Daily Archives

July 12, 2023

ମହଙ୍ଗା ଟମାଟୋ ମାଡ଼ରୁ ମିଳିବ ଆଶ୍ୱସ୍ତି । ଜୁଲାଇ ୧୪ରୁ ଦିଲ୍ଲୀ-ଏନସିଆରରେ ଉପଭୋକ୍ତାଙ୍କୁ ସୁଲଭ ଦରରେ ମିଳିବ ଟମାଟୋ 

କନକ ବ୍ୟୁରୋ: ଦେଶରେ ଟମାଟୋ ଦରରେ ନିୟନ୍ତ୍ରଣ ଆଣିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଉଠାଇଛନ୍ତି । କେନ୍ଦ୍ର ସରକାର ନେଫେଡ ଓ ଏନସିସିଏଫକୁ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରୁ ଟମାଟୋ କିଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର…

ପରିବା ପରେ ଚାଉଳ ଚିନ୍ତା: ବଢିବାରେ ଲାଗିଛି ଚାଉଳ ଦର, ଚିନ୍ତାରେ ମଧ୍ୟବିତ୍ତ ପରିବାର

କନକ ବ୍ୟୁରୋ: କେବଳ ପରିବା ବଜାର ନୁହେଁ ଚାଉଳ ଦୋକାନ ଯିବାକୁ ଭୟ କଲେଣି ଗ୍ରାହକ । ମାତ୍ର କିଛି ଦିନ ଭିତରେ ଚାଉଳ ଦର ଉପର ମୁହାଁ ହେବାରେ ଲାଗିଛି । ଉଭୟ ଉଷୁନା ଓ ଅରୁଆ ଚାଉଳ ଦାମ ବଢିଚାଲିଛି । କ୍ୱିଂଟାଲ ପିଛା ଚାଉଳ ଦର ୭ଶହରୁ ଅଧିକ ଟଙ୍କା ଯାଏଁ ବୃଦ୍ଧି ପାଇଛି । କିଲୋ ପିଛା ୫…

ଉତ୍ତର ଭାରତରେ ଜଳପ୍ରଳୟ । ବର୍ଷା, ବନ୍ୟା, ଭୂସ୍ଖଳନରେ ଗଲାଣି ଶହେରୁ ଅଧିକ ଜୀବନ । ଦିଲ୍ଲୀରେ ୪୫ବର୍ଷର ରେକର୍ଡ…

କନକ ବ୍ୟୁରୋ: ଜଳପ୍ରଳୟରେ ତ୍ରାହି ତ୍ରାହି ଡାକୁଛି ଉତ୍ତର ଭାରତ । ଲଗାଣ ବର୍ଷା, ବନ୍ୟା ଓ ଭୂସ୍ଖଳନରେ ଯାଉଛି ଧନଜୀବନ । ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ଜମ୍ମୁକଶ୍ମୀର ପରି ପାହାଡିଆ ରାଜ୍ୟ ସହ ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ଆସାମ ଓ ପଞ୍ଜାବରେ ବେହାଲ ହୋଇଛି ସ୍ଥିତି । ଏବେ ସୁଦ୍ଧାର ୯୦ରୁ…

ଆତଙ୍କ ଖେଳାଇଲାଣି ଆଖିଧରା ରୋଗ: ବଜାରରେ ମିଳୁନି ଆଇଡ୍ରପ ଓ ଔଷଧ

କନକ ବ୍ୟୁରୋ: ଗାଁରୁ ସହର ଯାଏଁ ଏବେ ଚାରିଆଡେ ବ୍ୟାପୁଛି ଆଖିଧରା ରୋଗ । ପ୍ରଥମେ ବିନ୍ଧାଟଣା, ତା ପରେ ଆଖିରୁ ପାଣି ବାହାରୁଛି, ଆଉ ରାତି ପାହିଲାବେଳକୁ ଆଖିଧରା ରୋଗ । ସ୍କୁଲ ଛାତ୍ରଛାତ୍ରୀଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ଆଖିଧରା ରୋଗରେ ପୀଡିତ ହୋଇଛନ୍ତି । ଆଉ ଆଖିଧରା ରୋଗ…

କମୁନି ରାହୁଲ ଗାନ୍ଧୀଙ୍କ ଅଡୁଆ । ସୁପ୍ରିମକୋର୍ଟରେ କ୍ୟାଭିଏଟ୍ ଦାଖଲ କଲେ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ।

କନକ ବ୍ୟୁରୋ: ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କ ଅଡ଼ୁଆ କମିବାର ନାଁ ନେଉନାହିଁ । ଏହି ମାମଲାରେ ଏବେ ସୁପ୍ରିମ କୋର୍ଟରେ କ୍ୟାଭିଏଟ୍ ଦାଖଲ କରିଛନ୍ତି ଗୁଜରାଟର ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ । କୌଣସି ପକ୍ଷକୁ ନଶୁଣିବା ଯାଏଁ କୌଣସି ନିର୍ଦ୍ଦେଶାନାମା ଜାରି ନକରିବାକୁ…

ଆରମ୍ଭ ହେଲା ଟାଟା ପାୱାର କାର୍ଯ୍ୟର ସମୀକ୍ଷା: ଭିତ୍ତିଭୂମି ପାଇଁ ଖର୍ଚ୍ଚର ଅଡିଟ୍ କରିବ ଓଇଆରସି

କନକ ବ୍ୟୁରୋ: ରାଜ୍ୟରେ ବିଦ୍ୟୁତ ସେବା ଯୋଗାଣ କ୍ଷେତ୍ରରେ ଅବ୍ୟବସ୍ଥାର ଏକାଧିକ ଚିତ୍ର ସାମ୍ନାକୁ ଆସିବା ପରେ, ଆରମ୍ଭ ହୋଇଛି ଟାଟା ପାୱାର କାର୍ଯ୍ୟର ସମୀକ୍ଷା । ଭିତିଭୂମି ସଜାଡିବା ପାଇଁ, ଯେଉଁ ଟଙ୍କା ଖର୍ଚ୍ଚ ହୋଇଛି, ଏକ ତୃତୀୟ ପକ୍ଷ ଦ୍ୱାରା ତାର ଅଡିଟ୍ କରିବେ ଓଡିଶା ବିଦ୍ୟୁତ ନିୟାମକ…