Daily Archives

May 2, 2023

ମଦ ବିରୋଧରେ ଏକାଠି ହେଲେ ମହିଳା। ନିଶାସକ୍ତ ଯୁବକକୁ କାବୁ କରିି ପେଟେଣ୍ଟ ମେଡିସିନ୍ ଦେଲେ ମହିଳା । 

କନକ ବ୍ୟୁରୋ: ତାତିଲେ ମହିଳା । ମଦ ବିରୋଧରେ ଏକାଠି ହୋଇ ମଦୁଆକୁ ସାବାଡ କରିଛନ୍ତି ମହିଳାମାନେ । ଏଣିକି ଆଗକୁ ମଦ ପିଇଲେ କି ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ମଦୁଆଙ୍କୁ ଏମିତି କଡା ତାଗିଦ କରିଛନ୍ତି ଉତ୍ୟକ୍ତ ମହିଳା । ନବରଙ୍ଗପୁରର ତେନ୍ତୁଳିିଖୁଂଟି ଥାନା ଚିତ୍ରକୋଟ ଗାଁରେ…

ସୁନ୍ଦରଗଡ ବିଲେଇମୁଣ୍ଡାରେ ଅଘଟଣ। ଚୋରକୁ ଧରିବା ପାଇଁ ଗୋଡାଉ ଥିବା ବେଳେ ସାମ୍ନାପଟୁ ମାଡିଗଲା ଟ୍ରଲର।

କନକ ବ୍ୟୁରୋ: ଚୋର ପାଇଁ ଦୁର୍ଘଟଣା । ଚୋର ସମେତ ୩ ଜଣଙ୍କ ମୃତ୍ୟୁ । ଏମିତି ଏକ ଦୁର୍ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଅଂଚଳରେ । ବାଙ୍କିବାହାଲ-ଟପରିଆ ରାସ୍ତାର ବିଲେଇମୁଣ୍ଡା ନିକଟ ଛତାବରରେ ଏକ ଦୁର୍ଘଟଣାଗ୍ରସ୍ତ ବୋଲରେ ଗାଡିରୁ ଟାୟାର ଓ ଅନ୍ୟ ଯନ୍ତ୍ରାଂଶ ଚୋରୀ କରିବା ପାଇଁ…

କଂଗ୍ରେସ ସୁଦାନ ସଙ୍କଟ ଉପରେ ରାଜନୀତି କରିବାକୁ ପଛାଇନାହିଁ। ପିଡୀତ ପରିବାରକୁ ଉସକାଉଛନ୍ତି ଦଳର ନେତା:…

କନକ ବ୍ୟୁରୋ: କର୍ଣ୍ଣାଟକରେ ବିଜେପି ନିର୍ବାଚନ ପ୍ରଚାର ଜୋରଦାର କରିଚାଲିଛି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପ୍ରଚାରକୁ ଓହ୍ଲାଇ ଦଳ ପାଇଁ ବିଭିନ୍ନ ସ୍ଥାନରେ ରାଲି କରୁଛନ୍ତି । ମୋଦୀ ମଙ୍ଗଳବାର ସିନ୍ଦନୁରରେ ଏକ ରାଲିକୁ ସମ୍ବୋଧିତ କରିବା ସହ କଂଗ୍ରେସ ଏବଂ ଜେଡିୟୁ ଉପରେ ହମଲା କରିଛନ୍ତି ।…

ଗୁଜରାଟ ହାଇକୋର୍ଟରୁ ରାହୁଲ ଗାନ୍ଧୀଙ୍କୁ ମିଳିଲା ନାହିଁ ଆଶ୍ୱସ୍ଥି । ଶୁଣାଣି ଶେଷ, ରାୟ ସଂରକ୍ଷିତ

କନକ ବ୍ୟୁରୋ : କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ହାଇକୋର୍ଟ ପୁଣି ଝଟକା ଦେଇଛନ୍ତି । ମୋଦୀ ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀଙ୍କ ମାମଲାରେ ସୁରଟ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ରାହୁଲ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ । ଏହି ମାମଲାର ଶୁଣାଣି କରି ଗୁଜରାଟ ହାଇକୋର୍ଟ…

ନିଶା ପାଇଁ କଫସିରପ୍! ରାଜଧାନୀରୁ ନକଲି କଫସିରପ୍ ଜବତ ପରେ ଆକ୍ସନ୍ ମୋଡରେ ପୋଲିସ ।

କନକ ବ୍ୟୁରୋ: ନିଶା ପାଇଁ କଫସିରପ୍ ପିଉଛନ୍ତି ଯୁବପିଢୀ । ରାଜଧାନୀରେ ନକଲି କଫସିରପ୍ ଜବତ ହେବା ପରେ ଆକ୍ସନ୍ ମୋଡରେ କମିଶନରେଟ୍ ପୋଲିସ । ବିଭିନ୍ନ ଡ୍ରଗ୍ ଫାର୍ମା ଉପରେ ଚଢାଉ କରାଯାଇ, କଫସିରପର ମାନ ପରୀକ୍ଷା କରାଯାଉଛି । ଗତ ୩୦ ତାରିଖରେ ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ୨୪ଶହ ବୋତଲ ନକଲି…

ପୁଣି ଧକ୍କା ଦେଲା ‘ମୋ ବସ୍’, ଅଳ୍ପକେ ବର୍ତିଲେ କଟକ ଅତିରିକ୍ତ-ଜିଲ୍ଲାପାଳ।

କନକ ବ୍ୟୁରୋ: ପୁଣି ମୋ ବସର ଦୌରାତ୍ମ୍ୟ ଦେଖିବାକୁ ମିଳିଛି ରାଜଧାନୀରେ । ରାଜଭବନ ଛକରେ ଏକ ଗାଡିକୁ ଧକ୍କା ଦେଇଛି ମୋ ବସ୍ । ଫଳରେ ଅଳ୍ପକେ ବର୍ତିଲେ କଟକ ଅତିରିକ୍ତ ଜିଲ୍ଲାପାଳ । ଅତିରିକ୍ତ-ଜିଲ୍ଲାପାଳ ଗାଡି ୟୁନିଟ୍ ୬ ପଟୁ ଆସୁଥିବାବଳେ ଏଜି ଛକରୁ ଆସୁଥିବା ମୋ ବସ୍ ନମ୍ବର ୨୩ ପଛପଟୁ…