Daily Archives

March 26, 2023

ବୃଦ୍ଧ ଦମ୍ପତିଙ୍କ ପେପର ପ୍ଲେଟ୍ ୟୁନିଟ୍: ଅନ୍ୟ ଉପରେ ନିର୍ଭର ନକରି ନିଜସ୍ୱ ଉଦ୍ୟମରେ କରୁଛନ୍ତି ଜୀବିକା ନିର୍ବାହ

କନକ ବ୍ୟୁରୋ: ବୃଦ୍ଧ ଦମ୍ପତିଙ୍କୁ ରୋଜଗାର ଦେଉଛି ପେପର ପ୍ଲେଟ୍ ବ୍ୟବସାୟ । ସଂଚିତ ଅର୍ଥରୁ କିଛି ବିନିଯୋଗ କରି ପେପର ପ୍ଳେଟ୍ ଓ ଗିନା ତିଆରି କରି ପରିବାର ପ୍ରତିପୋଷଣ କରୁଛନ୍ତି ବୃଦ୍ଧ ଦମ୍ପତି । ଅନ୍ୟ ଉପରେ ନିର୍ଭର ନକରି ନିଜେ ଆତ୍ମନିର୍ଭର ହୋଇପାରିଛନ୍ତି । କେନ୍ଦ୍ରାପଡ଼ା ମାର୍ଶାଘାଇ…

ଲାବ୍ରୋଟରୀ ଆଟେନାଣ୍ଟରୁ ବରକୋଳି ଚାଷୀ: କଲିକତାରୁ ଚାରା ଆଣି ଏକ ଏକର ଜମିରେ ଲଗାଇଛନ୍ତି ୩ଶହ କୋଳି ଚାରା

କନକ ବ୍ୟୁରୋ: କଲେଜ ଲାବ୍ରୋଟରୀ ଆଟେନାଂଟରୁ କୋଳି ଚାଷୀ । ଦୁଇ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଗଛରେ ଫଳିଛି କିଲୋ କିଲୋ ଓଜନର କୋଳି । ଦେଖିବାକୁ ଯେମିତି ସୁନ୍ଦର ଖାଇବାକୁ ମଧ୍ୟ ସେତିକି ସ୍ୱାଦିଷ୍ଟ । ସେଇଥି ପାଇଁ ତ ଏହି କୋଳି ଅନଗୁଳ ବଜାର ବ୍ୟତିତ ଅନ୍ୟ ଜିଲ୍ଲା ମାନଙ୍କରେ ଚାହିଦା ରହିଛି ।…

ଖଣ୍ଡପଡାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନିଆରା ଉଦ୍ୟମ। ମହିଳା ସମାବେଶରେ ମହିଳାଙ୍କୁ ଅଗ୍ରାଧିକାର।

କନକ ବ୍ୟୁରୋ: ମହିଳା ସମାବେଶରେ ମହିଳାଙ୍କୁ ଅଗ୍ରାଧିକାର । ମହିଳାଙ୍କ ଦ୍ୱାରା ମଞ୍ଚ ସଞ୍ଚାଳନ ସହ ନିର୍ବାଚିତ ଜନପ୍ରତିନିଧି ତଥା ମହିଳା କର୍ମୀଙ୍କୁ ଗୁରୁତ୍ୱ । ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ଅଧୀନ ବନମାଳିପୁର ସୋମନାଥ ଦେବଙ୍କ ମେଳଣ ପଡିଆରେ । ଆଜି…

ଦିଲ୍ଲୀ ଓ ବିହାର ଯାଉଛି ମୋହନା ଅଞ୍ଚଳର କଞ୍ଚା ପଣସ: ଚାଷୀଙ୍କଠାରୁ କମ୍ ଦରରେ କିଣି ଅଧିକ ଦରରେ ବିକ୍ରି କରୁଛନ୍ତି…

କନକ ବ୍ୟୁରୋ: ପଣସ ଏକ ରୁତୁକାଳୀନ ଫଳ ହୋଇଥିବା ବେଳେ ଏଥିରେ ଭରପୁର ମାତ୍ରାରେ ଭିଟାମିନ୍ସ ରହିଛି । ଏହାକୁ କଂଚାରୁ ଆରମ୍ଭ କରି ପାଚିଲା ପର୍ଯ୍ୟନ୍ତ ଲୋକେ ଖାଇଥାଆନ୍ତି । ତେବେ ଗଜପତି ଜିଲ୍ଲାରୁ ଉତ୍ପାଦନ ହେଉଥିବା ପଣସ ବିହାର ଓ ଦିଲ୍ଲୀକୁ ରପ୍ତାନୀ ହେଉଛି । ପାହାଡ଼ିଆ ଅଂଚଳର ଏହି ପଣସ…

ଇଞ୍ଜିନିୟରିଂ ଚାକିରିରୁ ମିଳିଲାନି ଆତ୍ମସନ୍ତୋଷ: ସ୍ୱାଧୀନ ଭାବେ ବଞ୍ଚିବା ପାଇଁ ଚାକିରି ଛାଡ଼ି ଆରମ୍ଭ କରିଛନ୍ତି…

କନକ ବ୍ୟୁରୋ: ଇଞ୍ଜିନିୟରିଂ ଚାକିରିରେ ଲାଗିଲାନି ମନ । ସ୍ୱାଧୀନ ଭାବେ ବଂଚିବା ପାଇଁ ଚାକିରି ଛାଡ଼ି ବହୁମୁଖୀ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ଇଞ୍ଜିନିୟର ଛାତ୍ର । ଯୁବ ଇଞ୍ଜିନିୟରଙ୍କ ତରଭୁଜ ଚାଷ । ୫ ଏକର ଜମିରେ ଲାଗିଛି ତରଭୁଜ । ଚଳିତ ବର୍ଷ ପାଣିପାଗ ସାଥ ଦେଇନଥିଲେ ମଧ୍ୟ ପ୍ରଚୁର…

ହିନ୍ଦୀ ଫିଲ୍ମ ହାଉସଫୁଲ୍, ଓଡ଼ିଆ ସିନେମା ଫାଙ୍କା। ଓଡ଼ିଆ ସିନେମାକୁ ମିଳୁ ନାହାନ୍ତି ଦର୍ଶକ!

କନକ ବ୍ୟୁରୋ: ହିନ୍ଦୀ ଫିଲ୍ମ ପଡିଲେ ହାଉସପୁଲ । ଆଉ ଓଡିଶା ସିନେମା ଦେଖିବାକୁ ଆସୁନାହାନ୍ତି ଦର୍ଶକ । କିଛି ଦିନ ତଳେ ଚର୍ଚ୍ଚା ହୋଇଥିଲା ପ୍ରତୀକ୍ଷା ଆସିବା ପରେ ଓଡିଆ ସିନେମାର ଭାଗ୍ୟ ବଦଳିଯିବ । କିନ୍ତୁ ସେଭଳି କିଛି ଘଟିନି । ଶୁକ୍ରବାର ରାଜ୍ୟରେ ୩ଟି ଓଡିଆ ଫିଲ୍ମ ରିଲିଜ ହୋଇଛି ।…