Daily Archives

May 23, 2023

ସିଡନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜୋରଦାର ସ୍ୱାଗତ, ଆକାଶରେ ଲେଖାଗଲା ସ୍ୱାଗତମ ମୋଦୀ

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ଗସ୍ତର ୨ୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଁଚିଛନ୍ତି ସିଡନୀରେ । ଭାରତର ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସ୍ୱାଗତ ସମ୍ବର୍ନ୍ଧନା ପ୍ରଦାନ କରିଛି ଅଷ୍ଟ୍ରେଲିଆ ସରକାର । ଷ୍ଟାଡିୟମରେ ପହଁଚିବା ମାତ୍ରକେ ପ୍ରଧାନମନ୍ତ୍ରୀ ମୋଦୀ ଓ ଅଷ୍ଟ୍ରେଲିଆ…

ଶିବ ମନ୍ଦିରରେ ଗଞ୍ଜେଇ ମନା, କଟକଣା ଲଗାଇଲେ ରାଜ୍ୟ ସରକାର

କନକ ବ୍ୟୁରୋ: ଶିବ ମନ୍ଦିରରେ ଏଣିକି ଆଉ ବ୍ୟବହାର ହେବନି ଗଞ୍ଜେଇ । ଭୋଳାନାଥଙ୍କ ପାଖରେ ଲାଗିହେବନି ଗଞ୍ଜେଇ । ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି କଟକଣା ଲଗାଯାଇଛି । ଗଞ୍ଜେଇ ବ୍ୟବହାର ବନ୍ଦ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖି…

ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷା ଫଳ, ସଫଳତା ପଛର ସଂଘର୍ଷ କାହାଣୀ କହିଲେ ଟପ୍ପର

କନକ ବ୍ୟୁରୋ: ପ୍ରତି ସଫଳତା ପଛରେ ଥାଏ ସଂଘର୍ଷର କାହାଣୀ । ସେହି ସଂଘର୍ଷର ସୋପାନ ଅତିକ୍ରମ କରି, ୟୁପିଏସସି ସିଭିଲ୍ ସର୍ଭିସ ପରୀକ୍ଷାରେ ସଫଳତାର ସହ ୪୨ ରାଙ୍କ୍ ହାସଲ କରିଛନ୍ତି ପ୍ରଣିତା ଦାସ । ପ୍ରଣିତାଙ୍କର ଏହା ଥିଲା, ତୃତୀୟ ପ୍ରୟାସ । ପ୍ରଣିତା ଏବେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ…

କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ବିରୋଧୀଙ୍କୁ ଏକାଠି କରୁଛନ୍ତି ଅରବିନ୍ଦ କେଜରିୱାଲ, ନୀତୀଶ, ତେଜସ୍ୱୀଙ୍କ ପରେ…

କନକ ବ୍ୟୁରୋ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଭେଟିବା ପରେ ମଙ୍ଗଳବାର ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ । ଦିଲ୍ଲୀରେ ପ୍ରଶାସନିକ ଅଧିକାରୀ ନିଯୁକ୍ତି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ…

୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ଆରମ୍ଭ । ୪ ମାସ ମଧ୍ୟରେ ବଦଳାଇପାରିବେ ଟଙ୍କା, ସେପ୍ଟେମ୍ବର ୩୦ ପରେ ହୋଇପାରେ…

କନକ ବ୍ୟୁରୋ : ଏବେ ସବୁଠି ୨୦୦୦ ଟଙ୍କିଆ ନୋଟ୍କୁ ନେଇ ଚର୍ଚ୍ଚା । କାହିଁକି ୨ ହଜାର ଟଙ୍କିଆ ନୋଟ୍ ବାହାର କରାଗଲା । ଆଉ ଏହାର କିଛି ବର୍ଷ ପରେ ପୁଣି କାହିଁକି ଏହି ନୋଟ୍ ପ୍ରତ୍ୟାହାର କରାଯାଉଛି ତାକୁ ନେଇ ସବୁଠି ଆଲୋଚନା ଚାଲିଛି । ଏହାରି ଭିତରେ ମଙ୍ଗଳବାର ବ୍ୟାଙ୍କ ମାଧ୍ୟମରେ ୨ ହଜାର…

କଣାସ ଅଞ୍ଚଳରେ କୁକୁର ଆତଙ୍କ, ୧୭ ଲହୁଲୁହାଣ

କନକ ବ୍ୟୁରୋ: କଣାସ ଅଞ୍ଚଳରେ ମାତିଛି ପାଗଳ କୁକୁର । କୁକୁର ଆକ୍ରମଣରେ ୧୭ ଜଣ ଲହୁଲୁହାଣ ହୋଇଛନ୍ତି । କୁକୁରଟି ଯାହାକୁ ଦେଖୁଛି ତାକୁ ଗୋଡାଇ ଗୋଡାଇ ଆକ୍ରମଣ କରୁଛି । ଗୋଟିଏ ଦିନରେ ୧୭ ଜଣଙ୍କୁ ଏହି କୁକୁର ଆକ୍ରମଣ କରିସାରିଛି । କଣାସ ଡାକ୍ତରଖାନାରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଛି ।…