Daily Archives

July 15, 2023

ଆଗକୁ ବଢ଼ିଚାଲିଛି ଚନ୍ଦ୍ରଯାନ-୩: ପୃଥିବୀଠାରୁ ୪୨ ହଜାର କିଲୋମିଟର ଦୂରରେ କରୁଛି ପରିକ୍ରମା 

କନକ ବ୍ୟୁରୋ: ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ପରେ ସାରା ଦେଶରେ ଖୁସି ଓ ଉତ୍ସାହ ରହିଛି । ହେଲେ ଏବେ ସମସ୍ତିଙ୍କ ନଜର ଅଟକିଛି ଏହାର ଯାତ୍ରା ଉପରେ । ୪୨ ଦିନର ଯାତ୍ରା ପରେ ଚନ୍ଦ୍ରଯାନ-୩ ଏହାର ଗନ୍ତବ୍ୟସ୍ଥଳରେ ପହଂଚିବ । ଅଗଷ୍ଟ ୨୩ ତାରିଖ ସଂଧ୍ୟା ୫ ଟା ୪୭ ମିନିଟରେ ଚନ୍ଦ୍ରପୃଷ୍ଠରେ ଏହା…

ଯମୁନାର ଜଳସ୍ତର କମୁଛି, ହେଲେ ଏବେବି ଦିଲ୍ଲୀ ବନ୍ୟା ସ୍ଥିତି ସଙ୍ଗୀନ: ୨୬ ହଜାର ଲୋକଙ୍କୁ କରାଗଲାଣି ସ୍ଥାନାନ୍ତର

କନକ ବ୍ୟୁରୋ: ଦିଲ୍ଲୀରେ ବନ୍ୟା ସ୍ଥିତି ଏବେବି ସଙ୍ଗୀନ ରହିଛି । ଯମୁନା ନଦୀର ଜଳସ୍ତର କମିଚାଲିଛି, ହେଲେ ଏବେବି ଦେଶର ରାଜଧାନୀର ବହୁ ଅଂଚଳ ଜଳବନ୍ଦୀ ରହିଛି । ୨୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ୪୦ରୁ ଅଧିକ କ୍ୟାମ୍ପ କରାଯାଇଛି । ଦିଲ୍ଲୀର ବନ୍ୟା ସ୍ଥିତି ଏବେବି…

ବୟସ ଲୁଚାଇବା ପାଇଁ ଅସ୍ତ୍ରୋପଚାର । ରୁପ ବଦଳାଉଛି କସ୍ମେଟିକ୍ ସର୍ଜରୀ

କନକ ବ୍ୟୁରୋ : ଅନେକ ଅଭିନେତା, ଅଭିନେତ୍ରୀ ଅଧିକ ଆକର୍ଷଣୀୟ ଦେଖାଯିବା ପାଇଁ ନିଜ ଚେହେରାରେ ପରିବର୍ତନ କରୁଛନ୍ତି । ଏକଥା ତ ସଭିଏଁ ଜାଣନ୍ତି । କିନ୍ତୁ ଏବେ ଅଧିକ ସୁନ୍ଦର ଦେଖିଯିବା ପାଇଁ ପ୍ଲାଷ୍ଟିକ ସର୍ଜରୀ ଯୁବପୀଢିଙ୍କ ପସନ୍ଦ ପାଲଟିଛି । ସୁନ୍ଦର ହେବା ପାଇଁ କିଏ ନାକର ଅସ୍ତ୍ରୋପଚାର…

ପୃଥିବୀ ଠାରୁ ଦୂରେଇ ଯାଉଛି ଚନ୍ଦ୍ରଯାନ-୩ । ଚନ୍ଦ୍ରରେ ଓହ୍ଲାଇବାକୁ ଆଉ ପ୍ରାୟ ୪୦ ଦିନ !

କନକ ବ୍ୟୁରୋ : ଭାରତର ବହୁ ପ୍ରତିକ୍ଷିତ ‘ଚନ୍ଦ୍ରଯାନ-୩’ ସଫଳତାର ସହ ଉତ୍କ୍ଷେପଣ ପରେ ଏବେ ସଫ୍ଟ ଲ୍ୟାଣ୍ଡିଂକୁ ଅପେକ୍ଷା । ଦିନ ଯେତିକି ଗଡୁଛି ଉକ୍ରଣ୍ଠା ସେତିକି ବଢିବାରେ ଲାଗିଛି । ପୃଥିବୀର କକ୍ଷ ପଥରେ ଘୁରି ବୁଲୁଥିବା ଚନ୍ଦ୍ରଯାନ-୩କୁ ଅହରହ ନୀରିକ୍ଷଣ କରୁଛି ଭାରତୀୟ ମହାକାଶ ଗବେଷଣା…

ସମ୍ବଲପୁର ଗସ୍ତରେ ୫-ଟି ସଚିବ । ବିଜେପିର ଜୋରଦାର ବିରୋଧ

କନକ ବ୍ୟୁରୋ : ବହୁ ବିବାଦ ସତ୍ୱେ ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଯାଇଛନ୍ତି ୫-ଟି ସଚିବ, ଭି.କେ ପାଣ୍ଡିଆନ୍ । ଗସ୍ତର ପ୍ରଥମ ଦିନରେ କୁଚିଣ୍ଡା, ଖିଣ୍ଡା, ରେଂଗାଲୀ ଓ ସମ୍ବଲପୁର ସହରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଲୋକଙ୍କ ସମସ୍ୟା ସମ୍ପର୍କରେ ବୁଝିବା ସହ ଅଭିଯୋଗ…

ସାଧାରଣ ବର୍ଷାରେ ରାଜଧାନୀରେ ଲହଡି ଭାଙ୍ଗୁଛି ବର୍ଷା ପାଣି, ଦିଲ୍ଲୀ ଉଦାହରଣ ଦେଇ ଅଜବ ଯୁକ୍ତି ବାଢିଲେ ବିଏମସି ମେୟର

କନକ ବ୍ୟୁରୋ : ସାମାନ୍ୟ ବର୍ଷାରେ ବେହାଲ ହୋଇଛି ରାଜଧାନୀ । ସକାଳୁ ରାଜଧାନୀରେ ପ୍ରବଳ ବର୍ଷାରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଲା । ପାଣି ଠିକ ଭାବେ ନ ଯିବା ସହ ଜବରଦଖଲ ଯୋଗୁଁ ବର୍ଷା ହେଲେ ପାଣି ଜମି ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଏମସି ଇଂଜିନିୟର ଆସି ସ୍ଥିତି ବି…