Daily Archives

May 21, 2023

ଭତ୍ତା ପାଇବା ପାଇଁ ଆଉ ଦହଗଞ୍ଜ ହେବେନି ହିତାଧିକାରୀ: ମଧୁବାବୁ ପେନସନ ଯୋଜନାରେ ନୂଆ ବ୍ୟବସ୍ଥା 

କନକ ବ୍ୟୁରୋ: ଏଣିକି ପୂର୍ବ ଭଳି ନଗଦ ଆକାରରେ ମିଳିବ ଭତା ଟଙ୍କା । ଭତା ଟଙ୍କା ପାଇବା ପାଇଁ ବହୁ ହିତାଧିକାରୀ ହାଇରାଣ ହେବା ଖବର ସାମନାକୁ ଆସିବା ପରେ, ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ନିଷ୍ପତି ଅନୁସାରେ, ମଧୁ ବାବୁ ପେନସନ ଯୋଜନାରେ ମିଳୁଥିବା ଭତା ଟଙ୍କା ଆଉ…

କାଲି ହେବ ମନ୍ତ୍ରିମଣ୍ଡଳ ସଂପ୍ରସାରଣ । କିଏ ହେବେ ନୂଆ ମନ୍ତ୍ରୀ? ବଢ଼ିଲା ବିଜେଡି ନେତାଙ୍କ ହୃଦସ୍ପନ୍ଦନ

କନକ ବ୍ୟୁରୋ: ରାଜ୍ୟ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି । କାଲି ସକାଳ ୯ଟା ୫୦ରେ ଲୋକସେବା ଭବନରେ ଏହି ଶପଥ ଗ୍ରହଣ ଉତ୍ସବ ହେବ । ତେବେ କିଏ ମନ୍ତ୍ରୀ ହେବ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ହେଡକ୍ୱାର୍ଟର ନଛାଡିବାକୁ ମନ୍ତ୍ରୀ ଓ ବିଧାୟକଙ୍କୁ…

ମହିଳାଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ପଦକ୍ଷେପ: ତନୟା ପଟ୍ଟନାୟକଙ୍କୁ ଆଇଏନଡବ୍ଲୁଇସିର ଆବାହକ ଦାୟିତ୍ୱ

କନକ ବ୍ୟୁରୋ: ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସର ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ ତଥା ଆଇଏନଡବ୍ଲୁଇସିକୁ ମିଳିଛନ୍ତି ନୂଆ ଆବାହିକା । ନୂତନ ଆବାହିକା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସଫଳ ଉଦ୍ୟୋଗୀ ତନୟା ପଟ୍ଟନାୟକ । ପୂର୍ବତନ ଆବାହିକ ସୁକୀର୍ତି ପଟ୍ଟନାୟକଙ୍କଠାରୁ ସେ ଏହି ଦାୟିତ୍ୱ ଗ୍ରହଣ…

ଅଧାରେ ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । କାଳବୈଶାଖୀ ଯୋଗୁ ଅଟକିଲା ଟ୍ରେନ୍ ।

କନକ ବ୍ୟୁରୋ: ଅଧାରେ ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଯାଜପୁର ରୋଡରେ ଅଟକି ରହିଲା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ । ତେବେ ପୁରୀରୁ ହାୱଡା ଯିବା ସମୟରେ କାଳବୈଶାଖୀ ଯୋଗୁ ଟ୍ରେନ୍ ଅଟକିଥିବା ସୂଚନା ମିଳିଛି । ଦୁଲାଖାପାଟଣା ଷ୍ଟେସନ ନିକଟରେ ବନ୍ଦେ ଭାରତ ଟ୍ରେନ୍ ଅଟକିଛି । ବର୍ଷା…

ମହାଦେବଙ୍କ ମହାମିଳନ: ହୋମ ଯଜ୍ଞରେ ପ୍ରକମ୍ପିତ ପରିବେଶ, ବିରାଟ ପଟୁଆରରେ ଆସିଲେ ଦେବାଦେବୀ 

କନକ ବ୍ୟୁରୋ: ହୋମ ଯଜ୍ଞରେ ପ୍ରକମ୍ପିତ ହେଉଛି ପରିବେଶ । ଖୋର୍ଦ୍ଧା ହରିପୁର ଗାଁରେ ମହାଶମ୍ଭୁ ପ୍ରତାପେଶ୍ୱର ମହାଦେବଙ୍କ ପୀଠରେ ୯ଦିନ ବ୍ୟାପୀ ରୁଦ୍ର ମହାଯଜ୍ଞ ଓ ଅଷ୍ଟତ୍ରିଂଶ ଶମ୍ଭୁ ମିଳନ  । ବିଭିନ୍ନ ସ୍ଥାନରୁ ଭିିନ୍ନ ଭିନ୍ନ ଦେବାଦେବୀ ବିରାଟ ପଟୁଆରରେ ଆସି ଏହି ଯଜ୍ଞରେ ସାମିଲ ହୋଇଥିଲେ…

ବନ୍ଧକ ସୁନା ଫେରାଉନି ବ୍ୟାଙ୍କ: ବୈପାରୀଗୁଡାର ଏକ ରାଷ୍ଟ୍ରାୟତ ବ୍ୟାଙ୍କରେ ସୁନା ବନ୍ଧକ ରଖି ହଟହଟା ପରିବାର

କନକ ବ୍ୟୁରୋ: ବନ୍ଧକ ସୁନା ଫେରାଉନି ବ୍ୟାଙ୍କ । ବ୍ୟାଙ୍କର ଟାଳଟୁଳ ନୀତି ଯୋଗୁ ବଢୁଛି ସନ୍ଦେହ । ସୁନା ବନ୍ଧକ ରଖି ଟଙ୍କା ନେଇଥିଲେ । ଓ ପରେ ସମ୍ପୁର୍ଣ୍ଣ ଟଙ୍କା ଫେରାଇ ସୁନା ମୁକୁଳାଇବାର ରହିଛି ନିୟମ । ହେଲେ ଜଣେ ବ୍ୟକ୍ତି ଚାଷ ପାଇଁ ଟଙ୍କା ଋଣ ନେଇଥିଲେ ବ୍ୟାଙ୍କରୁ । ହେଲେ…