Daily Archives

May 23, 2023

୧୮ ବର୍ଷ ପରେ ଭୋଟର ତାଲିକାରେ ଆପେ ଯୋଡିହୋଇଯିବ ନାଁ: ପାର୍ଲାମେଂଟର ବିଲ ଆଣିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

କନକ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଏକ ବଡ ଘୋଷଣା କରିଛନ୍ତି । ଏହା ହେଉଛି ଯଦି ଆପଣଙ୍କ ବୟସ ୧୮ ବର୍ଷରୁ ଅଧିକ ତେବେ ଆପଣଙ୍କ ନାଁ ଆପେ ଆପେ ଭୋଟର ତାଲିକାରେ ଆସିଯିବ । ଆଉ ମୃତ୍ୟୁ ହେଲା ପରେ ଏହା ଆପେ ଆପେ ହଟିଯିବ । ଏଥିପାଇଁ ଏକ ବିଲ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି…

ଭୟଙ୍କର, ବିଭତ୍ସ, ଅମାନୁଷିକ: ଶାବଳରେ ୪ ଜଣଙ୍କୁ ନିର୍ମମ ହତ୍ୟା, ଜମି ବିବାଦରୁ ପରିବାର ଛାରଖାର

କନକ ବ୍ୟୁରୋ: ବରଗଡ଼ ଜିଲ୍ଲା ଝିକିଝିକି ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ, ଯାହାର ଚିତ୍ର ନାଁ ଆଖିରେ ଦେଖି ହେଉଛି, ନା’ ଦେଖାଇ ହେଉଛି । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାରକୁ ନିଶ୍ଚିହ୍ନ କରି ଦେଇଛି କାକା । ଶୋଇଥିବା ବେଳେ ଲୁହା ରଡ଼ ଆକ୍ରମଣ ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଛି…

୨ହଜାର ଟଙ୍କିଆ ନୋଟ୍ ବଦଳାଇବା ଆରମ୍ଭ: ପ୍ରଥମ ଦିନରେ ନୋଟ୍ ବଦଳାଇଲେ ଲୋକ

କନକ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଅନୁସାରରେ ଆରମ୍ଭ ହୋଇଛି ୨ହଜାର ଟଙ୍କିଆ ନୋଟ୍ ବଦଳାଇବା ପ୍ରକ୍ରିୟା । ଯେଉଁମାନେ ପାଖରେ ୨ହଜାର ଟଙ୍କିଆ ନୋଟ ରଖିଥିଲେ ସେମାନେ ପ୍ରଥମ ଦିନରେ ବ୍ୟାଙ୍କକୁ ଆସି ବଦଳାଉଥିବା ଦେଖିବାକୁ ମିଳିଛି । ନୋଟ ବଦଳାଇବା ଅବଧି ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ…

ସାମ୍ନାକୁ ଆସିଲା କେତେ ଭୟଙ୍କର ବାୱରିଆ ଗ୍ୟାଙ୍ଗ: କ୍ୟାମେରାରେ କଏଦ ହେଲା ଲୁଟର ଲାଇଭ ଚିତ୍ର

କନକ ବ୍ୟୁରୋ: କେତେ ମାରାତ୍ମକ ଥିଲେ ବାୱରିଆ ଗ୍ୟାଙ୍ଗ? ସାମ୍ନାକୁ ଆସିଲା ଛାତିଥରା ଚିତ୍ର । ନିକଟରେ କମିଶନରେଟ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ୪ ବାୱରିଆ ଗ୍ୟାଙ୍ଗର ସଦସ୍ୟ । ଯେଉଁମାନେ କି ପୋଲିସର ନିଦ ହଜାଇ ଦେଇଥିଲେ । ୧୯୯୫ରୁ ଦେଶର ବିଭିନ୍ନ ରାଜ୍ୟରେ ସକ୍ରିୟ ରହିଛି ଏହି…

ଉତରାଖଣ୍ଡରେ ପହଁଚି ବାବା କେଦାରନାଥଙ୍କ ଦର୍ଶନ କଲେ ଅଭିନେତା ଅକ୍ଷୟ କୁମାର, ମହାଦେବଙ୍କ ଶରଣରେ ପହଁଚି ମାଗିଲେ…

କନକ ବ୍ୟୁରୋ : କେଦାରନାଥରେ ପହଁଚିଲେ ଅଭିନେତା ଅକ୍ଷୟ କୁମାର । ମଙ୍ଗଳବାର ସକାଳେ ବାବା କେଦାରନାଥଙ୍କୁ ଦର୍ଶନ କରିଥିଲେ ଅକ୍ଷୟ । ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ ଓ ପୂଜାରୀଙ୍କ ସହ କିଛି ସମୟ ଆଲୋଚନା ମଧ୍ୟ କରିଥିଲେ ଅକ୍ଷୟମ । ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ପୋଷ୍ଟ କରିବା ସହ ଅକ୍ଷୟ…

ଶିମିଳିପାଳ ଫରେଷ୍ଟ ଗାର୍ଡଙ୍କ ହତ୍ୟା ପରେ ଭଉଣୀ ଆଣିଲେ ସାଂଘାତିକ ଅଭିଯୋଗ: କହିଲେ, ଖଣ୍ଡିଏ ବାଡି ଧରି କେମିତି ଜଗିବେ…

କନକ ବ୍ୟୁରୋ: ଶିକାରୀଙ୍କ ଗୁଳିରେ ଫରେଷ୍ଟର ମୃତ । ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ବେଳେ ଦୁର୍ବୃତଙ୍କ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି ଫରେଷ୍ଟ ଗାର୍ଡ ବିମଳ ଜେନା । ଏହାକୁ ନେଇ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ଏହି ମାମଲାରେ ତଦନ୍ତ ଚାଲିଥିବା ବେଳେ ବନ…