Daily Archives

September 23, 2023

ସ୍ଥଗିତ ରହିଲା ଶିକ୍ଷକ ଆନ୍ଦୋଳନ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଆଲୋଚନା ପରେ ନିଷ୍ପତ୍ତି

କନକ ବ୍ୟୁରୋ : ସ୍ଥଗିତ ରହିଲା ଶିକ୍ଷକ ଆନ୍ଦୋଳନ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ଶିକ୍ଷକଙ୍କ ଦାବି ସଂପର୍କରେ ସରକାରଙ୍କ ସହ ଆଲୋଚନା ପରେ ଆସନ୍ତା ଡିସେମ୍ବର ମାସ ଯାଏଁ ଅପେକ୍ଷା କରିବାକୁ କୁହାଯାଇଛି । ଆଜି…

ସ୍ତ୍ରୀ ହତ୍ୟା ପାଇଁ ସୁପାରୀ ଦେଇଥିଲା ସ୍ୱାମୀ । ବୁଲାଇ ନେବାକୁ କହି ବାଟରେ ଛାଡି ଦେଇଥିଲା ନୃଶଂସ

କନକ ବ୍ୟୁରୋ : କେନ୍ଦୁଝର କାଶୀପୁର ଅଂଚଳରେ ଘଟିଛି ଏମିତି ଏକ ବିଭତ୍ସ ହତ୍ୟାକାଣ୍ଡ । ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ୩ଲକ୍ଷ ଟଙ୍କା ସୁପାରୀ ଦେଇ ସ୍ତ୍ରୀକୁ ମାରି ଦେଇଛି ସଇତାନ ସ୍ୱାମୀ ସୁରେଶ । ସୂଚନା ଅନୁସାରେ, ଗତ ୧୭ତାରିଖରେ ଖଣ୍ଡାଧାର ବୁଲାଇ ନେବାକୁ କହି ଫେରିବାବେଳେ…

ନକଲି କାମ, ଅସଲି ଲୁଟ୍ । ସରପଂଚଙ୍କ ପରିବାର ଖାଇଗଲେ ମନରେଗା ଟଙ୍କା!

କନକ ବ୍ୟୁରୋ : ବଡବଡିଆ ଖାଇଗଲେ ମନରେଗା ଟଙ୍କା । ଲୋକେ କାମ କରିବାକୁ ଦାଦନ ଖଟିବାକୁ ଯାଉଛନ୍ତି । କୋଠାବାଡି ଓ ବଡ ବଡ ଗାଡିର ମାଲିକ କାଗଜପତ୍ରର କାମ କରି ନେଉଛନ୍ତି ମଜୁରୀ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଦଶରଥପୁରରୁ । ଅଭିଯୋଗ ଆସିଛି ପୂର୍ବତନ ମନ୍ତ୍ରୀ ପ୍ରମିଳା…

ବିଡିଓ ବାବୁଙ୍କ ପାଖରେ ସବୁ କ୍ଷମତା । ସରପଞ୍ଚଙ୍କ କ୍ଷମତା ହେଉଛି ସଙ୍କୁଚିତ, ୭ ଦିନର ମହଲତ ପରେ ପୁଣି ତାତିଲେ ସରପଞ୍ଚ

ବିଡିଓ ବାବୁଙ୍କ ପାଖରେ ସବୁ କ୍ଷମତା । ସରପଞ୍ଚଙ୍କ କ୍ଷମତା ହେଉଛି ସଙ୍କୁଚିତ, ୭ ଦିନର ମହଲତ ପରେ ପୁଣି ତାତିଲେ ସରପଞ୍ଚସପ୍ତାହକ ପରେ ପୁଣି ଗର୍ଜିଛି ରାଜ୍ୟ ସରପଂଚ ମହାସଂଘ । ଗତ ସପ୍ତାହରେ ପଂଚାୟତିରାଜ ବ୍ୟବସ୍ଥାକୁ ଅସାମ୍ବିଧାନିକ ଭାବେ କ୍ଷୁର୍ଣ୍ଣ କରାଯାଉଥିବା ଅଭିଯୋଗ କରି ରାଜଧାନୀ…

କେନାଲରୁ ହଟିଲା ଅବରୋଧ । ନଡି଼ଆ ଭାଙ୍ଗିଲେ ଅପରାଜିତା

କନକ ବ୍ୟୁରୋ : ଦୁଇ ବର୍ଷର ସଂଘର୍ଷ ପରେ ଚାଷୀଙ୍କୁ ମିଳିଛି ହକ୍ । ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରୟାସରେ ଭୁବନେଶ୍ୱର ଉପକଣ୍ଠ ଡେରାସ ଡ୍ୟାମର କ୍ଷୁଦ୍ର ଜଳସେଚନ କେନାଲରେ ଗତ ଦୁଇ ବର୍ଷ ହେବ ଥିବା ଅବରୋଧ ହଟିଛି । ଏହାପରେ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ସାଂସଦ । ନଡିଆ…

୫୦ ହଜାର ଗାଁରେ ସଭା କରିବ ବିଜେପି । ଗାଁ ଗାଁରେ ପହଞ୍ଚାଇବ ମହିଳା ସଂରକ୍ଷଣ ପ୍ରସଙ୍ଗ

କନକ ବ୍ୟୁରୋ : ଦୀର୍ଘ ବର୍ଷର ଅପେକ୍ଷା ପରେ, ସଂସଦରେ ମହିଳା ସଂରକ୍ଷଣ ବିଲ୍କୁ ପାରିତ କରିବାରେ ସଫଳ ହୋଇଥିବାରୁ, ଏହାକୁ ଏକ ବଡ ପ୍ରସଙ୍ଗ କରିବାକୁ ଯାଉଛି ବିଜେପି । ମୋଦୀ ସରକାରଙ୍କ ଏହି ସଫଳତାକୁ ଗାଁ ଗାଁରେ ପହଁଚାଇବାକୁ ଯୋଜନା କରିଛି ଭାରତୀୟ ଜନତା ପାର୍ଟି । ରାଜ୍ୟ ବିଜେପି…