Daily Archives

May 23, 2023

ବିରାଟ କୋହଲିଙ୍କ ସ୍ଥାନ ନେବେ କି ଶୁଭମନ ଗିଲ? ଆଇପିଏଲରେ ଭଭୟଙ୍କ ପ୍ରଦର୍ଶନକୁ ନେଇ ଚର୍ଚ୍ଚା

କନକ ବ୍ୟୁରୋ : ଆଇପିଏଲରେ ହାରିବା ବିରାଟ କୋହଲିଙ୍କ ପାଇଁ ନୂଆ କଥା ନୁହେଁ । ୧୬ ବର୍ଷରେ ଆଇପିଏଲ ଇତିହାସ ଏପର୍ଯ୍ୟନ୍ତ ବିଜେତା ହୋଇପାରିନି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର । କିନ୍ତୁ ଦଳରେ ବିରାଟଙ୍କ ପଦର୍ଶନ ସବୁଥର ପରି ଏଥର ବି ଚତ୍ମକାର ରହିଛି । ରବିବାର ବେଙ୍ଗାଲୁରର ଚିନ୍ନାସ୍ୱାମୀ…

ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷା ଫଳ । ଉତରପ୍ରଦେଶର ଇଶିତା କିଶୋର ଟପ୍ପର, ପ୍ରଥମ ୪ ସ୍ଥାନ ଅଧିକାର କଲେ ଝିଅ

କନକ ବ୍ୟୁରୋ : ଦେଶର ସବୁଠୁ ବଡ଼ ସରକାରୀ ଚାକିରି ପାଇଁ ହୋଇଥିବା ୟୁପିଏସସି ୨୦୨୨ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି । ଉତରପ୍ରଦେଶର ଝିଅ ଇଶିତା କିଶୋର ଟପ୍ପର ହୋଇଛନ୍ତି । ବଡ କଥା ହେଉଛି ପ୍ରଥମ ୪ ଟି ସ୍ଥାନରେ ରହିିଛନ୍ତି ଝିଅ । ଇଷିତା କିଶୋର ଟପ୍ପର ହୋଇଥିବା ବେଳେ ଗରିମା ଲୋହିଆ,…

ଓଡ଼ିଶାରେ ହେବ କି ଆଗୁଆ ନିର୍ବାଚନ? ଜାତୀୟ ଗଣମାଧ୍ୟମରେ ଜୋର ଧରିଲା ଚର୍ଚ୍ଚା

କନକ ବ୍ୟୁରୋ: ଓଡିଶାରେ ହେବ କି ଆଗୁଆ ବିଧାନସଭା ନିର୍ବାଚନ । ଏହି ଚର୍ଚ୍ଚା ଭିତରେ ଆଉ ଏକ ଖୋରାକ ଯୋଗାଇଛି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଆଲେଖ୍ୟ । କେବଳ ଓଡିଶା ନୁହଁ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ନିର୍ବାଚନ ପୂର୍ବରୁ ସଜବାଜ ହେଉଛନ୍ତି । ଦେଶର ମୁଡ କଣ ଅଛି ଏବଂ କେନ୍ଦ୍ର ସରକାରଙ୍କୁ ନେଇ…

ଅମ୍ବାଲାରୁ ଚଣ୍ଡିଗଡ଼ ଯାଏଁ ଟ୍ରକରେ ଯାତ୍ରା କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଟ୍ରକ୍ ଚାଳକଙ୍କୁ ଭେଟିବା ସହ…

କନକ ବ୍ୟୁରୋ : ସାମାଜିକ ଗଣମାଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଭିଡିଓ ବେଶ ଚର୍ଚ୍ଚାରେ ରହିଛି । ଏହି ଭିଡିଓ ହେଉଛି ରାହୁଲ ଗାନ୍ଧୀଙ୍କ ଟ୍ରକ ଯାତ୍ରା ସମୟର । ସୋମବାର ଦିଲ୍ଲୀରୁ ବାହାରି ରାହୁଲ ସିମଲା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ହଠାତ ଅମ୍ବାଲାରେ ଅଟକିଯାଇଥିଲେ ଓ ସେଠାରୁ…

ବିଶ୍ୱରେ ବଢ଼଼ୁଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା । ମୋଦୀଙ୍କୁ ବିଭିନ୍ନ ରାଷ୍ଟ୍ରନେତାଙ୍କ ପ୍ରଶଂସା, ପାଦଛୁଇଁ…

କନକ ବ୍ୟୁରୋ : ପପୁଆ ନ୍ୟୁଗିନିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ୱାଗତ । ବିମାନ ବନ୍ଦରରେ ଭାରତର ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁ ସ୍ୱାଗତ କରି ଚର୍ଚ୍ଚାରେ ପପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ପପୁଆ…

ଶିବ ମନ୍ଦିରରେ ଆଉ ଲାଗି ହେବନି ଗଞ୍ଜେଇ। ପୂର୍ବତନ ସାଂସଦ ତଥାଗତ ଶତପଥୀ କଲେ ନାପସନ୍ଦ

କନକ ବ୍ୟୁରୋ: ଗଞ୍ଜେଇ ବ୍ୟବହାର ଓ କାରବାର ବେଆଇନ ହୋଇଥିଲେ ବି, ତ୍ରିନାଥ ମେଳାଠାରୁ ଆରମ୍ଭ କରି, ଶିବ ମନ୍ଦିରରେ ଗଞ୍ଜେଇ ଭୋଗ ଭାବରେ ଲାଗି ହୋଇଥାଏ । ଏପରିକି ମହାଦେବଙ୍କ ନିକଟରେ ଗଞ୍ଜେଇ ଭୋଗ କରିବାର ବିଧି ରହିଥିବା ସଂସ୍କୃତି ଗବେଷକ ମତ ଦିଅନ୍ତି । ସେମାନଙ୍କ ମତରେ ଶିବଙ୍କ ପାଖରେ…