Daily Archives

June 11, 2023

ରୋଜଗାର ଦେଉଛି ବନଜାତ ଦ୍ରବ୍ୟ । ‘ତେନ୍ତୁଳି କେକ୍’ ପ୍ରସ୍ତୁତ କରି ଆତ୍ମନିର୍ଭର ହେଉଛନ୍ତି ରାୟଗଡା ବିଷମକଟକ ଅଞ୍ଚଳର…

କନକ ବ୍ୟୁରୋ : ଦିନ ଥିଲା ମହିଳା ମାନେ ଆଗକୁ ଯାଇ ପାରୁ ନଥିଲେ । ସବୁ କ୍ଷେତ୍ରରେ ପୁରୁଷଙ୍କ ସହାୟତା ଲୋଡୁଥିଲେ । ମାତ୍ର ବର୍ତମାନ ସ୍ଥିତି ବଦଳି ଯାଇଛି । ମହିଳା ମାନେ ନିଜେ ସ୍ୱାବଲମ୍ବୀ ହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି । ଏହା ଦ୍ୱାରା ସେମାନଙ୍କ ସାମାଜିକ ଚଳଣି ଓ ଆର୍ଥିକ …

ମନରୁ ଲିଭୁନି ସେହି କାଳରାତିର କରାଳ ରୂପ: କିଏ ସ୍ୱାମୀକୁ ଝୁରୁଛି ତ କିଏ ପୁଅକୁ ହରାଇ ଗୁମୁରି କାନ୍ଦୁଛି

କନକ ବ୍ୟୁରୋ: କାଲି ଭଳି ଲାଗୁଛି । ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ଆଜି ୧୦ ଦିନ ପୁରିଛି । ହେଲେ ଏବେ ବି ତାଜା ହୋଇ ରହିଛି ସେଦିନର ସେଇ କଳା କାହାଣୀ । କିଏ ସ୍ୱାମୀଙ୍କୁ ହରାଇଛି, ତ ଆଉ କିଏ ବାପାଙ୍କୁ ହରାଇଛନ୍ତି । ଆଉ ଆଜି ଶୋକାକୂଳ ପରିବେଶ ଭିତରେ ଆତ୍ମୀୟଙ୍କୁ ହରାଇଥିବା ପରିବାର…

ମାଟିରେ ସାମଗ୍ରୀ ପ୍ରସ୍ତୁତ କରି ଗୁଜରାଣ ମେଣ୍ଟାଉଛନ୍ତି ୧୦୦ ରୁ ଅଧିକ କୁମ୍ଭକାର ପାରିବାର, କଞ୍ଚାମାଲର ଅଭାବ ନେଇ…

କନକ ବ୍ୟୁରୋ : କେନ୍ଦ୍ରାପଡ଼ା ମାର୍ଶାଘାଇ ବଜାରରେ ଥିବା କୁମ୍ଭାର ସାହିରେ ରହୁନ୍ତି ଶହେରୁ ଉର୍ଦ୍ଧ କୁମ୍ଭକାର । ପିଢ଼ି ପରେ ପିଢ଼ି ମାଟିରେ ବିଭିନ୍ନ ପ୍ରକାରର ଘର କରଣା ସାମଗ୍ରୀ ଯଥା.. ମାଟି ହାଣ୍ଡି, ମାଠିଆ, କୁଣ୍ଡ, ସରା, ପଲମ, ଉଠା ଚୁଲି, କଳସ ପ୍ରସ୍ତୁତ କରି ଏମନେ ବିକ୍ରି କରନ୍ତି ।…

ଓଡିଶା ମାଟିରେ ବିଦେଶୀ ଫଳ । ଥାଇଲାଣ୍ଡ ପିଜୁଳି, କଦଳୀ, ମୌସୁମୀ, ମିଆଁଜାକି ଓ ଆମ୍ବ ଚାଷ କରି ଚର୍ଚ୍ଚାରେ ଜଳେଶ୍ୱରର…

କନକ ବ୍ୟୁରୋ : ଓଡ଼ିଶା ମାଟିରେ ବିଦେଶୀ ଫଳର ସମ୍ଭାର । ଥାଇଲାଣ୍ଡ ପିଜୁଳି, ଥାଇଲାଣ୍ଡ କଦଳୀ, ମାଲଟା ପ୍ରଜାତିର ମୌସୁମ୍ବୀ, ହ୍ୱାଇଟ୍ ଜାମୁକୋଳି, ମିଆଁଜାକି ଅମ୍ବ, କାଟିମାନ ପ୍ରଜାତିର ଦୁଇଟି କିଶମର ଆମ୍ବ ଚାଷ କରିଛନ୍ତି ବାଲେଶ୍ୱର ଭୋଗରାଇ ଅଂଚଳର ଉଚ୍ଚ ଶିକ୍ଷିତ ଯୁବକ ଦିବ୍ୟନ୍ଦୁ ।…

ବାହାନଗା ଟ୍ରେନ ଦୁର୍ଘଟଣାକୁ ୧୦ ଦିନ: ମୃତକଙ୍କ ଆତ୍ମାର ଶାନ୍ତି ପାଇଁ ଆଜି ସାମୂହିକ ମୁଣ୍ଡନ ଓ ଦଶାହ କର୍ମ

କନକ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ପୁରୁଛି ୧୦ ଦିନ । ଏହି ଅବସରରେ ବାହାନଗାରେ ସାମୁହିକ ମୁଣ୍ଡନ ଓ ଦଶାହକର୍ମ କରାଯାଇଛି । ଯେଉଁମାନଙ୍କ ପରିବାର ଏହି ଦୁର୍ଘଟଣାର ଶିକାର ହୋଇ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପରିବାରର ପାଇଁ ସମବେଦନା ଜଣାଇଛନ୍ତି । ରେଳ ଦୁର୍ଘଟଣାରେ…

ସାରା ରାଜ୍ୟରେ ବିଜୁଳି କଟୁଛି ଘନ ଘନ: ହନ୍ତସନ୍ତ ହେଉଛନ୍ତି ଜନତା

କନକ ବ୍ୟୁରୋ: ରାଜନୀତିରେ ନିଆଁ ଲଗାଇ ଦେଇଛି, ବିଜୁଳି ବିଭ୍ରାଟ । ଶକ୍ତିମନ୍ତ୍ରୀଙ୍କ ବୟାନକୁ ନେଇ ବିରୋଧୀ ତୀବ୍ର ପ୍ରତିକ୍ରିୟା ରଖିଛନ୍ତିି । ବିଜେପି କହିଛି, ଶକ୍ତି ମନ୍ତ୍ରୀ ବିତଣ୍ଡା ଯୁକ୍ତି କରୁଛନ୍ତି । ଲୋକଙ୍କ ସମସ୍ୟା କେମିତି ଦେଖାଯାଉନାହିଁ ବୋଲି ପାଲଟା ପ୍ରଶ୍ନ କରିଛି । ଏପଟେ…