Daily Archives

May 28, 2023

ନିଆଁରେ ପୋଡିଗଲା ସ୍ୱପ୍ନ । ବାହାଘର ପୂର୍ବରୁ ଅଗ୍ନିକାଣ୍ଡରେ ଜଳିଗଲା ସମ୍ପତ୍ତି । କେମିତି ଝିଅ ବାହାଘର କରିବେ…

କନକ ବ୍ୟୁରୋ: ଯୁଆଡେ ଦେଖିଲେ ଖାଲି ପାଉଁଶ ଆଉ ପାଉଁଶ । ନିଆଁରେ ପୋଡି ଛାରଖାର ହୋଇଯାଇଛି ଘର । ଆଉ ଘରେ ଥିବା ସୁନାଗହଣା, ଆସବାବପତ୍ର ଓ ଅନ୍ୟାନ୍ୟ ଜିନିଷ । ୪ ତାରିଖରେ ଝିଅର ବାହାଘର ଥିଲା , ଆଉ ରବିବାର ଥିଲା ନିର୍ବନ୍ଧ । ହେଲେ ବଜ୍ରପାତ ସବୁ ଉଜାଡିଦେଇଛି । ଆଉ ସବୁ ହରାଇବା ପରେ ଭଦ୍ରକ…

ବାଉଁଶରେ ଗହଣା ଓ ବିଭିନ୍ନ ପ୍ରକାରର ଘରସଜା ଜିନିଷ ତିଆରି କରୁଛନ୍ତି ସୋର ଅଞ୍ଚଳର ମହିଳା। ବଜାରରେ ବଢ଼ୁଛି ସାମଗ୍ରୀର…

କନକ ବ୍ୟୁରୋ: ବାଉଁଶରେ ସୋଫା, ଘର, ପଶୁ ପକ୍ଷୀ ଓ ଗହଣା ଭଳି ସୁକ୍ଷ୍ମ କାରିଗରୀ । ଫୁଲତୋଡ଼ା, ପେନ୍ ଷ୍ଟାଣ୍ଡ, ଫୁଲଦାନୀ, ମୟୂର, ଗଣେଶ, ଜଗନ୍ନାଥଙ୍କ ପ୍ରତିମୂର୍ତି ଭଳି ସୁନ୍ଦର ସୁନ୍ଦର ଘରସଜା ଜିନିଷ ତିଆରି କରୁଛନ୍ତି ବାଲେଶ୍ୱର ସିମୁଳିଆ ବ୍ଳକ ଜାମ୍ମୁଝାଡ଼ିର ମହିଳା । ମହିଳାମାନଙ୍କ ହାତ…

କୋରାପୁଟରେ କଳି, ରାଜଧାନୀରେ ଶକ୍ତି ପ୍ରଦର୍ଶନ । କଂଗ୍ରେସ ଭବନରେ ତାରା ଓ ମୀନାକ୍ଷୀଙ୍କ ସପକ୍ଷରେ କୋରାପୁଟ କଂଗ୍ରେସର…

କନକ ବ୍ୟୁରୋ: ରାଜଧାନୀରେ କୋରାପୁଟ କଳି । କଂଗ୍ରେସ ଭବନରେ ତାରାଙ୍କ ଶକ୍ତି ପ୍ରଦର୍ଶନ । କୋରାପୁଟ କଂଗ୍ରେସର ଶତାଧିକ ଦଳୀୟ ନେତା ଓ କର୍ମୀଙ୍କୁ ଗହଣରେ ଯାଇ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଧାୟକ ତାରା ବାହିନୀପତି । ପିସିସି ସଭାପତିଙ୍କୁ ଭେଟି ପୁର୍ନବାର ମିନାକ୍ଷୀ ବାହିନୀପତିଙ୍କୁ…

ସମ୍ବଲପୁର ଗସ୍ତରେ ଭି.କେ ପାଣ୍ଡିଆନ୍ । ମା’ ସମଲେଶ୍ୱରୀଙ୍କର କଲେ ଦର୍ଶନ ।

କନକ ବ୍ୟୁରୋ: ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସମ୍ବଲପୁର ଗସ୍ତ । ଏହି ସମୟରେ ସେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ସମଲେଇ ଯୋଜନା କାର୍ଯ୍ୟକୁ ସମୀକ୍ଷା କରଛନ୍ତି । ଜମାଦାରପାଲି ଏୟାରଷ୍ଟ୍ରିପରେ ପହଞ୍ଚି ସେଠାରୁ ସିଧାସଳଖ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପହଞ୍ଚିଥିଲେ । ମନ୍ଦିର ଦର୍ଶନ…

କଂଗ୍ରେସ ନେତାଙ୍କୁ ଦିଲ୍ଲୀରୁ ନୋଟିସ୍ । ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ ଓ ବିଧାୟକ ମହମ୍ମଦ ମୋକିମଙ୍କୁ ନୋଟିସ୍…

କନକ ବ୍ୟୁରୋ: ଥମୁନି କଂଗ୍ରେସ କଳି । ଦଳ ପୁଣି ଥରେ କେନ୍ଦ୍ରରେ କ୍ଷମତାକୁ ଫେରିବାକୁ ବଳ କଷୁଥିବା ବେଳେ ରାଜ୍ୟରେ କଂଗ୍ରେସର ଭିତିରି କନ୍ଦଳ ପଦାରେ ପଡ଼ିଛି । ରାଜ୍ୟର ଦୁଇ ବରିଷ୍ଠ ନେତାଙ୍କୁ ଦିଲ୍ଲୀରୁ ନୋଟିସ୍ ହୋଇଛି । କଂଗ୍ରେସର ଦୁଇ ବିରଷ୍ଠ ନେତା ମହମ୍ମଦ ମୋକିମ ଓ ଚିରଞ୍ଜିବ…

ନେହରୁ ନା ମୋଦୀ… କଂଗ୍ରେସ, ବିଜେପି ଭିତରେ ଚାଲିଛି ଟ୍ୱିଟରରେ ଲଢେଇ

କନକ ବ୍ୟୁରୋ: ନୂଆ ସଂସଦ ଭବନ ଉଦଘାଟନ ପରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଲଢେଇ ଆରମ୍ଭ ହୋଇଯାଇଛି । ଏହି ଲଢେଇର ସ୍ଥାନ ଟ୍ୱିଟର ହୋଇଯାଇଛି । କଂଗ୍ରେସ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ଫଟୋ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଛୋଟ ଦର୍ଶାଯାଇଥିଲା । ଏହାର…