Daily Archives

September 16, 2023

ପୁଣି ଅଶାନ୍ତ ଘାଟି । କାଶ୍ମୀର ଅନନ୍ତନାଗରେ ୫ ଦିନ ଧରି ଜାରି ରହିଛି ଆତକଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଭିତରେ ଗୁଳି…

କନକ ବ୍ୟୁରୋ : ଅନନ୍ତନାଗରେ ଗତ ୫ ଦିନ ଧରି ଜାରି ରହିଛି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଭିତରେ ଗୁଳିବିନିମୟ । ଉଚ୍ଚ ପାହାଡିଆ ଜଙ୍ଗଲ ଭିତରେ ଲୁଚି ରହିଥିବା ୩ରୁ ୪ ଜଣ ଟିଆରଏଫ ଆତଙ୍କବାଦୀ ଗତ ମଙ୍ଗଳବାର ଠାରୁ ଉତ୍ପାତ ଚଳାଇଛନ୍ତି । ଆଉ ସେମାନଙ୍କୁ ନିପାତ କରିବାକୁ ଯାଇ ୪ ଯବାନ ସହିଦ ବି…

ସବୁ ଧାନ କିଣିବେ ସରକାର? ବିଜେପିର ପ୍ରଶ୍ନ, କେଉଁଠି ରଖିବ ଧାନ? 

କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟରେ ଗତକାଲି ୧୯ଟି, ପ୍ରସ୍ତାବ ଉପରେ ମୋହର ବାଜିଥିଲା । ଆଉ ରାଜ୍ୟ ସରକାର ସୁନେଲୀ ସ୍ୱପ୍ନ ଦେଖାଇଥିଲେ । ଗାଁରୁ ସହରକୁ ବସ ଚଳାଚଳ ପାଇଁ ଲକ୍ଷ୍ମୀ ଯୋଜନା ଉପରେ ମୋହର ମାରିବା ସହ ଚଳିତ ବର୍ଷ ୭୯ଲକ୍ଷ ଟନ୍ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି । କିନ୍ତୁ…

ନିଲାମ ହେବ ବଡ଼ମ୍ବା ଚିନିକଳ: ସରକାରଙ୍କ ଆଭିମୁଖ୍ୟ ଉପରେ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ: ଗୋଟିଏ ପଟେ ସରକାର ରାଜ୍ୟକୁ କୋଟି କୋଟି ଟଙ୍କା ପୁଞ୍ଜି ନିବେଶ ଆସୁଥିବା ଦାବି କରୁଛନ୍ତି । କିନ୍ତୁ ଅନ୍ୟପଟେ ରାଜ୍ୟରେ ଥିବା ଗୋଟିଏ ପରେ ଗୋଟିଏ କୃଷି ଭିତିକ ଶିଳ୍ପ ବନ୍ଦ ହେବାକୁ ଯାଉଛି । ଏହି କ୍ରମରେ ବନ୍ଦ ହେବାକୁ ଯାଉଛି ବଡମ୍ବା ଚୀନି କଳ । ଆସନ୍ତାମାସ ୧୩ତାରିଖରେ…

ଚର୍ଚ୍ଚାରେ ଇରାନୀ-ରାଜନେତାଙ୍କ ଲିଙ୍କ! କିଏ ସେହି ନେତା, କିଏ ସେ ମନ୍ତ୍ରୀ?      

କନକ ବ୍ୟୁରୋ: ମାୟାବିନୀ ଇରାନୀ ପାତ୍ରର ଖୋଲିବ ଗୁମର । ସ୍ୱାମୀ ନିଶିକାନ୍ତ ପାତ୍ରକୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ପୋଲିସ ଆବେଦନ କରିବା ପରେ ଏମିତି ଚର୍ଚ୍ଚା ଜୋର ହୋଇଛି । କୁହାଯାଉଛି,ସ୍ୱାମୀଙ୍କ ପରେ ଇରାନୀଙ୍କ ପାଳି ପଡିପାରେ  । ହନିଟ୍ରାପରେ ଫସାଇ ସେ କେମିତି ବ୍ଲାକମେଲ…

ବଲାଙ୍ଗୀରରେ ଉଦଘାଟନ-ଶିଳାନ୍ୟାସକୁ ନେଇ ରାଜନୀତି: ନରସିଂହ-କଳିକେଶ ମୁହାଁମୁହିଁ

କନକ ବ୍ୟୁରୋ: ନିର୍ବାଚନ ରୁତୁ ଆସିଲେ ବିଭିନ୍ନ ଯୋଜନାର ଶିଳାନ୍ୟାସ ହୋଇଥାଏ । ସରିଥିବା କାର୍ଯ୍ୟର ଉଦଘାଟନ ହୋଇଥାଏ । ସେମିତି ଏବେ ବଲାଙ୍ଗୀରରେ ଜୋରସୋରରେ ଚାଲିଛି ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ । କିନ୍ତୁ ଏହି କାର୍ଯ୍ୟକ୍ରମକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଧାୟକ ନରସିଂହ ମିଶ୍ର ଓ…

ହାଇଦ୍ରାବାଦରେ କଂଗ୍ରେସ ମେଳି । ଆଜିଠୁ ବସିଲା ଦୁଇ ଦିନିଆ ସିଡବ୍ଲୁସି ବୈଠକ, କଂଗ୍ରେସକୁ ବିଆରଏସର ବିରୋଧ

କନକ ବ୍ୟୁରୋ : ଦିଲ୍ଲୀରୁ ହାଇଦ୍ରାବାଦକୁ ଛୁଟିଛନ୍ତି କଂଗ୍ରେସର ହେଭିୱେଟ ନେତା । କାରଣ ଆଜିଠୁ ଏଠାରେ ଦୁଇ ଦିନିଆର ସିଡବ୍ଲୁସି ବୈଠକ ଆରମ୍ଭ ହୋଇଛି । କଂଗ୍ରେସର ଅଧ୍ୟକ୍ଷ ହେବା ପରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ପ୍ରଥମ ଥର ପାଇଁ ବସିଛି ବୈଠକ । ତେଲେଙ୍ଗାନା ବିଧାନସଭା ନିର୍ବାଚନ…