Daily Archives

September 2, 2023

କଂଗ୍ରେସ ଓ ବିଜେପିର ଛକାପ ଞ୍ଝା । ମଂଚରୁ ପରସ୍ପରକୁ ଟାର୍ଗେଟ କଲେ ଅମିତ ଶାହା ଓ ରାହୁଲ ଗାନ୍ଧୀ

କନକ ବ୍ୟୁରୋ : ଛତିଶଗଡରେ ବିଜେପି ବନାମ କଂଗ୍ରେସ । ଉଭୟ ଦଳର ହେଭିୱେଟ ନେତା ଶନିବାର ଛତିଶଗଡର ରାୟପୁରରେ ପହଁଚି ବିଭିନ୍ନ ଯୋଜନା ଘୋଷଣା କରିବା ସହ ଜନସଭାକୁ ସମ୍ବୋଧିତ କରିଛନ୍ତି । ଛତିଶଗଡ କଂଗ୍ରେସ ସରକାର ରାଜ୍ୟର କୌଣସି ବିକାଶମୂଳକ କାର୍ଯ୍ୟ କରିନଥିବା କହି ଅମିତ ଶାହା ବର୍ଷିଛନ୍ତି ।…

ଇଣ୍ଡିଆମେଂଟ ବୈଠକର ଦିନକ ପରେ ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ । କହିଲେ ସେପ୍ଟେମ୍ବର ଶେଷ ସୁଦ୍ଧା ଦଳଗୁଡିଙ୍କ…

କନକ ବ୍ୟୁରୋ : ଇଣ୍ଡିଆ ମେଂଟର ମୁମ୍ବାଇ ବୈଠକର ଠିକ ଗୋଟିଏ ଦିନ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ବଡ ବୟାନ ଦେଇଛନ୍ତି । ଅକ୍ଟୋବର ୨ ତାରିଖରୁ ସାରା ଦେଶରେ ଜାତୀୟ ସ୍ତରରେ କାର୍ଯ୍ୟକ୍ରମ ହେବ ବୋଲି ସୂଚନା ଦେଇଛନ୍ତି ନୀତିଶ କୁମାର । ଏଥିସହ ଆସନ ଭାଗବଂଟା ସମ୍ବନ୍ଧରେ ନୀତିଶ…

ଚନ୍ଦ୍ରପୃଷ୍ଠରୁ ଆସିଲା ନୂଆ ଫଟୋ । ପ୍ରଜ୍ଞାନର ଗତିପଥ ନେଇ ତଥ୍ୟ ଦେଲା ଇସ୍ରୋ

କନକ ବ୍ୟୁରୋ : ଚନ୍ଦ୍ରପୃଷ୍ଠରୁ ଆସିଲା ନୂଆ ଫଟୋ । ଚନ୍ଦ୍ରପୃଷ୍ଠରେ ରୋଭର ପ୍ରଜ୍ଞାନର ଗତିପଥ ନେଇ ତଥ୍ୟ ଦେଇଛି ଇସ୍ରୋ । ଜହ୍ନ କୋଳରେ ପାଖାପାଖି ଶହେ ମିଟର ବୁଲିସାରିଲାଣି ରୋଭର ପ୍ରଜ୍ଞାନ । ଏବେବି ଜାରି ରହିଛି ତଥ୍ୟ ସଂଗ୍ରହ । ଏନେଇ ଟ୍ୱିଟ କରି ସୂଚନା ଦେଇଛି ଇସ୍ରୋ । ଭାରତୀୟ ମହାକାଶ…

ଆରପାରିରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ର । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଦିଗପହଣ୍ଡି ବିଧାୟକ ।

କନକ ବ୍ୟୁରୋ: ଆରପାରିରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଶନିବାର ସନ୍ଧ୍ୟାରେ ୭୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । #ଆଉନାହାଁନ୍ତି_ସୂର୍ଯ୍ୟ_ନାରାୟଣ_ପାତ୍ର ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ…

ଆଦିତ୍ୟ ଏଲ ୱାନର ସଫଳ ଲଂଚ ପଛରେ ଭାବବିହ୍ୱଳ ହେଲେ ପ୍ରୋଜେକ୍ଟ ଡାଇରେକ୍ଟର ନିଗାର ସାଜି । କହିଲେ, ଦୀର୍ଘଦିନ ସ୍ୱପ୍ନ…

କନକ ବ୍ୟୁରୋ : ସଫଳତାର କଥା କହୁ କହୁ କଣ୍ଠ ବାଷ୍ପରୁଦ୍ଧ ହୋଇଯାଇଛି । ଖୁସି ଓ ସଫଳତା ଯେବେ ଏକାଠି ଆସେ ସେହି ସମୟର ଦୃଶ୍ୟ ଦେଖିଲେ ଆଖିରେ ଲୁହ ଆସିଥାଏ । ଦୀର୍ଘଦିନର ପରିଶ୍ରମ ଯେବେ ସଫଳତାର ରାସ୍ତାର ଚାଲିବା ଆରମ୍ଭ କରେ ସେହି ସମୟରେ ଆଖି ଭିଜିଯାଏ, କଣ୍ଠ ବାଷ୍ପରୁଦ୍ଧ ହୋଇଯାଏ ।…

ଆଉ ଏକ ଇତିହାସ ରଚିଲା ଇସ୍ରୋ । ଆଦିତ୍ୟ ଏଲ-୧ର ସଫଳ ଉତକ୍ଷେପଣ

କନକ ବ୍ୟୁରୋ :  ଚନ୍ଦ୍ରଯାନର ସଫଳତାର ଉତ୍ସାହ ଏଯାଏଁ ଯାଇନି । ଏହାଭିତରେ ଆଉ ଏକ ଖୁସିର କାରଣ ଦେଶବାସୀଙ୍କୁ ଦେଇଛି ଇସ୍ରୋ । ସୂର୍ଯ୍ୟ ମିଶନ ପାଇଁ ସ୍ୱତନ୍ତ୍ର ଯାନର ସଫଳ ଉତକ୍ଷେପଣ କରାଯାଇଛି । ଆଦିତ୍ୟ-ଏଲ-ୱାନ ଯାନର ସଫଳ ଉତକ୍ଷେପଣ ପରେ ଆଗକୁ ଆଗକୁ ବଢ଼ିଚାଲିଛି । ଶ୍ରୀହରିକୋଟାର ସତୀଶ…