Daily Archives

September 19, 2023

ଫେଲ ମାରିଲା ସରକାରଙ୍କ କୁଟନୀତି । କାମ ଦେଲାନି ଶିକ୍ଷକଙ୍କୁ ଭାଗ ଭାଗ କରିବା ନୀତି, ଆନ୍ଦୋଳନ ଜାରି ରଖିଛନ୍ତି ୮ଟି…

କନକ ବ୍ୟୁରୋ : ୧୦ ଦିନ ଧରି ୧୦ଟି ଶିକ୍ଷକ ସଂଘଠନ ତିନି ଦଫା ଦାବି ନେଇ ଆନ୍ଦୋଳନ ଜାରି ରଖିଥିଲେ । ଫଳରେ ରାଜ୍ୟରେ ପାଠପଢା ଠପ୍ ହୋଇଯାଇଥିଲା । ଆନ୍ଦୋଳନକୁ ସୋମବାର କିଛି ଦିନ ପାଇଁ ସ୍ଥଗିତ ରଖିଥିଲା ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡରେସନ । ଫେଡରେସନର ମହାସଚିବ ଚାରୁଲତା ମହାପାତ୍ର…

ଧରାପଡିଲା ଛାୟା ସରକାରଙ୍କ ମିଛ ପ୍ରାୟୋଜିତ ଅଭିଯୋଗ । ସକାଳ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ସମ୍ବାଦ କାର୍ଯ୍ୟାଳୟରେ…

କନକ ବ୍ୟୁରୋ : ଋଣ ମାମଲାରେ ଏକ ଦୈନିକ ଖବରକାଗଜର କର୍ମଚାରୀ ଅସୀମ ମହାପାତ୍ର ସମ୍ବାଦ ନାଁରେ ଉଦ୍ଦେଶ୍ୟମୂଳକ ମାମଲା କରିବା ପରେ ତଦନ୍ତକୁ ଜୋରଦାର କରିଛି ଇଓଡବ୍ଲ୍ୟୁ । ଚିଟଫଣ୍ଡ ଭଳି ମାମଲାରେ ଇଓଡବ୍ଲ୍ୟୁ କରୁଥିବା ତଦନ୍ତର ଖୋଜଖବର ନାହିଁ କି ଜମାକାରୀ ଟଙ୍କା ଫେରିପାଇବାର ନା ଗନ୍ଧ ନାହିଁ…

ସଚିବଙ୍କୁ ପ୍ରଶ୍ନ କରିବାରୁ ପ୍ରତିଶୋଧ ପରାୟଣ ଛାୟା ସରକାର । ସମ୍ବାଦ ଗ୍ରୁପର ମାନବ ସମ୍ବଳ ମୁଖ୍ୟଙ୍କୁ ଦ୍ୱିତୀୟ ଦିନରେ…

କନକ ବ୍ୟୁରୋ : ଗୋଟିଏ ପଟେ ଗଣମାଧ୍ୟମର କଣ୍ଠରୋଧ କରିବା ପାଇଁ ଛାୟା ସରକାର ନୂଆ ନୂଆ ଚାଲ ଚଳାଇଛନ୍ତି । ମିଛ ଓ ପ୍ରାୟୋଜିତ ଅଭିଯୋଗ ଯୋଗାଡ କରିବାରେ ଲାଗିଛନ୍ତି । ଆଉ ସେହି ଅଭିଯୋଗକୁ ଆଧାର କରି ସାଧାରଣ ଜନତାଙ୍କ ସ୍ୱର ସାଜିଥିବା ସୌମ୍ୟ ରଞ୍ଜନଙ୍କ ସ୍ୱରକୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି…

ଦେଶରେ ଆଗୁଆ ହେବନି ନିର୍ବାଚନ । ନୂଆ ସଂସଦ ଭବନରେ ସଂକେତ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କିଛି ପଦ କଥା, ଆଗୁଆ ନିର୍ବାଚନ ନେଇ ହେଉଥିବା ଆକଳନ ଉପରେ ପାଣି ପକାଇ ଦେଇଛି । ଏବେ ନିର୍ବାଚନକୁ ବହୁତ ସମୟ ବାକି ଅଛି କହି, ମୋଦି ହୁଏତ ଇସାରା ଇସାରାରେ ରାଜନୈତିକ ଦଳ ଗୁଡ଼ିକୁ ସଂକେତ ଦେଇଛନ୍ତି ଯେ, ଏବେ ନିର୍ବାଚନ ହେବାର ନାହିଁ ।…

ଦେଶରେ ବଢ଼ିବ ନାରୀ ନେତ୍ରୀଙ୍କ ସଂଖ୍ୟା । ନିର୍ବାଚିତ ହେବେ ଅଧିକ ବିଧାୟିକା ଓ ମହିଳା ସାଂସଦ, ଲୋକ ସଭାରେ ମହିଳା…

କନକ ବ୍ୟୁରୋ : ଏଣିକି ଦେଶରେ ନାରୀ ନେତ୍ରୀଙ୍କ ସଂଖ୍ୟା ବଢିବ । ଅଧିକ ସଂଖ୍ୟାରେ ବିଧାୟିକା ଓ ମହିଳା ସାଂସଦ ନିର୍ବାଚିତ ହୋଇ ଆସିବେ । କାରଣ ଏହି ଦିଗରେ ଐତିହାସିକ ପଦକ୍ଷେପ ନେଇଛନ୍ତି ମୋଦୀ ସରକାର    । ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ…

ଜାତୀୟ ସ୍ତରୀୟ ଜିମନାଷ୍ଟିକ ଖେଳାଳିଙ୍କୁ ଅଣଦେଖା । ଆଇପିଙ୍କ ଦସ୍ତଖତ ନଦେବାରୁ ବଂଚିତ ହେଲେ ଖେଳାଳୀ

କନକ ବ୍ୟୁରୋ : ଜାତୀୟ ସ୍ତରୀୟ ଜିମନାଷ୍ଟିକ ଖେଳାଳିଙ୍କୁ ଅଣଦେଖା । ଆଇପିଙ୍କ ଦସ୍ତଖତ ନଦେବାରୁ ବଂଚିତ ହେଲେ ଖେଳାଳି । ଏଭଳି ଅଭିଯୋଗ ଆଣିଛନ୍ତି ଜିମନାଷ୍ଟିକ ରିିତିକା ଦାସଙ୍କ ମାଆ ମିରାରାଣୀ ଦାସ । ରିତିକା ହେଉଛନ୍ତି ୨୦୨୧-୨୨ ମସିହାରେ ଜିମନାଷ୍ଟିକରେ ରାଜ୍ୟ ଚାମ୍ପିୟନ । ଏମିତିକି ୬ ଥର…