Daily Archives

April 22, 2023

କଟକରେ ଆଇନ ଛାତ୍ରୀଙ୍କୁ ଦୁଷ୍ମର୍ମ ଅଭିଯୋଗ । ଜନ୍ମଦିନ ପାଳନ ପରେ ଘଟିଲା ଅଭାବନୀୟ କାଣ୍ଡ । ଅଭିଯୁକ୍ତ ହୋଟେଲ…

କନକ ବ୍ୟୁରୋ: କଟକରୁ ଆସିଛି ମାନବିକତାକୁ ଲଜ୍ଜିତ କରୁଥିବା ଖବର । କଟକ ମଧୁପାଟଣା ଥାନା ଅଞ୍ଚଳରେ ଏଭଳି କାଣ୍ଡ ଘଟିଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରି ଦେଇଛି । କଟକ ମଧୁପାଟଣା ଅଞ୍ଚଳର ଏକ ହୋଟେଲକୁ ସାଙ୍ଗସାଥୀଙ୍କ ସହ ଜନ୍ମଦିନ ପାଳନ କରିବାକୁ ଆସିଥିବା ଜଣେ ଆଇନ ପଢୁଥିବା…

ଦେଶର ବିଭିନ୍ନ ମସଜିଦରେ ନମାଜ ପାଠର ଆୟୋଜନ, ସେପଟେ ଘର ବାହାରକୁ ବାହାରି ପ୍ରଂଶସକଙ୍କୁ ଅଭିବାଦନ ଜଣାଇ ଇଦର ଶୁଭେଚ୍ଛା…

କନକ ବ୍ୟୁରୋ : ସାରାଦେଶରେ ଶନିବାର ପାଳନ ହୋଇଛି ଇଦ । ବିଭିନ୍ନ ମସଜିଦ୍ରେ ସାମୂହିକ ନମାଜ ପାଠ କରିଛନ୍ତି ମୁସଲମାନ୍ ଭାଇ । ପରସ୍ପରକୁ ଆଲିଙ୍ଗନ କରି ଇଦ୍ର ଶୁଭେଚ୍ଛା ଜଣାଇଛନ୍ତି ମୁସଲିମ୍ ଭାଇ ଓ ଭଉଣୀ । ଇଦ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ,…

ସିବିଆଇ ସମନକୁ ନେଇ ଜବାବ ରଖିଲେ ଜମ୍ମୁକଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । କହିଲେ, ଯେତେ ଭୟଭୀତ କଲେ ବି…

କନକ ବ୍ୟୁରୋ : ସିବିଆଇଠୁ ସମନ ପାଇବା ପରେ ଏଭଳି କିଛି ଅନ୍ଦାଜରେ ପ୍ରତିକ୍ରିୟା ରଖିଛନ୍ତି ଜମ୍ମୁକଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ସତ୍ୟପାଲ ସ୍ପଷ୍ଟ ଶଦ୍ଧରେ ନିଜକୁ ନିର୍ଦ୍ଦୋଷ କହୁଛନ୍ତି ଓ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଟାର୍ଗେଟ କରୁଛନ୍ତି । ଏଥିସହ ବେଶ ଦମ୍ଭରେ ସହ…

ବର୍ତ୍ତିପାରିବେନି ଆତଙ୍କବାଦୀ । ମୁହଁତୋଡ଼ ଜବାବ ଦେବା ପାଇଁ ସେନା ତୟାର । ପୁଞ୍ଚରେ ବଡ଼ ସର୍ଚ୍ଚ ଅପରେସନ୍

କନକ ବ୍ୟୁରୋ: ଜମ୍ମୁକାଶ୍ମରୀର ପୁଞ୍ଚ୍ ସେକ୍ଟରରେ ପାଞ୍ଚ ଯବାନ ସହିଦ ହେବା ପରେ, ଆତଙ୍କବାଦୀଙ୍କ ବିରୋଧରେ ଜୋରଦାର ଅଭିଯାନ ଆରମ୍ଭ କରିଛି ସେନା । ଯେଉଁ ଆତଙ୍କବାଦୀ ଏତେ ବଡ କାଣ୍ଡ ଘଟାଇଛନ୍ତି, ସେମାନଙ୍କୁ କଳେବଳେ କୌଶଳେ ନିପାତ କରିବାକୁ ପୂରା ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ…

ସହିଦ ହୋଇଗଲେ ସ୍ୱାମୀ, ଅମର ହେଲା ସିନ୍ଥି ସିନ୍ଦୂର । ବିବାହ ବାର୍ଷିକୀ ପୂର୍ବରୁ ସ୍ୱାମୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି…

କନକ ବ୍ୟୁରୋ: ଯେତେବେଳେ ସଧବା ମଥାରୁ ମଥାରୁ ସିନ୍ଦୁର ଲଭିଯାଏ । ଯେତେବେଳେ କଅଁଳା ଶିଶୁ ମୁଣ୍ଡରୁ ବାପାର ଆଶୀର୍ବାଦର ହାତ ହଟିଯାଏ । ସେତେବେଳେ କହିବାକୁ ଭାଷା ଓ ଲେଖିବାକୁ ଶବ୍ଦ ଖୋଜିବାକୁ ଯେତେ ଚେଷ୍ଟା କଲେ ବି, ଆବେଗ ପ୍ରକାଶ କରିବାରେ ମଣିଷ ଅସମର୍ଥ ହୁଏ । ଇଏ ସେହି କାହାଣୀର ଚିତ୍ର,…

ପୈତୃକସ୍ଥଳୀରେ ପହଁଚିଲା ସହିଦଙ୍କ ପାର୍ଥିବ ଶରୀର, ଶୋକାକୁଳ ପରିବେଶରେ ବୀର ଯବାନଙ୍କୁ ଶେଷ ବିଦାୟ ଦେଲେ ମା ମାଟି,…

କନକ ବ୍ୟୁରୋ : ଲୁହରେ ଭିଜିଲା ସହିଦଙ୍କ ଗାଁ । ବୀର ପୁଅକୁ ହରାଇ ବାହୁନି ବାହୁନି କାନ୍ଦୁଛି ଗାଁ । କାନ୍ଦୁଛନ୍ତି ବାପା-ମା ସ୍ତ୍ରୀ ଓ ସମ୍ପକୀୟ । ପୁଂଚ ଆତଙ୍କୀ ଆକ୍ରମଣରେ ସହୀଦ ହୋଇଥିବା ଯବାନଙ୍କ ପାର୍ଥିବ ଶରୀର ଯେତେବେଳେ ଜନ୍ମମାଟିରେ ପହଂଚିଲା, ସେତେବେଳେ ଶୋକାକୂଳ ପରିବେଶରେ ଫାଟି…