Daily Archives

April 24, 2023

କର୍ଣ୍ଣାଟକ ବିଧାନସଭା ନିର୍ବାଚନ: ପ୍ରଚାରରେ ବ୍ୟସ୍ତ ନେତା

କନକ ବ୍ୟୁରୋ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ଚାଲିଛି ପ୍ରଚାର । ମେ ୧୦ରେ ଭୋଟ ପଡିବାକୁ ଥିବାବେଳେ କର୍ଣ୍ଣାଟକ ମହୀଶୁରରେ ପହଞ୍ଚି ବିଜେପି ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସୋମବାର ସକାଳୁ ମହୀଶୁର ଚାମୁଣ୍ଡେଶ୍ୱର ମନ୍ଦିରରେ ପ୍ରଥମେ…

କେରଳରେ ପ୍ରଧାନମନ୍ତ୍ରୀ ମୋଦୀ। ପାରମ୍ପରିକ କେରଳ ପୋଷାକ ପିନ୍ଧି କଲେ ଦୁଇ କିଲୋମିଟର ରୋଡ ସୋ।

କନକ ବ୍ୟୁରୋ: ହତ୍ୟା ଧମକ ପାଇବା ପରେ ସୋମବାର କେରଳରେ ବିଶାଳ ରୋଡ ସୋ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୋଚିରେ ପ୍ରଧାନମନ୍ତ୍ରୀ ପ୍ରାୟ ୨କିଲୋମିଟର ରୋଡ ସୋ କରିଛନ୍ତି । ଫୁଲବର୍ଷା ଭିତରେ ପ୍ରଥମେ ଗାଡି ଓ ପରେ ଚାଲିଚାଲି ପ୍ରଂଶସକଙ୍କ ଅଭିବାଦନ ଗ୍ରହଣ କରିଛନ୍ତି ମୋଦୀ ।…

ବିଜୁଳି କାଟ୍ ଯୋଗୁଁ ଲୋକେ ହନ୍ତସନ୍ତ । ମନ୍ତ୍ରୀ କହିଲେ ପାୱାର କଟ୍ ନୁହେଁ, ଓଭରଲୋଡିଂ ଯୋଗୁଁ ହେଉଛି ପାୱାର ଟ୍ରିପ୍ ।…

କନକ ବ୍ୟୁରୋ: କିଛି ଦିନ ତଳେ ରାଜ୍ୟର ଶକ୍ତିମନ୍ତ୍ରୀ କହୁଥିଲେ, ପାୱାର କଟ୍ ଏକ କଳ୍ପନା । ହେଲେ ରାଜ୍ୟର ବିଭିନ୍ନ ଭାଗରୁ ଆସିଥିବା ଅଘୋଷିତ ବିଜୁଳି କାଟର ଚିତ୍ର, ମନ୍ତ୍ରୀଙ୍କୁ ବୟାନ ବଦଳାଇବା ପାଇଁ ବାଧ୍ୟ କରିଛି । ସିଧାସଳଖ ବିଜୁଳି କାଟକୁ ମନ୍ତ୍ରୀ ମାନିନଥିଲେ ବି ପାୱାର ଟ୍ରିପର…

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ପ୍ରଶ୍ନପତ୍ର ବିଭ୍ରାଟ: ରବିବାର ପରୀକ୍ଷା, ସୋମବାର ବାତିଲ

କନକ ବ୍ୟୁରୋ: ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଜୁନିୟର ଆକାଉଂଟାଂଟ ପଦବୀ ପାଇଁ ହୋଇଥିବା ପରୀକ୍ଷାକୁ ବାତିଲ୍ କରାଯାଇଛି । ଯେଉଁ କାରଣ ପାଇଁ ଏହି ପରୀକ୍ଷାକୁ ବାତିଲ କରିଛି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ, ତାହା ଅତ୍ୟନ୍ତ ଦୁଭାର୍ଗ୍ୟଜନକ । ପରୀକ୍ଷା କେତେ ଖାମଖିଆଲି ଭାବେ…

କାଳ ପାଲଟୁଛି କାଳବୈଶାଖୀ: କୁଆପଥର ମାଡ଼ ସହ ଝଡ଼ବର୍ଷା, ଉଡିଲା ଛପର, ଭାଙ୍ଗିଲା ଘର

କନକ ବ୍ୟୁରୋ: ଚାଷୀଙ୍କୁ କାଳ ହେଲା କାଳବୈଶାଖୀ । ବର୍ଷା ପବନ ସାଙ୍ଗକୁ କୁଆପଥର ମାଡରେ ଭାଙ୍ଗି ଯାଇଛି ଚାଷୀଙ୍କ ମେରୁଦଣ୍ଡ । କୁଆପଥର ବର୍ଷା କେଉଁଠି ପାଚିଲା ଧାନକୁ ଉଜାଡି ଦେଇଛି ତ ଆଉ କେଉଁଠି ଅମଳ ଅପେକ୍ଷାରେ ଥିବା ମକା ଫସଲକୁ ନଷ୍ଟ ହୋଇଯାଇଛି । ରବିବାର ସଂଧ୍ୟାରେ ହଠାତ୍…

ମହାନଦୀ ପାଣିକୁ କବଜାରେ ରଖିିଛି ଛତିଶଗଡ଼! ଡ୍ୟାମ ଓ ବ୍ୟାରେଜରେ ଉଛୁଳୁଛି ପାଣି

କନକ ବ୍ୟୁରୋ: ଛତିଶଗଡ଼ର ମନମାନୀ । ଖରାଦିନେ ଇଛା ହେଲେ ଓଡିଶାକୁ ପାଣି ଛାଡୁଛି । ନୀତି ନିୟମକୁ ଜଳାଂଜଳି କରି ବିଭିନ୍ନ ଡ୍ୟାମ ଓ ବ୍ୟାରେଜରେ ଅଟକାଇ ରଖିଛି ପାଣି । ଜାଣିବାକୁ ମିଳିଛି, ଗତ ସପ୍ତାହରେ ଛତିଶଗଡ ଗସ୍ତ ବେଳେ ଛତିଶଗଡ଼ର ଚକ୍ରାନ୍ତ ଆଖିରେ ଦେଖିଛି ଟ୍ରିବ୍ୟୁନାଲ୍ ସଦସ୍ୟ । ଛତିଶଗଡ଼…