Daily Archives

April 21, 2023

ଖରାଛୁଟିରେ ପିଲା କରିବେ ହୋମୱାର୍କ। ସରକାରୀ ସ୍କୁଲ ପିଲାଙ୍କୁ ମିଳିଲା ଡାଏରୀ।

କନକ ବ୍ୟୁରୋ: ପୂର୍ବରୁ ଖରାଦିନ ଛୁଟିରେ ପିଲାମାନେ, ଯେମିତି ବୁଲୁଥିଲେ, ଏଣିକି ଆଉ ସେମିତି ବୁଲି ପାରିବେନି । ପିଲାମାନେ ଅବସର ସମୟକୁ କେମିତି ଉପଯୁକ୍ତ ଭାବରେ ବିନିଯୋଗ କରିପାରିବେ, ପାଠ ସହ ଯୋଡି ହୋଇ ରହିବେ, ସେଥିପାଇଁ ସେମାନଙ୍କୁ ହୋମୱାର୍କ ଦିଆଯାଇଛି । ଅଭିଭାବକମାନଙ୍କୁ ଏକ ବୁକଲେଟ୍…

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ନିର୍ମମ ହତ୍ୟା, ଲୁଟପାତ ପରେ ଆନ୍ଧ୍ରପ୍ରଦେଶ ଯୁବକଙ୍କୁ ଗୁଳିମାଡ କରି

କନକ ବ୍ୟୁରୋ : ଆମେରିକାରେ ପୁଣି ଭାରତୀୟ ଯୁବକଙ୍କୁ ହତ୍ୟା । ଆନ୍ଧ୍ରପ୍ରଦେଶ ଅମରାବତୀର ୨୪ବର୍ଷ ବୟସ୍କ ଛାତ୍ରଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ଜଣାପଡିଛି । ଓହିୟୋ ନିକଟରେ ଦୁବୁର୍ତଙ୍କ ଆକ୍ରମଣର ଶିକାର ହେବା ପରେ ସାଇଶବୀରା ନାମକ ଯୁବକ ଗୁରୁତର ଆହତ ହୋଇଥିଲେ । ପରେ ଚିକିତ୍ସା ସମୟରେ…

ଶାନ୍ତି ପାଇଁ ସମ୍ବଲପୁରରେ ଶୋଭାଯାତ୍ରା। ଉଭୟ ସମ୍ପ୍ରଦାୟର ଲୋକ ସାମିଲ।

କନକ ବ୍ୟୁରୋ: ସମ୍ବଲପୁରରେ ଶାନ୍ତି ଫେରାଇ ଆଣିବା ପାଇଁ, ସହରର ବିଭିନ୍ନ ସଂଗଠନ ପକ୍ଷରୁ ଆୟୋଜିତ ହୋଇଛି ଶାନ୍ତି ଶୋଭାଯାତ୍ରା । ଏହି ଶୋଭାଯାତ୍ରାରେ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ଲୋକ ସାମିଲ ହୋଇ ଏକତାର ବାର୍ତା ଦେବାକୁ ଉଦ୍ୟମ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,…

 ଗୋଧ୍ରାକାଣ୍ଡରେ ୮ଜଣ ଦୋଷୀଙ୍କୁ ଜାମିନକୁ ମଂଜୁରୀ କଲେ ସୁପ୍ରିମକୋର୍ଟ, ନରୋଦା ଗଣହତ୍ୟା ମାମଲାରେ ସମସ୍ତ ୬୭ଙ୍କୁ…

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଗୋଧ୍ରା ମାମଲାର ୮ଜଣ ଦୋଷୀଙ୍କୁ ମିଳିଛି ଜାମିନ । ଶୁକ୍ରବାର ୮ଜଣଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ୨୦୦୨ ମାମଲାରେ ୧୧ଜଣ ଅଭିଯୁକ୍ତଙ୍କୁ ଦୋଷୀ ପ୍ରମାଣ କରି ଆଜୀବନ କାରାଦଣ୍ଡ ସଜ୍ଜା ଶୁଣାଇଥିଲେ ତଳ କୋର୍ଟ । ୧୭ବର୍ଷ ଜେଲରେ ସଜ୍ଜା କାଟିବା ପରେ…

ଗୁଡ୍ଡୁ ମୁସଲିମର ଓଡି଼ଶା ଲିଙ୍କ! ବରଗଡ଼ ବ୍ୟବସାୟୀ ରାଜା ଖାନଙ୍କୁ ଜେରା

କନକ ବ୍ୟୁରୋ: କନକ ନ୍ୟୁଜ ହାତରେ ଲାଗିଲା ଏକ୍ସକ୍ଲୁସିଭ ଫଟୋ । ଉତ୍ତର ପ୍ରଦେଶର ଏସଟିଏଫ ଟିମ୍ ବରଗଡ ସୋହେଲା ଅଞ୍ଚଳରେ ଛାନଭିନ କରୁଥିବାର ଏହି ଫଟୋ ହସ୍ତଗତ ହୋଇଛି । ଗତ ୧୭ ଓ ୧୮ ତାରିଖରେ ୟୁପି ଏସଟିଏଫର ଏକ ୫ ଜଣିଆ ଟିମ୍ ବରଗଡକୁ ଆସି ଗୁଡ୍ଡୁ ମୁସଲିମ ସହ ସମ୍ପର୍କ ଥିବା ରାଜା ଖାନ ନାମକ…

ରାତିଅଧରେ ଆକାଉଁଟରୁ ବ୍ଳୁଟିକ୍ ହଟାଇଲା ଟ୍ୱିଟର—ନେତା,ଅଭିନେତା,ସେଲିବ୍ରେଟିଙ୍କ ଆକାଉଁଟରୁ ବ୍ଲୁଟିକ୍ ହଟିବା…

କନକ ବ୍ୟୁରୋ : ଗୁରୁବାର ବିଳମ୍ବିତ ରାତିରେ ଭାରତରେ ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍ ‘ଟୁଇଟର’ ଯେଉଁ ବଡ ପଦକ୍ଷେପ ନେଇଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଛି । ରାତାରାତି ଟୁଇଟ୍ର ଦେଶର ସାଧାରଣ ଲୋକଙ୍କ ଠୁ ଆରମ୍ଭ କରି ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଆକାଉଂଟରୁ ବ୍ଲୁ ଟିକ୍ ହଟାଇଦେଇଛି ।…