Daily Archives

May 20, 2023

ଭୁବନେଶ୍ୱରରେ ପରୀକ୍ଷା । ସମର ଭ୍ୟାକେସନରେ ଅଧ୍ୟାପକ! ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳ!

କନକ ବ୍ୟୁରୋ: ଭୁବନେଶ୍ୱର ମହର୍ଷି କଲେଜରେ ଚାଲିଛି ପରୀକ୍ଷା, ହେଲେ ଛୁଟି କାଟିବାକୁ ଯାଇଛନ୍ତି ପରୀକ୍ଷା ଇନଚାର୍ଜ ଓ ସୁପରିନଟେଂଡେଣ୍ଡ । ଏପରି ଅଭିଯୋଗ ଆଣିଛନ୍ତି ଛାତ୍ର । ଶନିବାର ଦିନ ସାଢ଼େ ୧୦ଟା ବେଳେ ଯୁକ୍ତ ତିନିର ଶେଷ ବର୍ଷର ରାଜନୀତି ବିଜ୍ଞାନ ପରୀକ୍ଷା ଥିଲା । କିନ୍ତୁ ବହୁ…

ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ନୂଆ ମୋଡ, ସାମ୍ନାକୁ ଆସିଲା ଶାହାରୁଖ ଖାନ ଓ ଅଭିଯୁୁୁକ୍ତ ସମୀର ୱାନଖେଡେଙ୍କ…

କନକ ବ୍ୟୁରୋ : ପୁଅ ଆରିୟନ ପାଇଁ ଭାବବିହ୍ୱଳ ହୋଇ ଏନସିବିର ପୂର୍ବ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େଙ୍କୁ ଶାହାରୁଖ କରିଥିବା ହ୍ୱାଟସପ ଚାଟ ଭାଇରାଲ ହେଉଛି । ଯେବେ ଶାହାରୁଖଙ୍କ ପୁଅ ଆରିୟନ ଖାନ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିଲେ । ସେତେବେଳର ୱାଂଖଡେଙ୍କ ନିକଟରେ ଏମିତି କିଛି କାକୁତିମିନତି…

ବିଜେଡି ବନାମ ବିଜେପି, ଲେଖାଶ୍ରୀ ବନାମ ପ୍ରମିଳା । ବିଜେଡି ମୁକ୍ତ ଓଡିଶା ଏବଂ ବିଜେପି ମୁକ୍ତ ଭାରତ ପ୍ରସଙ୍ଗରେ…

କନକ ବ୍ୟୁରୋ: ଭୁବନେଶ୍ୱରରେ ଚାଲିଛି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ । ୨୦୨୪ ପାଇଁ କାର୍ଯ୍ୟକାରିଣୀରେ ଦଳ ଋଣନୀତି ପ୍ରସ୍ତୁତ କରୁଛି । ଆଉ ଏତିକିବେଳେ ଆରମ୍ଭ ହୋଇଛି ବିଜେଡି ଆଉ ବିଜେପି ନେତାଙ୍କ ବୟାନବାଜି । ବିଜେଡି ମୁକ୍ତ ଓଡିଶା ଗଠନ ପାଇଁ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର…

ସେପ୍ଟେମ୍ବର ୩୦ ପରେ ବି ଅଚଳ ନହୋଇପାରେ ଦୁଇ ହଜାର ଟଙ୍କିଆ ନୋଟ, ଦିଆଯାଇଥିବା ନିର୍ଦ୍ଧାରିତ ସମୟ ଭିତରେ କେତେ ନୋଟ…

କନକ ବ୍ୟୁରୋ : ଦୁଇ ହଜାର ଟଙ୍କିଆ ନୋଟକୁ ବଜାରରୁ ହଟାଇବା ପାଇଁ ଆରବିଆଇ ନିଷ୍ପତି ନେବା ପରେ ଏବେ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ । କ’ଣ ହେବ ୨ହଜାର ଟଙ୍କିଆ ନୋଟର ଭବିଷ୍ୟତ । ସେପ୍ଟେମ୍ବର ପରେ ଯଦି ଆପଣ ପାଖରେ ଦୁଇ ହଜାର ଟଙ୍କିଆ ନୋଟ ରହୁଛି ତାହାକୁ ମାନ୍ୟତା ମିଳିବା ନେଇ ସୂଚନା ମିଳିଛି…

ଶ୍ରୀମନ୍ଦିର ନୀତିରେ ପୁଣି ବିଳମ୍ବ । ଶୁକ୍ରବାର ଭୋର ୪ଟାରେ ହେଲା ପହୁଡ ନୀତି । ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ…

କନକ ବ୍ୟୁରୋ: ମହାପ୍ରଭୂଙ୍କ ରଥଯାତ୍ରା ପୂର୍ବରୁ ବାରମ୍ବାର ହେଉଛି ନୀତି ବିଭ୍ରାଟ । ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ୱହୀନତା ଯୋଗୁଁ ଶୁକ୍ରବାର ଭୋର ୪ଟାରେ ହୋଇଛି ପହୁଡ । ଫଳରେ ଶନିବାର ଦିନ ଦୁଇ ଘଣ୍ଟା ବିଳମ୍ବରେ ନୀତି ଆରମ୍ଭ ହୋଇଥିଲା । ଯେଉଁଥିପାଇଁ ଶ୍ରଦ୍ଧାଳୁଙ୍କୁ ଖରା ଓ ଗୁଳୁଗୁଳିରେ…

ଯୁଦ୍ଧ ଭିତରେ ପ୍ରଥମଥର ପାଇଁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ । ଜାପାନ…

କନକ ବ୍ୟୁରୋ : ଜାପାନର ହିରୋସୀମା ଠାରେ ଆୟୋଜିତ ଜି-୭ ବୈଠକରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ମିଳନୀରେ ୨ୟ ଦିନରେ ବେଶ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଅନ୍ୟ ରାଷ୍ଟ୍ରନେତା ପହଁଚିଛନ୍ତି ।…