Daily Archives

May 15, 2023

ଗେହଲଟ୍ ସରକାରକୁ ଚେତାବନୀ ଦେଲେ ପାଇଲଟ୍ । କହିଲେ, ମୁଁ କୌଣସି ପଦରେ ନରହିଲେ ବି, ରାଜସ୍ଥାନବାସୀଙ୍କ ସେବା କରିବି ।

କନକ ବ୍ୟୁରୋ: ଅଶୋକ ଗେହଲଟଙ୍କୁ ଚେତାବନୀ ଦେଲେ ସଚିନ ପାଇଲଟ୍ । ସୋମବାର କଂଗ୍ରେସ ନେତା ସଚିନ ପାଇଲଟଙ୍କ ଜନ ସଂଘର୍ଷ ଯାତ୍ରାର ଶେଷ ଦିନ ଥିଲା । ଏହି ସମୟରେ ସେ କହିଛନ୍ତି ଯେ, ମୋ କାମ କରିବାର ତରିକା, ମୋ ନିଷ୍ଠା ଉପରେ ମୋ ବିରୋଧୀ ବି ଆଙ୍ଗୁଠି ଉଠାଇପାରିବେ ନାହିଁ । ମୁଁ କୌଣସି ପଦରେ…

ସୁନା ସୋ’ ରୁମ୍ ଖାଲି କରିଦେଲେ ଡକାୟତି ଗ୍ୟାଙ୍ଗ: ଗଲା ବେଳେ ବାହାର ପଟୁ ପକାଇଦେଲେ ସଟର୍

କନକ ବ୍ୟୁରୋ: ଯାଜପୁର ରୋଡରେ ସୋ ରୁମ୍ ଲୁଟ କଲେ ଡକାୟତ । ୭ ଜଣିଆ ଡକାୟତ ଆସି ଲୁଟିନେଲେ ସୋ ରୁମ୍ । ଗ୍ରାହକ ରୂପରେ ସୋ ରୁମକୁ ଆସିଥିଲେ ଡକାୟତି ଗ୍ୟାଙ୍ଗ । କର୍ମଚାରୀ ଓ ଗ୍ରାହକଙ୍କୁ ମାଡମାରି ଲୁଟିଲେ ସୁନା । ଡକାୟତଙ୍କ ଆକ୍ରମଣରେ ଦସ୍ୱବ କର୍ମଚାରୀ ଆହତ । ଦିନ ୧ଟାରୁ ସାଢେ ଗୋଟାଏ ସମୟର…

କର୍ଣ୍ଣାଟକ ଜୟନଗର ନିର୍ବାଚନମଣ୍ଡଳୀ ଫଳାଫଳ ନେଇ ବିବାଦ: ପ୍ରଥମେ ଜିତିଥିଲା କଂଗ୍ରେସ, ପୁନର୍ଗଣତି ପରେ ୧୬ଟି ଭୋଟରେ…

କନକ ବ୍ୟୁରୋ: ପୁନର୍ଗଣତି ପରେ ମାତ୍ର ୧୬ ଭୋଟ୍ରେ ହାରିଲେ କଂଗ୍ରେସ ପ୍ରାର୍ଥୀ । ଶନିବାର କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ଆସିଥିଲା । ଆଉ ଜୟନଗର ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ସୌମ୍ୟା ରେଡ୍ଡୀଙ୍କୁ ମାତ୍ର ୧୬ଟି ଭୋଟ୍ରେ ମାତ ଦେଇଛନ୍ତି ବିଜେପି ପ୍ରାର୍ଥୀ ସିକେ…

ଏନପିସିଆଇକୁ ତଥ୍ୟ ମାଗିଲା ଏସଟିଏଫ: ୟୁପିଆଇର ଯୁବକଙ୍କ ଆକାଉଣ୍ଟକୁ ଆସିଛି ଟଙ୍କା

କନକ ବ୍ୟୁରୋ: ପାକିସ୍ତାନ ଲିଙ୍କରେ ଓଡିଆ ଯୁବକ ଗିରଫ ଘଟଣା । ୬୧ଟି ବ୍ୟାଙ୍କ ଆକାଉଣ୍ଟରୁ ଏସଟିଏଫକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଏନପିସିଆଇକୁ ତଥ୍ୟ ମାଗିଲା ଏସଟିଏଫ । ୟୁପିଆଇର ଯୁବକଙ୍କ ଆକାଉଣ୍ଟକୁ ଆସିଛି ଟଙ୍କା । ଆସିଥିବା ଟଙ୍କାକୁ ନେଇ ଖୋଳତାଡ କରୁଛି ଏସଟିଏଫ । ମୋବାଇଲ ନୁହେଁ…

ଶାସ୍ତ୍ରୀଙ୍କ ବଡ ବୟାନ । ଟି-୨୦ରେ ରୋହିତ, କୋହଲିଙ୍କଠାରୁ ଆଗକୁ ବଢୁ ଟିମ୍ ଇଣ୍ଡିଆ । ଯୁବ ଖେଳାଳିଙ୍କୁ ଟିମରେ ମିଳୁ…

କନକ ବ୍ୟୁରୋ: ଦିନିକିଆ ବିଶ୍ୱକପ୍ ପରେ ୨୦୨୪ରେ ଖେଳାଯିବାକୁ ଅଛି ଟି-୨୦ ବିଶ୍ୱକପ୍ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ କେଉଁ ଭଳି ଦଳ ପଡିଆକୁ ଓହ୍ଲାଇବା ଦରକାର, ସେନେଇ ବଡ ବୟାନ ଦେଇଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ରବିଶାସ୍ତ୍ରୀ । ତାଙ୍କ କହିବା କଥା, ଏବେ ସମୟ ଆସିଯାଇଛି, ଟିମ୍ ଇଣ୍ଡିଆ…

୨୦ କି ୩୦ ବର୍ଷ ନୁହେଁ ୨୦୦ବର୍ଷ ପୂର୍ବେ ତିଆରି ହୋଇସାରିଥିଲା ଇଲେକ୍ଟ୍ରିକ୍ କାର । ଜାଣନ୍ତୁ କଣ କହୁଛି ଇତିହାସ

କନକ ବ୍ୟୁରୋ : ଇଲେକ୍ଟ୍ରିକ୍ କାର୍ ବା ବିଦ୍ୟୁତ୍ ଚାଳିତ କାର୍ । ବର୍ତ୍ତମାନ ପେଟ୍ରୋଲ ଡିଜେଲର ମହଙ୍ଗା ଯୁଗରେ ଇଲେକ୍ଟ୍ରିକ୍ ଗାଡିର ବ୍ୟବହାର ବେସ୍ ଅଧିକ ବଢିଗଲାଣି । ସମସ୍ତେ ପ୍ରାୟ ବିଦ୍ୟୁତ୍ ଚାଳିତ ଗାଡିକୁ ବ୍ୟବହାର କରିବାରେ ଲାଗିଲେଣି । କିନ୍ତୁ ବୋଧ ଅନେକ ଲୋକ ଜାଣିନଥିବେକି,…