Daily Archives

April 21, 2023

ବୀରପୁଅକୁ ଝୁରୁଛି ଗାଁ, ସହିଦ ଦେବାଶିଷ ବିଶ୍ୱାଳଙ୍କ ପାଇଁ କାନ୍ଦୁଛି ଜନ୍ମମାଟି । ପରିବାର ଉପରେ ଖସିପଡିଛି ଦୁଃଖର…

କନକ ବ୍ୟୁରୋ: ଦେଶର ସୁରକ୍ଷା ପାଇଁ ଘରୁ ବାହାରି ଯାଇଥିବା ପୁଅର ସହିଦ ଖବର ଯେତେ ଘରେ ପହଞ୍ଚିଛି, ଖବରଟି ଚଡ଼କ ଭଳି ପରିବାର’ର ମୁଣ୍ଡରେ ଛିଣ୍ଡିପଡ଼ିଛି । ଅପ୍ରତ୍ୟାଶିତ ଓ ଅବିଶ୍ୱନୀୟ ଖବରଟି ପୁରା ଅଳଗୁମ ପଞ୍ଚାୟତକୁ ଚହଳାଇ ଦେଇଛି । ଘର, ଗାଁ, ସାମଗ୍ରିକ ଭାବେ ପୁରୀ ଜିଲ୍ଲାକୁ ଶୋକରେ ବୁଡ଼ାଇ…

ଜମ୍ମୁକଶ୍ମୀର ପୁଂଚ୍ ଆତଙ୍କୀ ଆକ୍ରମଣ ମାମଲାରେ ୫ଜଣ ଲସ୍କର ଆତଙ୍କୀଙ୍କ ସମ୍ପୃକ୍ତି ନେଇ ମିଳିଲା ପ୍ରମାଣ, ଘଟଣାସ୍ଥଳରେ…

କନକ ବ୍ୟୁରୋ : ଜମ୍ମୁକଶ୍ମୀର ପୁଂଛ ଆତଙ୍କୀ ଆକ୍ରମଣରେ ସହିଦ ହୋଇଛନ୍ତି ଦେଶର ୫ଜଣ ବୀର ଯବାନ । ସହିଦଙ୍କ ପରିବାରରେ ଏବେ ଶୋକର ଛାୟା ଖେଳିଛି । ଗାଁଠୁ ନେଇ ଆଖପାଖ ଅଂଚଳ ବୀର ଯବାନଙ୍କ କଥା ମନେପକାଇ ସ୍ତବ୍ଦ ହୋଇଛି । ପଂଜାବର ମୋଗା ଜିଲ୍ଲାର କୁଲୱନ୍ତ ସିଂ ଘଟଣାରେ ସହିଦ ହୋଇଛନ୍ତି ।…

ମଧୁବାକୁ ପେନସନ ପାଇଁ ଚେୟାର ସାହାରାରେ ବାଟ ଚାଲିଲେ ୭୦ ବର୍ଷୀୟା ବୃଦ୍ଧା। ଏସବିଆଇକୁ ତାଗିଦ କଲେ କେନ୍ଦ୍ର…

କନକ ବ୍ୟୁରୋ: ନବରଙ୍ଗପୁରର ସୂର୍ଯ୍ୟ ହରିଜନଙ୍କ ଦୁଃଖ କାହାଣୀ ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି । ଏହି ଦୃଶ୍ୟ କେବଳ ସୂର୍ଯ୍ୟ ହରିଜନଙ୍କ ଅସହାୟ ସ୍ଥିତିକୁ ବର୍ଣ୍ଣନା କରୁନାହିଁ, ପୂରା ବ୍ୟବସ୍ଥା କିପରି ପଙ୍ଗୁ ହୋଇଯାଇଛି, ତାହା ଦର୍ଶାଉଛି । ମଧୁବାବୁ ପେନସନ୍ ପାଇବା ପାଇଁ…

ଅଭିଯୋଗ ଘେରରେ ରାପର ହନି ସିଂ, ଇଭେଂଟ ମ୍ୟାନେଜରଙ୍କୁ ମାଡପିଟ ଧମକ ଅଭିଯୋଗ ପରେ ପୁଲିସ ଷ୍ଟେସନରେ ମାମଲା ରୁଜୁ

କନକ ବ୍ୟୁରୋ : ବ୍ରାଉନ ରଙ୍ଗ, ଦେଶୀ କଲାକାର, ଲୁଙ୍ଗୀ ଡ୍ୟାନ୍ସ, ବ୍ଲୁ-ଆଇଜ୍ ଭଳି ଏକାଧିକ ସୁପରହିଟ୍ ଗୀତ ଭେଟିଦେଇଥିବା ପପୁରାଲ ର୍ୟାପର ହନି ସିଂ ଏବେ ବିବାଦରେ ଛନ୍ଦି ହୋଇଛନ୍ତି । ସିଙ୍ଗରଙ୍କ ବିରୁଦ୍ଧରେ ରୁଜୁ ହୋଇଛି ଅପହରଣ ଓ ମାରପିଟ୍ ଭଳି ସଙ୍ଗୀନ ମାମଲା । ଅଭିଯୋଗ ମୁତାବକ, ହନି ସିଂ…

ସାକେତ କୋର୍ଟରେ ଫୁଟିଲା ଗୁଳି, ମହିଳାଙ୍କୁ ଗୋଡେଇ ଗୋଡେଇ ଗୁଳିମାଡ କଲେ ଦୁବୁର୍ତ

କନକ ବ୍ୟୁରୋ : ପ୍ରତିଦିନ ପରି ଶୁକ୍ରବାର ମଧ୍ୟ ଦିଲ୍ଲି ସାକେତ କୋର୍ଟ ସମୟ ଅନୁସାରେ ଖୋଲିଥିଲା । ଆଜି ବି ସମାନଧରଣର ଗହଳି, ଚଳପ୍ରଚଳ ଦେଖିବାକୁ ମିଳିଥିଲା । ହଠାତ ଏହି ସମୟରେ କୋର୍ଟ ପରିସରରେ ଶୁଭେ ଗୁଳିଫୁଟିଲା । କେହି କିଛି ବୁଝିବା ଆଗରୁ ଆଖି ସାମ୍ନାରେ ଘଟେ ଏହି ଲୋମଟାଙ୍କୁରା ଘଟଣା ।…

ପାଣି ପାଇଁ ରାସ୍ତାରୋକ: ମାସେ ହେଲା ଗାଁରେ ମିଳୁନି ପ୍ରକଳ୍ପ ପାଣି

କନକ ବ୍ୟୁରୋ: ପାଣି ପାଇଁ ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ । ଗାଁରେ ପାଣି ଟାଙ୍କି ଥାଇ ବି ମାସେ ହେଲା ପିଇବା ପାଣି ମିଳୁନାହିଁ । ତେଣୁ ଗରାବାଲଟି ଧରି ୪୦ ଡିଗ୍ରୀ ଖରାରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ମୁଣ୍ଡମରେଇ ଗାଁର ଲୋକେ । ରାସ୍ତାରୋକ ଯୋଗୁଁ ଆସିକାରୁ…