Daily Archives

May 30, 2023

ଦେଶକୁ ନୂଆ ଦିଗ ଦେଖାଇବ ନାଭିଗେସନ ଉପଗ୍ରହ ଏନଭିଏସ-୦୧ । ଜିପିଏସ ପାଇଁ ବିଦେଶୀ ରାଷ୍ଟ୍ରଙ୍କ ଉପରେ କମିବ ନିର୍ଭରଶୀଳତା

କନକ ବ୍ୟୁରୋ : ଅଧିକ ଶକ୍ତିଶାଳୀ ହେଉଛି ଭାରତର ଦିଗ ନିର୍ଣ୍ଣୟକାରୀ ବା ନାଭିଗେସନ ବ୍ୟବସ୍ଥା । ନାଭିଗେସନ ସାଟେଲାଇଟ ଦ୍ୱାରା ଏକାଧିକ ସୁବିଧା ମିଳିବାକୁ ଯାଉଛି । ଆଗାମୀ ୫ ପିଢି ପାଇଁ ଉପଗ୍ରହ ଏନଭିଏସକୁ ପ୍ରସ୍ତୁତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ‘ଏନଭିଏସ-୦୧’ରକୁ ସଫଳତାର ସହ ପରୀକ୍ଷଣ…

କଅଁଳା ଶିଶୁକୁ କାହିଁକି ବିଷ ଦେଇଥିଲା ବାପା? ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରୁଥିଲେ ସ୍ୱାମୀ, ଝିଅ ତାଙ୍କର ହୋଇନଥିବା…

କନକ ବ୍ୟୁରୋ: ୨୦ ଦିନର କୁନି ଝିଅକୁ କାହିଁକି ବିଷ ଇଂଜେକ୍ସନ ଦେଲା ବାପା? ବାଲେଶ୍ୱରର ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମନରେ ଥିଲା ଏହି ଗୋଟିଏ ପ୍ରଶ୍ନ । ହେଲେ ଏହି ଘଟଣାରେ ଆଜି ଆସିଛି ଏକ ଭିନ୍ନ ମୋଡ଼ । କୁନି ଝିଅକୁ ବିଷ ଦେଇଥିବା ଅଭିଯୁକ୍ତ, ନିଜ ସ୍ତ୍ରୀଙ୍କ ଚରିତ୍ରକୁ ନେଇ…

ରାଜସ୍ଥାନ କଂଗ୍ରେସ କନ୍ଦଳରେ ପୂର୍ଣ୍ଣଛେଦ ଟାଣିଲେ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଯୁବ…

କନକ ବ୍ୟୁରୋ : ପାଇଲଟ୍ ଗେହଲଟ ଲଢେଇରେ ପୂର୍ଣ୍ଣଚ୍ଚେଦ ପକାଇବା ପାଇଁ କଂଗ୍ରେସ ହାଇକମାଣ୍ଡ ପୁଣି ଆରମ୍ଭ କଲେ ଉଦ୍ୟମ । ରାଜସ୍ଥାନରେ କଂଗ୍ରେସ କଳି କାହାକୁ ଅଛପା ନାହିଁ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ସଚିନ୍…

ଶ୍ରଦ୍ଧା ହତ୍ୟାକାଣ୍ଡ ପରେ ଏବେ ସାକ୍ଷୀ ହତ୍ୟାକାଣ୍ଡକୁ ନେଇ ଦୋହଲିଲା ରାଜଧାନୀ ଦିଲ୍ଲୀ । ନାବାଳିକା ପ୍ରେମିକାକୁ…

କନକ ବ୍ୟୁରୋ :  ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା ପରେ ଏବେ ଦିଲ୍ଲୀ ସାହାବାଦ୍ ଡାଏରୀ ଅଂଚଳର ନାବାଳିକା ସାକ୍ଷୀ ହତ୍ୟାକାଣ୍ଡ ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ନାବାଳିକା ସାକ୍ଷୀର ଶରୀରରେ ୧୬ଟି ଆଘାତ ସ୍ପଷ୍ଟ ହୋଇଛି । ଯେଉଁଥିରୁ ୬ଟି ଆଘାତ ସାକ୍ଷୀର ବେକରେ ଓ ୧୦ଟି ଆଘାତ ପେଟରେ ଲାଗିଛି ।…

ଶ୍ରୀମନ୍ଦିରରେ ବ୍ୟବହାର ହେବ ସାତ୍ୱିକ ରେଶମ ବସ୍ତ୍ର: ବଦଳିବ ମହାପ୍ରଭୁଙ୍କ ଗୀତଗୋବିନ୍ଦ ଖଣ୍ଡୁଆ ପାଟର ପ୍ରସ୍ତୁତି…

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ବ୍ୟବହାର ହେବ ସାତ୍ୱିକ ରେଶମ ବସ୍ତ୍ର । ବଦଳିବ ମହାପ୍ରଭୁଙ୍କ ଗୀତଗୋବିନ୍ଦ ଖଣ୍ଡୁଆ ପାଟର ପ୍ରସ୍ତୁତି ପ୍ରଣାଳୀ । ବିନା ଜୀବ ହତ୍ୟାରେ ସଂଗ୍ରହ ରେଶମରେ ମହାପ୍ରଭୁଙ୍କ ଗୀତଗୋବିନ୍ଦ ଖଣ୍ଡୁଆ ପାଟ ପ୍ରସ୍ତୁତ ହେବ । ହସ୍ତତନ୍ତ ନିର୍ଦ୍ଦେଶାଳୟ ସହଯୋଗରେ ନୂତନ ଓ…

ଦିଲ୍ଲୀରୁ ବାହାରି ହରିଦ୍ୱାରରେ ପହଁଚିଲେ ଆନ୍ଦୋଳନରତ କୁସ୍ତିଯୋଦ୍ଧା । ଦେଶ ପାଇଁ ଜିତିଥିବା ପଦକକୁ ଗଙ୍ଗାରେ ଭସାଇବାକୁ…

କନକ ବ୍ୟୁରୋ : ଦିଲ୍ଲୀରୁ ବାହାରି ହରିଦ୍ୱାରରେ ପହଁଚିଛନ୍ତି ଆନ୍ଦୋଳନରତ କୁସ୍ତିଯୋଦ୍ଧା । ଏଠାରେ ପହଁଚି ଦେଶ ପାଇଁ ଜିତିଥିବା ପଦକକୁ ଗଙ୍ଗାଜଳରେ ଭସାଇବାକୁ ଜିଦରେ ଅଡି ରହିଛନ୍ତି କୁସ୍ତିଯୋଦ୍ଧା । କୁସ୍ତିଯୋଦ୍ଧା କହିଛନ୍ତି ବେଶ ପରିଶ୍ରମ ସହ ଦେଶ ପାଇଁ ପଦକ ଆଣିଥିଲୁ । କିନ୍ତୁ ତାଙ୍କ ସହ…