Daily Archives

March 17, 2023

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେଉଛି ଭାରତ । ମିଲିଟାରି ଅସ୍ତ୍ରଶସ୍ତ୍ର ନିର୍ମାଣ ପାଇଁ ୭୦ ହଜାର କୋଟିର…

କନକ ବ୍ୟୁରୋ : ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେଉଛି ଭାରତ । ମିଲିଟାରି ଅସ୍ତ୍ରଶସ୍ତ୍ର ପାଇଁ ପୂର୍ବ ଭଳି ଆମେରିକା, ଋଷ, ଫ୍ରାନ୍ସ, ଇସ୍ରାଇଲ ଉପରେ ନିର୍ଭନ ନକରି ଭାରତ ସମସ୍ତ ଅସ୍ତ୍ରଶସ୍ତ୍ର ନିଜେ ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛି । ଏକ୍ଷେତ୍ରରେ ଏକ ବଡ ନିଷ୍ପତି ନେଇଛନ୍ତି…

ଥମୁନି ରାହୁଲ ଗାନ୍ଧୀ ମନ୍ତବ୍ୟଙ୍କୁ ନେଇ ଉଠିଥିବା ବିବାଦ । ଶାସକ ଓ ବିରୋଧୀଙ୍କ ହଟଗୋଳ ଯୋଗୁ ୫ ଦିନ ଚାଲିପାରିଲାନି…

କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟଙ୍କୁ ନେଇ ଉଠିଥିବା ବିବାବ ଥମିବାରେ ନାଁ ଧରୁନି । ଶୁକ୍ରବାର ଏହି ପ୍ରସଙ୍ଗ ନେଇ ଲଗାତାର ପଂଚମ ଦିନ ସଂସଦ ଚାଲିପାରିନି । ଦେଶ ବିରୋଧୀ ମନ୍ତବ୍ୟ ପାଇଁ ରାହୁଲ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଥିବା ବେଳେ ଆଦାନୀ ମାମଲାରେ…

ଗଡିଲା ବସ, ଫେରିଲା ଲୋକଙ୍କ ମୁହଁକୁ ହସ। ଆନ୍ଦୋଳନ ପାଇଁ ଅଣନିଶ୍ୱାସୀ ହୋଇଯାଇଥିଲେ ଯାତ୍ରୀ।

କନକ ବ୍ୟୁରୋ: ଗୋଟିଏ ଘଟଣା କେମିତି, ଆମ ଚାରିପାଶ୍ୱର୍ ଦୁନିଆକୁ ପ୍ରଭାବିତ କରିପାରେ, ଏହି ୩ଦିନର ଆନ୍ଦୋଳନରେ ଅଣନିଶ୍ୱାସୀ ହୋଇପଡ଼ିଥିବା ଓଡ଼ିଶାର ସାଢ଼େ ୪କୋଟି ଓଡ଼ିଆ ଅତିନିକଟରୁ ଦେଖିଛନ୍ତି । ବସର ବାଟ ଚାହିଁ ଚାହିଁ ବାଟ ଚାଲୁଥିବା ମଣିଷ । ବାହା ହେବା ପାଇଁ କନ୍ୟାଘରକୁ ଯିବା ପାଇଁ ରାତିର…

ଆଦାନୀ ମାମଲାରେ ଜେପିସି ଗଠନ ଦାବି ନେଇ ସଂସଦ ଭବନ ପରିସରରେ ବିରୋଧୀଙ୍କ ସତ୍ୟାଗ୍ରହ । ସରକାର କହିଲେ, ସଂସଦ ଅଚଳ…

କନକ ବ୍ୟୁରୋ : ସଂସଦଭବନ ପରିସରରେ ଥିବା ଗାନ୍ଧୀ ମୂର୍ତି ତଳେ ବିରୋଧୀଙ୍କ ସତ୍ୟାଗ୍ରହ । କଂଗ୍ରେସ ସମେତ ୧୭ ବିରୋଧୀ ଦଳ ସତ୍ୟାଗ୍ରହ କରି ଆଦାନୀ ମାମଲାରେ ଜେପିସି ଗଠନ ପାଇଁ ଦାବି କରିଛନ୍ତି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସାଂସଦ ରାହୁଲ…

୩ ଦିନ ଚାଲିଲା ଡ୍ରାଇଭର ଆନ୍ଦୋଳନ: ଖାଲି ହୋଇଗଲା ପେଟ୍ରୋଲ ପମ୍ପ, ଅଧିକ ଦାମରେ କିଣିଲେ ଗ୍ରାହକ

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱର ରାମ ମନ୍ଦିର ଛକରେ ଥିବା ପେଟ୍ରୋଲ ପମ୍ପ । ଶୁକ୍ରବାର ସକାଳୁ କିଛି ଏହିଭଳି ବୋର୍ଡ ଲଗାଇ ପେଟ୍ରୋଲ ଶେଷ ହୋଇଯାଇଥିବା ସୂଚନା ଦିଆଯାଇଥିଲା । ଲୋକ ଗାଡି ଧରି ପେଟ୍ରୋଲ ପକାଇବାକୁ ଆସି ନିରାଶ ହୋଇ ଫେରୁଥିଲେ । ବିଭିନ୍ନ ଦାବିରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼…

ଡ୍ରାଇଭର ଆନ୍ଦୋଳନ ପ୍ରତ୍ୟାହୃତ: ୯୦ ଦିନ ସମୟ ଦେଲା ଡ୍ରାଇଭର ମହାସଂଘ, ଦାବି ପୂରଣ ନହେଲେ ଆହୁରି ଜୋରଦାର ହେବ ଆନ୍ଦୋଳନ

କନକ ବ୍ୟୁରୋ: ଡ୍ରାଇଭର ଆନ୍ଦୋଳନ ତୃତୀୟ ଦିନରେ ପହଁଚିଥିବା ବେଳେ ରାଜ୍ୟରେ ଏକରକମ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଗତକାଲି ରାତିରେ ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୁତି ପରେ ବି ଡ୍ରାଇଭର ଆନ୍ଦୋଳନ ଥମିବ କି ନାହିଁ ଏ ନେଇ ଅନିଶ୍ଚିତତା ଜାରି ରହିଥିଲା । କିନ୍ତୁ ଆଜି ଅପରାହ୍ଣରେ…