Daily Archives

September 4, 2023

ରାହୁଲ-ପ୍ରିୟଙ୍କାଙ୍କୁ ନେଇ ବିଜେପିର ବଡ ଦାବି । ବିଜେପି କହିଲା ରାହୁଲ-ପ୍ରିୟଙ୍କାଙ୍କ ମଧ୍ୟରେ ସବୁ କିଛି ଠିକ ନାହିଁ…

କନକ ବ୍ୟୁରୋ: ବଂଶବାଦଠୁ ଆରମ୍ଭ କରି ପାରିବାରିକ ବିବାଦକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ କଂଗ୍ରେସ । ଏହା ଭିତରେ ପରମ ପ୍ରତିଦ୍ୱନ୍ଦୀ ବିଜେପି ଏକ ଭିଡିଓ ଜାରି କରି ନୂଆ ଦାବି କରିଛି । ଦଳ କହିଛି କଂଗ୍ରେସର ଦୁଇ ମୁଖ୍ୟ ଚେହେରା ତଥା ଭାଇଭଉଣୀ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ…

ଏସିଆ କପ: ୨୩୦ ରନରେ ନେପାଳ ଅଲଆଉଟ, ଭାରତ ଆଗରେ ୨୩୧ ଟାର୍ଗେଟ

କନକ ବ୍ୟୁରୋ: ଆଜିର ଏସିଆ କପ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନେପାଳ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନେପାଳ ମାତ୍ର ୨୩୦ ରନରେ ଅଲ ଆଉଟ ହୋଇଯାଇଛି । ଏହି ମ୍ୟାଚରେ ଭାରତୀୟ ବୋଲରମାନେ ଦମଦାର ପ୍ରଦର୍ଶନ କରିଛନ୍ତି । ମହମ୍ମଦ ସିରାଜ ଓ ରବିନ୍ଦ୍ର ଜାଡେଜା ୩ଟି ଲେଖାଏଁ ୱିକେଟ…

କରୋନା କାଳରେ ମାଲାମାଲ ରାଜନୈତିକ ଦଳ । ଏଡିଆର୍ ରିପୋର୍ଟ ଅନୁସାରେ, ୨୦୨୧-୨୨ରେ ୮ ଦଳର ସମ୍ପତିର ମୂଲ୍ୟ ବଢି ହୋଇଛି…

କନକ ବ୍ୟୁରୋ: କରୋନା କାଳରେ ମାଲାମାଲ ରାଜନୈତିକ ଦଳ । ଏହି ଅବଧି ଭିତରେ ଦେଶର ୮ ପ୍ରମୁଖ ରାଜନୈତିକ ଦଳର ସମ୍ପତି ବହୁମାତ୍ରାରେ ବୃଦ୍ଧି ପାଇଛି । ୨୦୨୧-୨୨ରେ ଏସବୁ ଦଳର ସମ୍ପତି ୮ହଜାର ୮୨୯ କୋଟି ଟଙ୍କାରେ ପହଞ୍ଚିଛି । ଅର୍ଥାତ୍ ୨୦୨୦-୨୧ ବର୍ଷ ତୁଳନାରେ ଦଳଗୁଡ଼ିକର ସମ୍ପତି ୨୧ ପ୍ରତିଶତ…

ଉଦୟନିଧିଙ୍କ ବୟାନକୁ ହିନ୍ଦୁ ସଂଗଠନର ଘୋର ବିରୋଧ । ଜଗତଗୁରୁ ପରମହଂସ ଆଚାର୍ଯ୍ୟ କହିଲେ ଉଦୟନିଧିଙ୍କ ମୁଣ୍ଡ କାଟ କଲେ…

କନକ ବ୍ୟୁରୋ: ସନାତନ ଧର୍ମକୁ ନେଇ ଟିପ୍ପଣୀ ଦେଇ ବିବାଦରେ ଫସିଥିବା ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କୁ ମିଳିଛି ହତ୍ୟା ଧମକ । ହତ୍ୟା ଧମକ ଦେଇଛନ୍ତି ଜଗତଗୁରୁ ପରମହଂସ ଆଚାର୍ଯ୍ୟ । ଉଦୟନିଧିଙ୍କ ବୟାନକୁ ପରମହଂସ ଆଚାର୍ଯ୍ୟ ଘୋର ବିରୋଧ କରିବା ସହ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ…

ନିଆଁ ଲଗାଇଲା ସନାତନ ଧର୍ମକୁ ନେଇ ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ବୟାନ: ଦେଶବ୍ୟାପୀ ବିରୋଧ ଓ ପ୍ରତିବାଦ

କନକ ବ୍ୟୁରୋ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ଙ୍କ ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ପରେ ସାରା ଦେଶରେ ଏହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି । ଉଦୟନିଧିଙ୍କ ବୟାନ କେବଳ ଜଣଙ୍କର ନୁହେଁ ବରଂ ଡିଏମ୍କେ ଏବଂ ଇଣ୍ଡିଆ ମେଂଟର ଆଭିମୁଖ୍ୟ ବୋଲି ଗ୍ରହଣ…

ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମ ବିରୋଧୀ ବୟାନକୁ ନେଇ ସରଗରମ ରାଜନୀତି । କଂଗ୍ରେସ ଓ ଡିଏମକେ ଉପରେ ବର୍ଷିଲା ବିଜେପି…

କନକ ବ୍ୟୁରୋ: ମୁମ୍ବାଇରେ ବିରୋଧୀ ମହାମେଣ୍ଟର ବୈଠକର କିଛି ଘଣ୍ଟା ପରେ ‘ଇଣ୍ଡିଆ’ର ମେଣ୍ଟର ସହଯୋଗୀ ଏମକେ ଷ୍ଟାଲିନଙ୍କ ପୁଅ ଏଭଳି ଏକ ପ୍ରସଙ୍ଗ ଛିଡ଼ା କରିଦେଇଛନ୍ତି, ଯାହାକୁ ନେଇ ବଡ଼ ବିବାଦ ଦେଖା ଦେଇଛି । ସେ କହିଛନ୍ତି, କିଛି ଜିନିଷକୁ କେବଳ ବିରୋଧ କଲେ ହେବ ନାହିଁ ବରଂ ଏହାକୁ ମୂଳପୋଛ…