Daily Archives

May 2, 2023

ତିହାର ଜେଲରେ ଗ୍ୟାଙ୍ଗୱାର । ଗ୍ରୀଲ କାଟି ସେଲ ଭିତରେ ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିଆଙ୍କୁ ରଡରେ ପିଟିପିଟି ହତ୍ୟା

କନକ ବ୍ୟୁରୋ : ମଙ୍ଗଳବାର ସକାଳୁ ତିହାଡ ଜେଲରେ ଆତଙ୍କ ଖେଳିଯାଇଥିଲା ଯେତେବେଳେ ଜାଣିବାକୁ ମିଳିଥିଲା ଜେଲ ଭିତରେ ହୋଇଛି ବଡ ଧରଣର ଗ୍ୟାଙ୍ଗୱାର । କେବଳ ଗ୍ୟାଙ୍ଗୱାର ହୋଇନି ବଂର ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ ହତ୍ୟା ମଧ୍ୟ କରାଯାଇଛି । ଇଏ ହେଉଛି ଟିଲୁ ତାଜପୁରିଆ । ୨୦୨୧ ମସିହାରୁ ହତ୍ୟା…

କର୍ଣ୍ଣାଟକରେ ନିର୍ବାଚନ ଇସ୍ତାହାରରେ ମାଗଣା ପ୍ରତିଶ୍ରୁତି । ସବୁ ଘରକୁ ୨୦୦ ୟୁନିଟ ଯାଏ ମାଗଣା ବିଜୁଳି, ପରିବାର…

କନକ ବ୍ୟୁରୋ : ମେ ୧୦ରେ ପଡିବ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ । ଠିକ ଏହାର ୮ଦିନ ପୂର୍ବରୁ ରାଜ୍ୟ ପାଇଁ ପୁଳା ପୁଳା ମାଗଣା ପ୍ରତିଶ୍ରୁତି ଆଣିଛି କଂଗ୍ରେସ । ସୋମବାର ବିଜେପି ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଥିବାବେଳେ ମଙ୍ଗଳବାର ଏହାକୁ ଟକ୍କର ଦେଇ କଂଗ୍ରେସ ଜାରି କରିଛି…

ଦେବାଳିଆ ସ୍ତରକୁ ଆସିଗଲା କି ଆମେରିକା ! ବିଲ ପୈଠ କରିବାକୁ ରାଜକୋଷରେ ନାହିଁ ଅର୍ଥ

କନକ ବ୍ୟୁରୋ : କରୋନା ପରେ ସାରା ବିଶ୍ୱକୁ ଘାରିଛ ଆର୍ଥିକ ମାନ୍ଦାବସ୍ଥା । ଏବେ ଏହାର ପ୍ରଭାବ ଅନେକ ବିକାଶଶୀଳ ଦେଶ ଉପରେ ପଡୁଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଆମେରିକାର ଟ୍ରେଜେରୀ ସଚିବ ଜେନେଟ୍ ୟେଲେନ ଆମେରିକା ସରକାରଙ୍କୁ ଏକ ଚେତାବନୀ ପୂର୍ଣ୍ଣ ଚିଠି ଲେଖିଛନ୍ତି । ସେ ତାଙ୍କ…

ମହାକାଳପଡା କୋଦାକଣ ଗାଁରେ ଉତ୍କଟ ହୋଇଛି ଜଳ ସମସ୍ୟା। ଗରା-ବାଲଟି ଧରି ବସିରହୁଛନ୍ତି ପରିବାର।

କନକ ବ୍ୟୁରୋ: ପାନୀୟ ଜଳ ସମସ୍ୟା ଭୋଗୁଛନ୍ତି ୧୫୦ ପରିବାରର ୬ ଶହରୁ ଅଧିକ ଲୋକ । ପରିବାରର ଜଳ ଆବଶ୍ୟକତା ମେଣ୍ଟାଇବା ପାଇଁ କିଏ ଭାରରେ ପାଣି ବୋହୁଛନ୍ତ ତ ଆଉ କିଏ ଗରା-ବାଲଟି ଧରି ବାଟ ଚାଲୁଛନ୍ତି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ କୋଦାକଣ ଗାଁରେ ଉକ୍ରଟ ହୋଇଛି ଜଳ ସମସ୍ୟା ।…

ଧାନ ବିଲରେ କାଳବୈଶାଖୀ ପ୍ରଭାବ। ଅମଳ ଆଗରୁ ଉଜୁଡି଼ଗଲା ଧାନ ଫସଲ।

କନକ ବ୍ୟୁରୋ: ଅମଳ ଆଗରୁ ଉଜୁଡିଗଲା ଧାନ ଫସଲ । ପ୍ରଥମେ ରୋଗ ପୋକ ଲାଗିବାରୁ ୩୦ ପ୍ରତିଶତ ଧାନ ନଷ୍ଟ ହୋଇଥିଲା, ଏବେ କୁଆପଥର ମାଡରେ ଆଉ ୬୦ ପ୍ରତିଶତ ଧାନ ଫସଲ ଉଜାଡି ଦେଇଛି । ଧାନ କେଣ୍ଡାରେ ନ ରହି ମାଟି ଉପରେ ମେଲେଇ ହୋଇପଡିଛି । କୁଆପଥର ମାଡ ଯୋଗୁଁ ଧାନ ଗୁଡିକ କେଣ୍ଡାରୁ ଛଣ୍ଡିଯାଇଛି ।…

ଧର୍ମଶାଳାରେ ବେଆଇନ୍ ପାହାଡଫଟାକୁ ବିରୋଧ। ଲିଜଧାରୀ ଓ ରାଜସ୍ୱ ଅଧିକାରୀଙ୍କ ବିରୋଧରେ ରଣହୁଙ୍କାର ଦେଲେ ସ୍ଥାନୀୟ ଲୋକେ।

କନକ ବ୍ୟୁରୋ: ପାହାଡ ଫଟାକୁ ନେଇ ତାତିଲେ ସ୍ଥାନୀୟ ଜନତା । ଲିଜଧାରୀ ଓ ରାଜସ୍ୱ ଅଧିକାରୀଙ୍କ ବିରୋଧରେ ଦେଲେ ରଣହୁଙ୍କାର । ଲିଜଧାରୀଙ୍କ ସହ ସଲାସୁତରା କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆମରଣ ଅନଶନରେ ବସିଲେ ଲୋକେ । ଯାଜପୁର ଜିଲ୍ଳା ଧର୍ମଶାଳା ତହସିଲରେ କଳାପଥର…