Daily Archives

July 17, 2023

ମାର୍କେଟ ବିଲ୍ଡିଂକୁ ଅଡୁଆ ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀ ବିବାଦ: ସମାଧାନ ପାଇଁ ଅଧିକ ସମୟ ମାଗିଲେ ବିଏମ୍ସି କମିଶନର

କନକ ବ୍ୟୁରୋ: ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରହିବ ମାର୍କେଟ୍ ବିଲ୍ଡିଂ । ଏ ପ୍ରସଙ୍ଗରେ ମାର୍କେଟ୍ ବିଲ୍ଡିଂ ବ୍ୟବସାୟୀ ସଂଘ ସହ କୌଣସି ଆଲୋଚନା କଲେ ନାହିଁ ବିଏମ୍୍ସି । ଯାହାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମାର୍କେଟ୍ ବିଲ୍ଡିଂ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଥିବା ମାର୍କେଟ୍…

ସୀମା-ସଚିନଙ୍କ ପ୍ରେମକାହାଣୀରେ ନୂଆମୋଡ଼। ସନ୍ଦେହ ପରେ ସୀମାଙ୍କୁ ଏଟିଏସର ଜେରା

କନକ ବ୍ୟୁରୋ: ସୀମା ହାଇଦର । ଏହି ପାକିସ୍ତାନୀ ମହିଳା ଆଜିକାଲି କେବଳ ବେଶ ଚର୍ଚ୍ଚାରେ ଅଛନ୍ତି । ଯେବେଠୁ ନିଜ ପ୍ରେମ ପାଇଁ ପାକିସ୍ତାନ ଛାଡି ଭାରତ ଆସିଥିବା କଥାର ଖୁଲ୍ଲାସା ହୋଇଛି ସେବେଠୁ ସୀମା ଓ ସଚିନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ପାକିସ୍ତାନ ଓ ଭାରତର ତିକ୍ତତାପୂର୍ଣ୍ଣ…

୨୦୨୪ରେ ମୋଦୀଙ୍କୁ ମାତ୍ ଦେବା ପାଇଁ ବିରୋଧୀଙ୍କ ଅଙ୍କ କଷା। ଆଜିଠୁ ବେଙ୍ଗାଲୁରରେ ୨୬ ଦଳଙ୍କୁ ନେଇ ଦୁଇ ଦିନିଆ ବୈଠକ…

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଉଭୟ ଶାସକ ଓ ବିରୋଧୀଦଳ ଗୁଡିକ ନିଜ ନିଜର ରଣନୀତି ତ୍ୱରାନ୍ୱିତ କରିଛନ୍ତି । ସୋମବାରଠୁ ବେଙ୍ଗାଲୁରୁରେ ବିରୋଧୀଙ୍କ ଦୁଇଦିନିଆ ବୈଠକ ଆରମ୍ଭ ହୋଇଛି । ୨୦୨୪ ନିର୍ବାଚନ ପାଇଁ ଏହା ହେଉଛି ବିରୋଧୀଙ୍କ ଦ୍ୱିତୀୟ ମେଳି । ଦୁଇ ଦିନ ଧରି ହେବାକୁ ଥିବା…

ଭୁବନେଶ୍ୱର ୟୁନିଟ୍-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ମିଶ୍ରଣକୁ ଜୋରଦାର ବିରୋଧ: ଗେଟରେ ତାଲା ପକାଇ ଧାରଣାରେ ବସିଲେ…

କନକ ବ୍ୟୁରୋ: ୫୦ ବର୍ଷରୁ ଅଧିକ ସମୟ ଧରି ନାରୀ ଶିକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସୁଛି ଭୁବନେଶ୍ୱର ୟୁନିଟ୍ –୯ ଗାର୍ଲସ ହାଇସ୍କୁଲ । ହେଲେ ଏବେ ଏହାକୁ ୟୁନିଟ୍-୯ ବଏଜ୍ ହାଇସ୍କୁଲରେ ମିଶାଇ ଦେବାକୁ ସରକାର ନିଷ୍ପତି ନେଇଛନ୍ତି । ଆଉ ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରି…

ପାଠ ଯୁକ୍ତ ଦୁଇ, ହେଲେ ପରିଚୟ ଡାକ୍ତର: ବର୍ଷ ବର୍ଷ ଧରି ରୋଗୀଙ୍କୁ ଚୂନ ଲଗାଉଥିବା ନକଲି ଡାକ୍ତରଙ୍କୁ ଧରିଲା ପୋଲିସ

କନକ ବ୍ୟୁରୋ: ଧରାପଡିଲେ ନକଲି ଡାକ୍ତର । ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତାରେ ଜଣେ ନକଲି ଡାକ୍ତର ରୋଗୀ ଚିକିତ୍ସା କରୁଥିବା ଅଭିଯୋଗ ହୋଇଥିଲା । କେବଳ ସେତିକି ନୁହେଁ ନକଲୀ ଡାକ୍ତର ଜଣଙ୍କ ମୋଟା ଅଙ୍କରେ ଅର୍ଥ ରୋଜଗାର କରୁଥିବାର ବି ଅଭିଯୋଗ ହୋଇଥିଲା । ଆଉ ଏହି ନକଲି ଡାକ୍ତରଙ୍କୁ ଧରିବା…

ମୋଦୀ ବିରୋଧୀଙ୍କ ମିଶିଲା ମନ! ପାଟନା ପରେ ବେଙ୍ଗାଳୁରୁରେ ବୈଠକ, ସମଦୂରତା କଥା ଦୋହରାଇଲା ବିଜେଡି

କନକ ବ୍ୟୁରୋ: ୨୦୨୪ ନିର୍ବାଚନରେ ମୋଦୀଙ୍କୁ ଟକ୍କର ଦେବା ପାଇଁ ଏକାଠି ହୋଇଛନ୍ତି ବିରୋଧୀ । ପାଟନା ପରେ ବେଙ୍ଗଳୁରୁରେ ୨୪ ବିରୋଧୀ ଦଳଙ୍କୁ ଆୟୋଜିତ ହୋଇଛି ଦୁଇ ଦିନିଆ ବୈଠକ । ଏହି ବୈଠକର ନେତୃତ୍ୱ ନେଉଛି କଂଗ୍ରେସ । ସେପଟେ ବେଙ୍ଗାଳୁରୁରେ ମୋଦୀ ବିରୋଧୀଙ୍କ ମେଳିକୁ ଟକ୍କର ଦେବା ପାଇଁ,…