍ୟୁରୋ: ରାଜନୀତିରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି, ଓଡିଶା ଲିଟେରାରୀ ଫେଷ୍ଟିଭାଲରେ ମୁଖ୍ୟମନ୍ତ୍ରୀ ରଖିଥିବା ବୟାନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦର୍ଶନକୁ ୧୦ରୁ ୮ ନମ୍ବର ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜୀ ।…

ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ । ମାମଲା ଜାରି ରଖିବାକୁ ନିର୍ଦ୍ଦେଶ ଦେଲେ…

କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ବଢିଲା ଅଡୁଆ । ପ୍ରତାପଙ୍କ ନାଁରେ ମାମଲା ଚାଲୁ ରଖିବାକୁ ସାଲେପୁର ଜେଏମଏଫସି କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ହତ୍ୟା, ହତ୍ୟା ଷଡଯନ୍ତ୍ର ଓ ଧମକ ଦଫାରେ ମାମଲା ଚାଲୁ ରଖିବାକୁ କୋର୍ଟ ନିର୍ଦ୍ଦେଶ…

ବିରୋଧୀଙ୍କ ଅଭିଯୋଗର ଜବାବ ରଖିଲେ ମୁଖ୍ୟମନ୍ତ୍ରୀ । କହିଲେ, ଜିଲ୍ଲା ଗସ୍ତ କରି ସିଏମଓ କରୁଥିଲା ଜନଶୁଣାଣି । ନରସିଂହ…

କନକ ବ୍ୟୁରୋ: ୫-ଟି ସଚିବ କାହା ନିର୍ଦ୍ଦେଶରେ ଜିଲ୍ଲା ଜିଲ୍ଲା ବୁଲୁଛନ୍ତି, ଏହାକୁ ନେଇ ରାଜ୍ୟ ରାଜନୀତି ହୁଲୁସ୍ତୁଲୁ ହେଉଥିବାବେଳେ ବିଧାନସଭାରେ ବିରୋଧୀ ହଙ୍ଗାମା କରିଛନ୍ତି । ଆଉ ବିରୋଧୀଙ୍କ ହଟ୍ଟଗୋଳ ଭିତରେ ବିଧାନସଭାରେ ଶୂନ୍ୟକାଳରେ ଏହି ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ନିଜେ…

ମନ୍ତ୍ରୀ ବଡ ନା ସଚିବ ବଡ ? ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ । ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଅଗ୍ରାହ୍ୟ କରିବା ପରେ…

କନକ ବ୍ୟୁରୋ: ମନ୍ତ୍ରୀ ବଡ ନା ସଚିବ ବଡ ? ଏହାକୁ ନେଇ ବିଧାନସଭାର ଅଧିବେଶନର ଦ୍ୱିତୀୟ ଦିନରେ ହଙ୍ଗାମା କରିଛନ୍ତି ବିରୋଧୀ । ଏ ନେଇ ଆଜି ବିରୋଧୀ ବିଜେପି ପକ୍ଷରୁ ଦୁଇଟି ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିବା ପରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ…