Daily Archives

March 19, 2023

ଆସନ୍ତାକାଲି ଗଣିତ ପରୀକ୍ଷା: କେମିତି ରଖିବେ ଭଲ ମାର୍କ?

କନକ ବ୍ୟୁରୋ: ମାଟ୍ରିକ୍ ବୋର୍ଡ ପରୀକ୍ଷାରେ ସବୁଠୁ ଗୁରୁତ୍ୱ ହେଉଛି ଗଣିତ ପରୀକ୍ଷା । କାରଣ ଏହି ବିଷୟରେ ଭଲ ମାର୍କ ରଖିବା ପାଇଁ ଅଧିକ ସୁଯୋଗ ରହିଥାଏ । ଆଉ କିଛି ଛାତ୍ର/ଛାତ୍ରୀଙ୍କ ପାଇଁ ବୋଝ ସଦୃଶ୍ୟ ହୋଇଥାଏ ଗଣିତ ପରୀକ୍ଷା । କେମିତି ପରୀକ୍ଷା ହଲରେ ପ୍ରଶ୍ନର ଉତର ଲେଖିବେ, ଯେତିକି…

ୟୁକ୍ରେନରେ ଋଷ୍ ରାଷ୍ଟ୍ରପତି: ମାରିୟୁପୋଲ ବୁଲିଲେ ପୁଟିନ୍

କନକ ବ୍ୟୁରୋ: ଆଇସିଜେ ପୁଟିନଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବାର, ଦିନକ ପରେ, ୟୁକ୍ରେନ ଗସ୍ତ କରିଛନ୍ତିି ଭ୍ଲାଦିମୀର ପୁଟିନ୍ । ରୁଷ୍ କବଜା କରିସାରିଥିବା ୟୁକ୍ରେନର ମାରିୟୁପୋଲ ସହରରେ ବୁଲିଛନ୍ତି । ସେଠାରେ ଉପସ୍ଥିତ ରୁଷୀୟ ଅଧିକାରୀଙ୍କ ସହ ସ୍ଥିତି ନେଇ ଆଲୋଚନା କରିଛନ୍ତି । ରୁଷ୍…

ରାହୁଲଙ୍କ ଘରେ ପୋଲିସ: ୨ ଘଣ୍ଟା ପରେ ଦେଖାଦେଲେ ରାହୁଲ

କନକ ବ୍ୟୁରୋ: ରବିବାର ମଧ୍ୟାହ୍ନ ,ଦିଲ୍ଲୀ ଜନପଥ ରୋଡରେ ହଠାତ୍ ୩ଟି ପୋଲିସ ଗାଡି ଆସି ପହଁଚିଲା । ରାହୁଲ ଗାନ୍ଧୀଙ୍କ ବାସ ଭବନ ଆଗରେ ଭିଡ ଜମାଇଲେ ପୋଲିସ କର୍ମଚାରୀ । ଏପଟେ କଂଗ୍ରସର ଅନେକ ନେତା ଆସି ରାହୁଲଙ୍କ ଘରକୁ ପହଁଚିବା ପରେ ପୋଲ୍ିସ ସେମାନଙ୍କୁ ଭିତରକୁ ଛାଡିଲାନାହିଁ । ସମସ୍ତଙ୍କ…

ପ୍ରେମ ପାଇଁ ମୃତ୍ୟୁର ବାଟ ବାଛିଲେ କି ଅକ୍ଷୟ? ମୃତ୍ୟୁ ପଛରେ ଥିଲା କି ତ୍ରିକୋଣୀୟ ପ୍ରେମ କାହାଣୀ?

କନକ ବ୍ୟୁରୋ: ଅକ୍ଷୟ କୁମାର ମହାରଣ । ଏହି ନାଁରେ ସେ ଯେତିକି ପରିଚିତ ନଥିଲେ, ତାଠୁ ଅଧିକ, ଡିଜେ ଆଜେକ୍ସ ଭାବେ ଲୋକପ୍ରିୟ ଥିଲେ । ତାଙ୍କ ସହ ପରିଚତ ଥିବା କୌଣସି ଲୋକ ଏବେ ବି ବିଶ୍ୱାସ କରୁନାହାଁନ୍ତି ଯେ, ଆଜେକ୍ସଙ୍କ ମୃତ୍ୟୁ ହୋଇସାରିଛି । ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ତାଙ୍କ ଘରୁ…

ପଶ୍ଚିମା ଝଡ଼ ଓ ଅଦିନିଆ ବର୍ଷା ଯୋଗୁଁ ଲିଭିଲା ଜଙ୍ଗଲ ନିଆଁ: ଖୁସିରେ ଆତ୍ମହରା ହୋଇ ନାଚିଲେ ବନ କର୍ମଚାରୀ

କନକ ବ୍ୟୁରୋ: ପୂର୍ବ ଆକଳନ ସତ ହୋଇଛି । ପଶ୍ଚିମାଝଡ ପ୍ରଭାବରେ ବର୍ଷା ହେବା ପରେ ଲିଭିଛି ଜଂଗଲ ନିଆଁ । କିଛି ଦିନ ହେବ ରାଜ୍ୟର ବିଭିନ୍ନ ଜଂଗଲ ଜଳୁଥିବା ଖବର ସାମନାକୁ ଆସିଥିଲା । ଜଂଗଲ ନିଆଁ ଲିଭାଇବାକୁ ବନ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡିଥିଲା । କିନ୍ତୁ ନିଆଁ ମାଡି ମାଡି…

କଲବଲ କଲା କାଳ ବୈଶାଖୀ: ମାଲକାନଗିରିରେ ଏକର ଏକର ଜମିରେ ଭାସିଲା ତରଭୁଜ, କୃଷ୍ଣପ୍ରସାଦରେ ଉଜୁଡ଼ିଗଲା ଚିନିବାଦାମ ଫସଲ

କନକ ବ୍ୟୁରୋ: ଅଦିନିଆ ବର୍ଷା ଉଜାଡି ଦେଇଛି ସୁନାର ଫସଲ । ଜମିରେ ଲହଡ଼ି ଭାଙ୍ଗୁଛି ପାଣି । ମାଲକାନଗିରି ଏମଭି ୧୧ରେ ଏକର ଏକର ଜମିରେ ଫଳିଥିବା ତରଭୂଜ ପାଣିରେ ଭାସୁଛି । ଏଥର ଭଲ ତରଭୂଜ ଫଳିଥିଲା, ରୋଜଗାର ଭଲ ହେବ ବୋଲି ଆଶା ବାନ୍ଧିଥିଲେ ଚାଷୀ । କିନ୍ତୁ ପଶ୍ଚିମାଝଡ଼ ଚାଷୀଙ୍କ ଆଶାରେ ପାଣି…