Daily Archives

April 29, 2023

ସମ୍ବଲପୁର ହନୁମାନ ଜୟନ୍ତୀ ହିଂସା ଘଟଣା । ଆଗୁଆ ସତର୍କ କରିଥିଲା ଗୁଇନ୍ଦା ବିଭାଗ ।

କନକ ବ୍ୟୁରୋ: ସମ୍ବଲପୁର ହନୁମାନ ଜୟନ୍ତୀ ହିଂସା ଘଟଣା । ହିଂସା ନେଇ ଏସପିଙ୍କୁ ଆଗୁଆ ସତର୍କ କରିଥିଲା ଗୁଇନ୍ଦା ବିଭାଗ । ସମ୍ବଲପୁର ଜିଲ୍ଲା ଏସପିଙ୍କୁ ଚିଠି ଲେଖି ସତର୍କ ରହିବାକୁ ସୂଚନା ଦେଇଥିଲେ ଗୁଇନ୍ଦା ଏସପି । ସେହି ସମୟର ଚିଠି ଏବେ ସାମ୍ନାକୁ ଆସିଛି । ୧୨ ଏପ୍ରିଲରେ ହନୁମାନ…

ପାକିସ୍ତାନରୁ ଆସିଛି ଆଶ୍ଚର୍ଯ୍ୟଜନକ ଖବର, ମୃତ ଶରୀର ସହ ଯୌନ ସମ୍ପର୍କ ସ୍ଥାପନ କରୁଛନ୍ତି ଦୁର୍ବୁତ

କନକ ବ୍ୟୁରୋ : କବରରେ ତାଲା । ପାକିସ୍ତାନରୁ ଆସିଛି ଆଶ୍ଚର୍ଯ୍ୟଜନକ ଖବର । କାଙ୍ଗାଳ ସ୍ଥିତିରେ ପହଁଚିଥିବା ପାକିସ୍ତାନରେ ବୃଦ୍ଧି ପାଉଛି ନେକ୍ରୋଫିଲିଆ ମାମଲା । ନେକ୍ରୋଫିଲିଆ ଅର୍ଥାତ ମୃତ ଶରୀର ସହ ଯୌନ ସମ୍ବନ୍ଧ ସ୍ଥାପନ କରିବା । ଏଭଳି କିଛି ମାମଲା ଲଗାତାର ଦେଖିବାକୁ ମିଳିବା ପରେ ଏବେ…

ଦାନ୍ତେୱାଡ଼ା ମାଓ ଆକ୍ରମଣ ଘଟଣାରେ ସାମ୍ନାକୁ ଆସିଲା ଚାଂଚଲ୍ୟକର ତଥ୍ୟ । ଦୁଇ ମାସ ପୂର୍ବରୁ ମାଟିତଳେ ବିସ୍ଫୋରକ…

କନକ ବ୍ୟୁରୋ : ଦାନ୍ତେୱାଡା ନକ୍ସଲ ଆକ୍ରମଣ ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଛି । ନକ୍ସଲମାନେ ଆଇଡି ବିସ୍ଫୋରଣ କରି ଛତିଶଗଡ ଡିଆରଜି ଯବାନଙ୍କ ଗାଡିକୁ ଉଡାଇ ଦେଇଥିଲେ । ଘଟଣାରେ ୧୦ଜଣ ଡିଆରଜି ଯବାନ ସହିଦ ହୋଇଛନ୍ତି । ଏଥିସହ ଜଣେ ଡ୍ରାଇଭର ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ଘଟଣାର ତିନି…

କୁସ୍ତିଯୋଦ୍ଧାଙ୍କୁ ସମର୍ଥନରେ ଧାରଣାସ୍ଥଳରେ ପହଁଚିଲେ ପ୍ରିୟଙ୍କା ଗାନ୍ଧୀ ଓ ଅରବିନ୍ଦ କେଜ୍ରିୱାଲ, ନେତା କହିଲେ ଦେଶ…

କନକ ବ୍ୟୁରୋ : ମୁଣ୍ଡଫଟା ଖରାରେ ଜାରି ରହିଛି କୁସ୍ତିଯୋଦ୍ଧାଙ୍କ ଧାରଣା । ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜଭୂଷଣ ବିରୋଧରେ ରଣହୁଙ୍କାର ଦେଇ ଶହ ଶହ କୁସ୍ତିଯୋଦ୍ଧା ଜନ୍ତରମନ୍ତରରେ କରୁଛନ୍ତି ବିରୋଧପ୍ରଦର୍ଶନ । ଧାରଣାକୁ ୭ଦିନ ପୂରିଥିବାବେଳେ ଶନିବାର ଏମାନଙ୍କୁୁ ଭେଟିବା ପାଇଁ…

ଜମୁଛି କର୍ଣ୍ଣାଟକ ନିର୍ବାଚନ ପ୍ରଚାର । ବେଙ୍ଗାଲୁରରେ ମୋଦୀଙ୍କ ମାରାଥନ ରାଲି, ନିର୍ବାଚନୀ ଇସ୍ତାହାରକୁ ନେଇ…

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖେଇ ଆସୁଛି କର୍ଣ୍ଣାଟକ ପ୍ରଚାର ମଇଦାନରେ ସେତିକି ଭିଡ ଦେଖିବାକୁ ମିଳୁଛି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଜୋରଦାର କ୍ୟାମ୍ପେନ କରିବା ସହ ପରଷ୍ପରକୁ ଟାର୍ଗେଟ କରିବାରେ ଅବହେଳା କରୁନାହାଁନ୍ତିି ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ । ଶନିବାର ଦୁଇ ଦିନିଆ…

ଦାନ୍ତେୱାଡା ନକ୍ସଲ ଆକ୍ରମଣକୁ ନେଇ ଚାଞ୍ଚଲ୍ୟକର ତଥ୍ୟ । ଘଟଣାର ୨ ମାସ ଆଗରୁ ନକ୍ସଲ ପୋତିଥିଲେ ବିସ୍ଫୋରକ ।

କନକ ବ୍ୟୁରୋ: ଗତ ୨୬ ତାରିଖ ଦାନ୍ତେୱାଡା ନକ୍ସଲ ଆକ୍ରମଣ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଯେଉଁଭଳି ଭାବେ ଆଇଇଡି ଲଗାଇ ଛତିଶଗଡ ଡିଆରଜିର ଯବାନଙ୍କ ଗାଡିକୁ ଉଡାଇ ଦେଇଥିଲେ ନକ୍ସଲ, ତାହା ପୁରା ଦେଶକୁ ଦୋହଲାଇ ଦେଇଥିଲା । ଘଟଣାର ୩ ଦିନ ପରେ ଆସିଛି ଆକ୍ରମଣକୁ ନେଇ ଚାଞ୍ଚଲ୍ୟକର ତଥ୍ୟ…