Daily Archives

April 1, 2023

ଇରାନରେ ହିଜାବକୁ ନେଇ କଡାକଡି ହେଲା ନିୟମ । ହିଜାବ ନପିନ୍ଧିଲେ ଜରିମାନା ସହ ଜେଲଦଣ୍ଡ

କନକ ବ୍ୟୁରୋ : ଇରାନରେ ହିଜାବକୁ ନେଇ କଡ଼ାକଡ଼ି ହେଲା ନିୟମ । ହିଜାବ ନପିନ୍ଧିଲେ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ସହ ଦୋଷୀ ପ୍ରମାଣିତ ହେଲେ ମହିଳାଙ୍କ ପାସପୋର୍ଟ ଜବତ କରାଯିବ । ଇରାନ ସଂସଦ ଡ୍ରେସକୋର୍ଡକୁ ନେଇ ଏକ ନୂଆ ନିୟମ ଆଣିଛନ୍ତି । ହିଜାବ ଡ୍ରେସକୋର୍ଡରୁ ଅଣଦେଖା କଲେ ଇଂଟରନେଟ…

ବିଗ ବି ଅମିତାଭ ବଚ୍ଚନଙ୍କୁ ଆଇପିଏସ ଅଧିକାରୀ କଲେ ଅନୁରୋଧ । ଠକ କମ୍ପାନୀଙ୍କ ପାଇଁ ବିଜ୍ଞାପନ ନକରିବାକୁ କହିଲେ…

କନକ ବ୍ୟୁରୋ : ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ଠକ୍ କମ୍ପାନୀ ମାନଙ୍କୁ ସହଯୋଗ ନ କରିବାକୁ ଅନୁରୋଧ କରିଛନ୍ତି ହାଇଦ୍ରାବାଦର ବରିଷ୍ଠ ଆଇପିଏସ ଅଧିକାରୀ ଭିସି ସଜନାର । ଏକ ଟ୍ୱିଟ ମାଧ୍ୟମରେ ଅମିତାଭ ବଚ୍ଚନ ଓ ଅନ୍ୟ ସେଲିବ୍ରିଟିଙ୍କୁ ଙ୍କୁ ବିନମ୍ର ଭାବେ ଅନୁରୋଧ କରିଛନ୍ତି ଯେ, ବିଭିନ୍ନ…

ସେନାରେ ସାମିଲ ପାଇଁ ଜାରି ହେଲା ନୂଆ ନିର୍ଦ୍ଦେଶାନାମା । ସେପଟେ ପୁଟିନଙ୍କ ଭୟରେ ଦେଶ ଛାଡୁଛନ୍ତି ଯୁବକ

କନକ ବ୍ୟୁରୋ : ୟୁକ୍ରେନ-ରୁଷ ଯୁଦ୍ଧ ଚାଲିଛି । ଏହା ଭିତରେ ଆସିଛି ବଡ ଖବର । ୟୁକ୍ରେନର ମୁକାବିଲା କରିବା ପାଇଁ ବଡ ନିଷ୍ପତି ନେଇଛନ୍ତି ରୁଷ ରାଷ୍ଟ୍ରପତି । ସୂଚନା ଅନୁସାରେ ରାଷ୍ଟ୍ରପତି ପୁଟିନ ନିଜ ସେନାରେ ନୂଆ କରି ଦେଢଲକ୍ଷ ସୈନିକ ଭର୍ତି କରିବେ । ଏମାନଙ୍କ ବୟସ ୧୮ରୁ ୨୭ବର୍ଷ ରହିବ…

ଆଇଏମଡିର ଆକଳନ । ଚଳିତବର୍ଷ ସମସ୍ତ ରେକର୍ଡ ଭାଙ୍ଗିବ ତାତି, ଏପ୍ରିଲରୁ ଜୁନ ଯାଏଁ ଦେଶର ଅଧିକାଂଶ ସ୍ଥାନରେ ସାମାନ୍ୟଠୁ…

କନକ ବ୍ୟୁରୋ : ଅସହ୍ୟ ଗରମ, ମୁଣ୍ଡଫଟା ତାତି ଓ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହୋଇଯାଆନ୍ତୁ କାରଣ ଚଳିତବର୍ଷ ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ଦେଶର ଅଧିକାଂଶ ସ୍ଥାନରେ ପାରଦ ବଢିବା ସହ ଆଶାଠୁ ଅଧିକ ତାତି ଅନୁଭୂତ ହେବ । ଉତରଭାରତ କିଛି ସ୍ଥାନ ବ୍ୟତିତ ଦେଶର ଅଧିକାଂଶ…

ବିରୋଧୀଙ୍କ ମେଳି କରିବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ: ଷ୍ଟାଲିନଙ୍କ ବୈଠକକୁ ବିଜେଡିକୁ ନିମନ୍ତ୍ରଣ

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲଙ୍କ ଗାନ୍ଧିଙ୍କ ଲୋକସଭା ସଭ୍ୟ ପଦ ରଦ୍ଦ ନେଇ ଦେଶର ରାଜନୀତି ସରଗରମ ଥିବାବେଳେ ପୁଣି ବିରୋଧୀଙ୍କୁ ଏକାଠି କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଆଉ ଏହି ଉଦ୍ୟମ ଆରମ୍ଭ କରିଛନ୍ତି ସବୁ ପ୍ରସଙ୍ଗରେ କଂଗ୍ରେସର ସାଥ ଦେଉଥିବା ଡିଏମକେ ମ୍ରୁଖ୍ୟ ତଥା ତାମିଲନାଡୁ…

ସୋମବାର ଚେନ୍ନାଇରେ ବସିବ ବିରୋଧୀଙ୍କ ମେଳି । ସାମାଜିକ ନ୍ୟାୟ ସମ୍ମିଳନୀ କରିବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ…

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଏକତାକୁ ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା । ଏହା ଭିତରେ ତାମିଲନାଡୁର ଆସିଛି ବଡ ଖବର । ଏପ୍ରିଲ ୩ ତାରିଖ ଅର୍ଥାତ ସୋମବାର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ବିରୋଧୀ ଦଳଙ୍କୁ ନେଇ ବୈଠକ କରୁଛନ୍ତି । ଏହି ବୈଠକର ନାଁ ସାମାଜିକ…