Daily Archives

March 16, 2023

ୟୁନିଫର୍ମ ଛାଡି ପ୍ରତିବାଦ କଲେ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ । ସ୍କୁଲକୁ ଆସି ପାଠ ପଢ଼ାଇଲେ, କିନ୍ତୁ ପିନ୍ଧିଲେନି…

କନକ ବ୍ୟୁରୋ: ରାଜଧାନୀରେ ଆନ୍ଦୋଳନ କରି ନପାରିବା ପରେ, ଆଜି ନିଜ ନିଜ ସ୍କୁଲରେ ନିଆରା ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି ପ୍ରାଥମିକ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀ । ଷ୍ଟିୟରିଂ କମିଟିର ନିଷ୍ପତି ଅନୁସାରେ ଆଜି ୟୁନିଫର୍ମ ବର୍ଜନ କରି ସାଧା ପୋଷାକରେ ସ୍କୁଲ ଯାଇଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ ।…

ପୁଲିସ-ଡ୍ରାଇଭର ପିଟାପିଟି । ବ୍ରହ୍ମପୁର, ଜୟପୁର ଓ ଭୁବନେଶ୍ୱର ତମାଣ୍ଡୋରେ ମୁହାଁମୁହିଁ । ଡ୍ରାଇଭର ସଂଘର ଚେତାବନୀ,…

କନକ ବ୍ୟୁରୋ: ଦ୍ୱିତୀୟ ଦିନରେ ଜୋରଦାର ହୋଇଛି ଡ୍ରାଇଭରଙ୍କ ଧର୍ମଘଟ । ସାରା ରାଜ୍ୟରେ ଡ୍ରାଇଭର ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି । କେଉଁଠି ପୋଲିସ-ଡ୍ରାଇଭର ମୁହାଁମୁହିଁ ତ, ଆଉ କେଉଁଠି ଡ୍ରାଇଭର-ଡ୍ରାଇଭର ଭିତରେ ହଙ୍ଗାମାର ଚିତ୍ର ସାମ୍ନାକୁ ଆସିଛି । କେବଳ ସେତିକି ନୁହେଁ ଧର୍ମଘଟରେ…

ଦ୍ୱିତୀୟ ଦିନରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ପରିବହନ ବାଧାପ୍ରାପ୍ତ, ମହଙ୍ଗା ହେଲା ପରିବା । ପେଟ୍ରୋଲ ଟାଙ୍କିରେ ପ୍ରବଳ…

କନକ ବ୍ୟୁରୋ; ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଥିବା ବେଳେ ପରିବହନ ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି । ସାରା ରାଜ୍ୟରେ ଡ୍ରାଇଭରଙ୍କ ପିକେଟିଂ ଯୋଗୁଁ ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ । ପରିବା ବୋଝେଇ ଟ୍ରକ ଠାରୁ ଆରମ୍ଭ କରି ତେଲ ଟ୍ୟାଙ୍କର ମଧ୍ୟ…

ବ୍ରହ୍ମପୁରରେ ପୋଲିସ-ଡ୍ରାଇଭର ପିଟାପିଟି । ପୋକୋଡିବନ୍ଧ ଛକରେ ଧସ୍ତାଧସ୍ତି ହେଲେ ପୋଲିସ କର୍ମଚାରୀ ଓ ଆନ୍ଦୋଳନକାରୀ ।

କନକ ବ୍ୟୁରୋ; ଡ୍ରାଇଭର ଆନ୍ଦୋଳନ ବେଳେ ବିଭିନ୍ନ ଜାଗାରୁ ଅଶାନ୍ତିର ଖବର ଆସିବାରେ ଲାଗିଛି । ଏହାରି ଭିତରେ ବ୍ରହ୍ମପୁରରୁ ଆସିଛି ପୋଲିସ୍ ସହ ଆନ୍ଦୋଳନକାରୀ ଧସ୍ତାଧସ୍ତି ହେବାର ଖବର । ପୋକୋଡ଼ିବନ୍ଧ ଛକରେ ପୋଲିସ୍ କର୍ମଚାରୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛନ୍ତି ।…

ଉଦଯାପିତ ହୋଇଛି ଚିଲିକା କୂଳରେ ଚାଲିଥିବା ପଞ୍ଚୁଦୋଳ ମେଳନ। ୪ ଦିନ ଧରି ଚାଲିଥିବା ମେଳନରେ ଏକାଠି ହୋଇଥିଲେ ୨୩ଟି…

କନକ ବ୍ୟୁରୋ: ଚିଲିକା କୂଳରେ ଚାଲିଥିବା ପଞ୍ଚୁଦୋଳ ମେଳନ ଉଦଯାପିତ ହୋଇଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକର ୨୪ ମୌଜା ମାଲୁଦ ପଞ୍ଚୁଦୋଳ ମେଳନ ଯାତ୍ରା ଶେଷ ହୋଇଛି । ୪ ଦିନ ଧରି ଚିଲିକା କୂଳରେ ଏହି ଯାତ୍ରା ଚାଲିଥିଲା । ଯାତ୍ରାରେ ୨୩ଟି ଠାକୁର ବିରାଜମାନ କରିଥିଲେ । ଏହି ଯାତ୍ରାର…

ଖରାଦିନ ଆରମ୍ଭରୁ ଉତ୍କଟ ହେଲାଣି ପାଣି ସମସ୍ୟା। ବିଭିନ୍ନ ସ୍ଥାନରେ ପାଣି ପାଇଁ ଆଉଟୁପାଉଟୁ ହେଉଛନ୍ତି ଲୋକେ।

କନକ ବ୍ୟୁରୋ: ଖରାଦିନ ଆରମ୍ଭରୁ ଉତ୍କଟ ହେଲାଣି ପାଣି ସମସ୍ୟା । ପାନୀୟ ଜଳ ସମସ୍ୟାକୁ ନେଇ ଘାଣ୍ଟି ହେଉଛନ୍ତି କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ବାଘୁଆସୁଣି ଗାଁର ବାସିନ୍ଦା । ସେହିପରି ମାର୍ଶାଘାଇ ବ୍ଳକ ମେହେନ୍ଦିନଗର ପଞ୍ଚାୟତର କରାଣ୍ଡିଆ ପାଟଣା ଗାଁରେ ମଧ୍ୟ ସେହି ସମାନ ସମସ୍ୟା ଦେଖିବାକୁ…