Daily Archives

April 17, 2023

କରୋନା ମହାମାରୀ ପରେ ଚାକିରୀ ହରାଉଛନ୍ତି ଲୋକ। ଛଟେଇ କରୁଛନ୍ତି ବଡ ବଡ କମ୍ପାନୀ।

କନକ ବ୍ୟୁରୋ: କରୋନା ମହାମାରୀ ଯେତେବେଳେ ସାରା ବିଶ୍ୱକୁ କବଳିତ କରି ରଖିଥିଲା, ସେତେବେଳେ ହଜାର ହଜାର ଲୋକ ଚାକିରି ହରାଉଥିଲେ । ଏଭଳି ଘଡ଼ିସନ୍ଧିମୂହୂର୍ତରେ ବଡ଼ ସୁଯୋଗ ସୃଷ୍ଟି କରିଥିଲେ ଆଇଟି କମ୍ପାନୀ । ଘରେ ବାନ୍ଧି ହୋଇ ରହିଥିବା ଲୋକମାନେ ପ୍ରଯୁକ୍ତି କ୍ଷେତ୍ରରେ ନିର୍ଭରଶୀଳ…

ଝାରସୁଗୁଡାରେ ବିଜେପିର ଶକ୍ତି ପ୍ରଦର୍ଶନ। ଶୋଭାଯାତ୍ରାରେ ଗଲେ, ନାମାଙ୍କନ ଭରିଲେ।

କନକ ବ୍ୟୁରୋ: ଝାରସୁଗୁଡା ଉପନିର୍ବାଚନ ପାଇଁ ଏକ ପ୍ରକାର ଶକ୍ତି ପ୍ରଦର୍ଶନ କରିଛି ବିଜେପି। ସହରରେ ବିରାଟ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ । ହଜାର ହଜାର ସମର୍ଥକ, ଦଳୀୟ କର୍ମୀ ଓ ନେତାଙ୍କ ସହ ଯାଇ…

ମାଙ୍ଗାନିଜ ଖଣି ଉତ୍ତୋଳନରେ ବ୍ୟାପକ ଅନିୟମିତତା! ରାଜ୍ୟ ସରକାରଙ୍କୁ ଘେରିଲେ ଅପରାଜିତା

କନକ ବ୍ୟୁରୋ: ୬ ଏପ୍ରିଲରେ କେନ୍ଦ୍ର ଖଣି ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଲେଖିଥିଲେ ଚିଠି । ଆଉ ଏହି ଚିଠିକୁ ଦେଖାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏଥିରେ କେନ୍ଦ୍ର ଖଣିଜ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି ଯେ, ନୂଆ ମାଙ୍ଗାନିଜ…

ବିନା ଇଣ୍ଟରନେଟରେ ଜୀବନ। ହୋଇପାରୁନି କାମ, ହନ୍ତସନ୍ତ ଜନତା।

କନକ ବ୍ୟୁରୋ: ବିନା ଇଣ୍ଟରନେଟରେ ଜୀବନ । ଏକଥା ଭାବିବା ଆଜି ଦିନରେ ସ୍ୱପ୍ନ ଭଳି ଲାଗୁଛି । କିନ୍ତୁ ସମ୍ବଲପୁରରେ ଏବେ ସେମିତି ସ୍ଥିତି ଉପୁଜିଛି । ପ୍ରଶାସନ ଇଣ୍ଟରନେଟ୍ ବନ୍ଦ କରିବା ପରେ, ହନ୍ତସନ୍ତ ହେଉଛନ୍ତି ଜନସାଧାରଣ । ଡିଜିଟାଲ ଦୁନିଆଁରେ ଅଧିକାଂଶ ଲୋକ ଅନଲାଇନ ପେମେଣ୍ଟ ଉପରେ…

ହତ୍ୟା ପରେ ଚର୍ଚ୍ଚାରେ ଗ୍ୟାଙ୍ଗଷ୍ଟର ପରିବାର। ଅତିକ, ପତ୍ନୀ ଓ ପିଲାଙ୍କ ନାଁରେ ମାଳମାଳ ମାମଲା ।

କନକ ବ୍ୟୁରୋ: ପୋଲିସ ହେପାଜତରେ ଗ୍ୟାଙ୍ଗଷ୍ଟର ଅତିକ ଓ ତାର ଭାଇ ଅସରଫର ହତ୍ୟା ପରେ ଚର୍ଚ୍ଚାକୁ ଫେରିଛି ପ୍ରୟାଗରାଜର ଗ୍ୟାଙ୍ଗଷ୍ଟର ପରିବାର । ଟିକେ ନଜର ପକାନ୍ତୁ ଅପରାଧୀଙ୍କ ଏହି ପୂରା ପରିବାର ଉପରେ । ମାଫିଆ ଅତିକ ଅହମ୍ମଦ ଗତ ୪ ବର୍ଷ ହେଲା ଅହମ୍ମଦାବାଦର ସାବରମତୀ ଜେଲରେ ଥିଲା ।…

ସମ୍ବଲପୁର ହିଂସା ଘଟଣାରେ ବଢ଼ୁଛି ଗିରଫଦାରୀ। ୮୫ରେ ପହଞ୍ଚିଲା ଗିରଫଦାରୀ ସଂଖ୍ୟା, ବଢ଼ିପାରେ ସଂଖ୍ୟା।

କନକ ବ୍ୟୁରୋ: ସମ୍ବଲପୁର ସହରରେ ସ୍ୱାଭାବିକ୍ ସ୍ଥିତି ଫେରାଇ ଆଣିବା ପାଇଁ ଯଥୋଚିିତ ଉଦ୍ୟମ କରୁଛି ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପ୍ରଶାସନ । ଶାନ୍ତିଶୃଙ୍ଖଳା ଫେରାଇ ଆଣିବାକୁ ଗୋଟିଏ ପରେ ଘନଘନ ବୈଠକ ବସୁଛି, ଆଉ ଗୋଟିଏ ପଟେ ପୁଲିସ୍ ପହରା ଭିତରେ ରହିଛି ସମ୍ବଲପୁର ସହର । ସହରରେ କର୍ଫ୍ୟୁ…