Daily Archives

April 17, 2023

ଫେରାର ଅଭିଯୁକ୍ତ ଘରେ କାମ କରିବାରୁ ସ୍ୱାମୀ-ସ୍ତ୍ରୀଙ୍କୁ ବାନ୍ଧିଲେ ଗ୍ରାମବାସୀ: ମୟୂରଭଞ୍ଜ ମୁକ୍ତାପୁର ମନ୍ଦିର…

କନକ ବ୍ୟୁରୋ: ସ୍ୱାମୀ ସ୍ତ୍ରୀଙ୍କୁ ଦୌଡିରେ ବାନ୍ଧିଲେ । ୨ କିଲୋମିଟର ଚଲାଇବା ସହ ମାଡ ମାରିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ୧୫ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି ବେତନଟୀ ଥାନା ପୁଲିସ । ଏବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା ବାବଦରେ । ଦୌଡିର ବନ୍ଧା ହୋଇଥିବା ଏହି ୨…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନଷ୍ଟ ହେଲା ପାନ ବରଜ: ଘାସ ମରା ଔଷଧ ପ୍ରୟୋଗ ଯୋଗୁଁ ପାନ ଗଛ ଜଳି ଯାଇଥିବା ଅଭିଯୋଗ

କନକ ବ୍ୟୁରୋ: ପୂର୍ବ ଶତ୍ରୁତା ଉଜାଡି ଦେଲା ଜୀବିକା । ପାନ ବରଜରେ ପକାଇଦେଲେ ବିଷ । ଗତକାଲି ସନ୍ଧ୍ୟାରେ ସବୁଜ ଦେଖାଯାଉଥିବା ପାନ ପତ୍ରଗୁଡିକ ସକାଳୁ ଶୁଖି ନାଲି ପଡିଯାଇଛି । ଆଉ ଶୁଖିଲା ପାନପତ୍ର ଲୋଟାକୁ ଧରି ଭୋ ଭୋ ହୋଇ କାନ୍ଦୁଛନ୍ତି ଗରିବ ପାନ ଚାଷୀ । ବାଲେଶ୍ୱର ଭୋଗରାଇ ବ୍ଲକ ଅଧିନ…

ସରକାରୀ ଔଷଧ କେଉଁଠି ପୋଡ଼ୁଛନ୍ତି ତ କେଉଁଠି ଫୋପାଡୁଛନ୍ତି: ରୋଗୀଙ୍କ ପାଇଁ ଆସୁଥିବା ମାଗଣା ଔଷଧ ବ୍ୟବହାର ହୋଇନପାରି…

କନକ ବ୍ୟୁରୋ: ରାସ୍ତା କଡରେ ଖତ ଖାଉଛି ସରକାରୀ ଔଷଧ । ଅଳିଆ ଗଦା ଭଳି କୁଢ କୁଢ ଔଷଧ ଗଦା ହୋଇଛି । ଅଖା ଭିତରେ ମେଡିସିନ ଗୁଡିକ ଏଣେତେଣେ ପଡିରହିଛି । ତେବେ ଔଷଧ ଗୁଡିକୁ କିଏ କାହିକିଁ ରାସ୍ତା କଡରେ ଫିଙ୍ଗି ଦେଇଛି ତାହା ଜଣାପଡିନାହିଁ । ଝାଡାବାନ୍ତି, ମେଲେରିଆ, ଥଣ୍ଡା, ଜ୍ୱର କାଶ,…

ସାହାରା ପାଲଟିଛି ଶୁଖିଲା କୂଅ: ମୋହନା ଗୁଣ୍ଡ୍ରିଗୁଡାରେ କାଦୁଅ ମିଶା ପାଣି ସଂଗ୍ରହ କରି ବ୍ୟବହାର କରୁଛନ୍ତି…

କନକ ବ୍ୟୁରୋ: ଶୋଷ ମେଂଟାଉଛି ଶୁଖିଲା କୂଅ । କୂଅରେ ପାଣି ନାହିଁ କହିଲେ ଚଳେ, ଯେଉଁ ଚଳେ ଚଳେ ପାଣି ବାହାରୁଛି ସେଥିରେ ପୁରା ଗାଁ ବଂଚିଛି । ଗାଁର ସମସ୍ତ ଲୋକଙ୍କ ଶୋଷ ମେଂଟାଉଛି ଏହି ଗଭୀର କୂଅରୁ ବାହାରୁଥିବା ଗୋଳିଆ ପାଣି । ଏହି କୂଅ ଓ ପାଣି ପାଇଁ ଲୋକଙ୍କ ସଂଘର୍ଷ ଦେଖିଲେ ଆପଣମାନେ…

ଝିଅ ବାହାଘର ପୂର୍ବରୁ ଘରେ କଳାକନା ବୁଲାଇ ଦେଲା ଲୁଟେରା। ଆଲମାରୀ ଭିତରୁ ନେଇଗଲା ୨୦ ଭରି ସୁନା ଗହଣା ସହ ୩ ଲକ୍ଷ…

କନକ ବ୍ୟୁରୋ: ଝିଅ ବାହାଘର ପାଇଁ ଚିତା ଲେଖା ସରିଛି । ସୁନ ଗହଣା କିଣା ସରିଛି । ବିଧବା ମାଆ, ଝିଅ-ଜ୍ୱାଇଁଙ୍କୁ ଦେବା ପାଇଁ ସୁନା ଗହଣ କିଣି ଘରେ ରଖିଥିଲେ । ପ୍ରାୟ ସବୁ ପ୍ରକାର ପ୍ରସ୍ତୁତି ସରିଥିଲା ହେଲେ ବାହାଘର ପୂର୍ବରୁ ଘରେ କଳାକନା ବୁଲାଇ ଦେଲା ଲୁଟେରା । ସୁନା ଗହଣା ଲୁଟ୍ ହୋଇଯିବା…

ଆଜି ହେବ ଏକ ରନର ହିସାବ! ୪ ବର୍ଷ ତଳର କ୍ଷତ ଭରିବେ ଧୋନୀ ।

କନକ ବ୍ୟୁରୋ: ଆଇପିଏଲ୨୦୨୩ର ଆରମ୍ଭରୁ ହିଁ ଫ୍ୟାନ୍ସ ମାନେ ସିଏସକେର ଅଧିନାୟକ ଏମଏସ ଧୋନୀଙ୍କ ଆକ୍ରମଣାତ୍ମକ ବ୍ୟାଟିଂର ଆନନ୍ଦ ନେଉଛନ୍ତି । ଚେନ୍ନାଇ ଦଳ ନିଜର ୫ମ ମ୍ୟାଚରେ ଆରସିବିକୁ ଭେଟିବାକୁ ଯାଉଛି । ଏହି ମ୍ୟାଚରେ ଧୋନୀ ଆରସିବି ଠାରୁ ସେହି ଆଘାତର ବଦଲା ନେବାକୁ ଯାଉଛନ୍ତି ଯେଉଁ ଆଘାତ…