Daily Archives

April 24, 2023

ଦଲାଲ-ବ୍ୟାଙ୍କ କର୍ମଚାରୀ ମଧୁଚନ୍ଦ୍ରିକା! ଗରିବଙ୍କ ନାଁରେ ଋଣ କରି ଖାଇଗଲେ ଟଙ୍କା

କନକ ବ୍ୟୁରୋ: ସୁନ୍ଦରଗଡ ଜିଲ୍ଲା ଟାଙ୍ଗରିପାଲ୍ଲି ବ୍ଲକ ବନ୍ଧପାଲି ପଂଚାୟତ ସଦରଥାନା ଛକର ଦିନ ମଜୁରିଆ ତପନ ଓରାମଙ୍କ ମୁଣ୍ଡରେ ଏବେ ଚଡକ ପଡିଛି । ସରଳ ବିଶ୍ୱାସୀ ହୋଇଥିବାରୁ ଠକେଇର ଶିକାର ହୋଇଛନ୍ତି ଏହି ଗରିବ ଖଟିଖିଆ । ଋଣ ନାଁରେ ତାଙ୍କୁ ଠକି ଦେଇଛନ୍ତି ଦଲାଲ ଓ ବ୍ୟାଙ୍କ କର୍ମଚାରୀ ।…

ବିନା ସୁଧରେ ଚାଷୀଙ୍କୁ ଋଣ: ୪୪୧ କୋଟି ଟଙ୍କା ସୁଧ ରିହାତି

କନକ ବ୍ୟୁରୋ: ମିଶନ ଶକ୍ତିର ମହିଳାଙ୍କୁ ବିନା ସୁଧରେ ରୁଣ ଯୋଗାଇ ଦେବା ପରେ, ରାଜ୍ୟ ସରକାରଙ୍କ ଫୋକସରେ କୃଷକ । ଚାଷୀ ଅକ୍ଷୟ ତୃତୀୟାରେ ଜମିରେ ଚାଷ ଅନୁକୂଳ କରିବାର ଦିନକ ପରେ, ସେମାନଙ୍କ ପାଇଁ ପେଡି ଖୋଲି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷି…

ଅର୍ଚ୍ଚନା ନାଗଙ୍କ ହନିଟ୍ରାପ୍ ମାମଲା: ତାରିଖ ପରେ ତାରିଖ ଗଡ଼ୁଛି, କୋର୍ଟରେ ହାଜର ହେଉନାହାନ୍ତି ଶ୍ରଦ୍ଧାଞ୍ଜଳି

କନକ ବ୍ୟୁରୋ: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ହନିଟ୍ରାପ ମାମଲା ଏବେ କୋର୍ଟରେ ବିଚାରାଧୀନ । ଏହି ମାମଲାରେ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି ଅନ୍ୟ ଅଭିଯୁକ୍ତ । ତେବେ ପିଏମଏଲଏ ସ୍ୱତନ୍ତ୍ର କୋର୍ଟରେ ତାରିଖ ପରେ ତାରିଖ ଗଡୁଥିଲେ ବି ଶ୍ରଦ୍ଧାଞ୍ଜଳି…

ରାସ୍ତା ସଂପ୍ରସାରଣ ପାଇଁ କଟା ହେଉଛି ବହୁ ବର୍ଷର ପୁରୁଣା ଗଛ । ଧୁ ଧୁ ଖରାରେ ପିପିଲି ରାସ୍ତାରେ ବାଟୋଇଙ୍କୁ ମିଳୁନି…

କନକ ବ୍ୟୁରୋ: ରାସ୍ତା ନବୀକରଣ ନାମରେ କାଟି ଦେଲେ ୧୦୦ ବର୍ଷର ବହୁ ପୁରୁଣା ଗଛ । ପୁରୀ ଜିଲ୍ଲା ପିପିଲିରେ ରାସ୍ତା ନବୀକରଣ ନାମରେ ବର, ଚାଖୁଣ୍ଡା, ଆମ୍ବ, ଓସ୍ତ ଭଳି ବହୁ ବଡ ବଡ ଗଛ କାଟି ଦିଆଯାଇଛି । ବର୍ଷ ବର୍ଷ ଥରି ପଥଚାରୀଙ୍କୁ ଛାଇ ଦେଉଥିବା ଗଛ ଗୁଡିକ କଟା ହୋଇଯିବା ପରେ ପିପିଲି…