Daily Archives

May 30, 2023

ଆପାର୍ଟମେଂଟ ପଞ୍ଜିକରଣ ପାଇଁ ଫିଟିଲା ବାଟ: ହଟିବ ସେଲ୍ ଡିଡ୍ ପଞ୍ଜିକରଣର ପ୍ରତିବନ୍ଧକ

କନକ ବ୍ୟୁରୋ: ବର୍ଷେ ଧରି ବନ୍ଦ ହୋଇ ରହିଥିବା ଆପାର୍ଟମେଂଟ ପଞ୍ଜିକରଣ ପାଇଁ ବାଟ ଫିଟିଛି ।ଓଡ଼ିଶା ଆପାର୍ଟମେଂଟ ଅଧ୍ୟାଦେଶ-୨୦୨୩ କାର୍ଯ୍ୟକାରୀ ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା ରହିଛି । ଅନୁମତି ମିଳିବା ପରେ ଆରମ୍ଭ ହୋଇପାରେ ପଞ୍ଜିକରଣ…

ବଢ଼ିବ ଯୁକ୍ତ ୨ ସିଟ୍ ସଂଖ୍ୟା: ୨୦୨୩-୨୪ ଶିକ୍ଷାବର୍ଷରୁ ବଢ଼ାଇବାକୁ ନିଷ୍ପତି

କନକ ବ୍ୟୁରୋ: ରାଜ୍ୟରେ ବଢିବ ଯୁକ୍ତ ଦୁଇ ସିଟ୍ । ୨୦୨୩-୨୪ ଶିକ୍ଷା ବର୍ଷରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ସିଟ୍ ସଂଖ୍ୟା ବଢ଼ାଇବା ପାଇଁ ନିଷ୍ପତି ନେଇଛି ବିଭାଗ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଚଳିତ ବର୍ଷ ରାଜ୍ୟର ୫ଲକ୍ଷ ୮ହଜାର ୪୦୪ ପିଲା ମାଟ୍ରିକ ପାସ୍…

ପୁଣି ଫେରିଲା ଘର କଳି: ରାଜ୍ୟ ସରକାର ମୋ-ଘର ଯୋଜନାର ଶୁଭାରମ୍ଭ କରିବା ପରେ, ପ୍ରଶ୍ନ ଉଠାଇଲେ ବିରୋଧୀ

କନକ ବ୍ୟୁରୋ: ଘର କଳିକୁ ନେଇ ଥମୁନି ରାଜନୀତି । ପ୍ରଥମେ ଆବାସ କଳି ଏବେ ମୋ ଘର କଳି । ବିରୋଧୀ ବିଜେପିର ଆକ୍ରମଣ ପରେ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ରାଜ୍ୟ ସରକାର । ପ୍ରଦିପ ଅମାତ କହିଛନ୍ତି ନିଜସ୍ୱ ଅର୍ଥରେ ମୋ ଘର ଯୋଜନା କରିଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ବିଜେପି ନିମ୍ନ…

ବିଶ୍ୱେଶ୍ୱରଙ୍କ ବିସ୍ଫୋରକ ବୟାନ: ‘ବିଜେପି ଯୋଗାଯୋଗରେ ଅଛନ୍ତି ବିଜେଡି ନେତା’

କନକ ବ୍ୟୁରୋ: ରାଜ୍ୟ ବିଜେପି ସଭାପତିଙ୍କ ଭଳି ସମାନ ଢ଼ଙ୍ଗରେ ବୟାନ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । କହିଛନ୍ତି- ବିଜେଡିର ବହୁନେତା ବିଜେପି ସହ ଯୋଗାଯୋଗରେ ଅଛନ୍ତି । ସେହିପରି ଭୋଟର ମନ ପରିବର୍ତନ କଲେଣି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଦିନକ ପୂର୍ବରୁ ମନମୋହନ ସାମଲ…

ପ୍ରଚଣ୍ଡ ତାତିକୁ ଶୁଖିଲା ପ୍ରାଚୀ: କେମିତି ଶୋଷ ମେଂଟାଇବ ଶୁଖିଲା ନଦୀ?

କନକ ବ୍ୟୁରୋ: ପ୍ରାଚୀନଦୀ ଶୁଖିଲା ପଡିବା କାରଣରୁ ମେଗା ଜଳବିଶୋଧନ ପ୍ଳାଣ୍ଟ ଏବେ ଅଚଳ ହୋଇପଡିଛି । ପ୍ଳାଣ୍ଟ ବନ୍ଦ ପଡିବା ଯୋଗୁଁ ପ୍ଳାଣ୍ଟ ଭିତରେ ଜଳପ୍ରବାହ ବନ୍ଦ ରହିଛି ଏବଂ । ଅନ୍ୟ ସମୟରେ ପ୍ରତେକ ଦିନ ଜଳ ଯୋଗାଣ କରାଯାଉଥିବା ବେଳେ ଏବେ ଦୁଇମାଷ ହେବ ସପ୍ତାହ କୁ ମାତ୍ର ଥରେ କିମ୍ବା…

ଜୁନ ୧୨ ତାରିଖରେ ବିଜେପି ବିରୋଧୀ ରାଜନୈତିକଦଳମାନେ କରିବେ ବୈଠକ, ୨୪ଟି ରାଜନୈତିକ ଦଳ ସାମିଲ ହେବାନେଇ ସମ୍ଭାବନା

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପୁଣିଥରେ ବିଜେପି ବିରୋଧୀ ଦଳମାନେ ଏକାଠି ହେବାରେ ଲାଗିଛନ୍ତି । ବିଜେପିକୁ କ୍ଷମତାରୁ ବାହାର କରିବା ନେଇ ଲକ୍ଷ୍ୟ ରଖିଥିବା ରାଜନୈତିକ ଦଳର ନେତାମାନେ ବିହାରର ପାଟନା ଠାରେ ଏକ ବୈଠକ କରିବେ । ଏହି ବୈଠକ ଜେଡିୟୁ ତରଫରୁ ଜୁନ ୧୨ ତାରିଖକୁ…