Daily Archives

March 13, 2023

ଛାତ୍ରକୁ ମରଣମୁହଁକୁ ଠେଲିଦେଲେ ଶିକ୍ଷକ! ଗରମ ଡାଲି ପଡି ଚାଲିଗଲା ଜୀବନ

କନକ ବ୍ୟୁରୋ: ପିଲାମାନେ ସ୍କୁଲ ଯାଆନ୍ତି ପାଠପଢିବାକୁ । କିନ୍ତୁ ସେମାନଙ୍କ ସରଳତାର ସୁଯୋଗ ନେଇ ଶିକ୍ଷକମାନେ ତାଙ୍କୁ କାମ ଲଗାଉଥିବା ଅଭିଯୋଗ ହୋଇଆସୁଛି । ସୁନ୍ଦରଗଡ କୋଇଡାରୁ ଏଭଳି ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଗରମ ଡାଲି ପଡି ଜଣେ ଛାତ୍ରଙ୍କ ଜୀବନ ଯାଇଛି…

ଘର କଲେ ବଟି ଦିଅ! ବିନା ବଟିରେ ଘର କଲେ ବୁଲିବ ଖଣ୍ଡା

କନକ ବ୍ୟୁରୋ: ସମସ୍ତଙ୍କ ସ୍ୱପ୍ନ ଥାଏ ରାଜଧାନୀରେ ଏକ ଘର କରିବା । କିନ୍ତୁ ଅଧିକାଂଶ ସ୍ଥାନରେ ଘର କଲାବେଳେ ଦୌରାତ୍ମ୍ୟ କରୁଛନ୍ତି ଦଲାଲା । ଦାଦାବଟି ମାଗୁଛନ୍ତି. ଘର ତିଆକି ସିଂମେଟ, ବାଲି ଓ ଅନ୍ୟ ଜିନିଷ ନେବାକୁ ବାଧ୍ୟ କରୁଛନ୍ତି । ଏଭଳି ଜଣେ ଦଲାଲଙ୍କୁ କାବୁ କରିଛି କମିଶନରେଟ ପୁଲିସ ।…

ସାରା ଓଡ଼ିଶାରେ ଜଳୁଛି ଜଙ୍ଗଲ: ମୟୁରଭଞ୍ଜରୁ ମାଲକାନଗିରି, ଖୋର୍ଦ୍ଧାରୁ ବଲାଙ୍ଗୀର ଚାରିଆଡେ ମାଡିଚାଲିଛି ନିଆଁ

କନକ ବ୍ୟୁରୋ: କେବଳ ସୋମବାର ରାଜ୍ୟରେ ମଧ୍ୟାହ୍ନ ସୁଧା ୧୨ଶହଟି ସ୍ଥାନରେ ଲାଗିଛି ନିଆଁ । ଏହି ସଂଖ୍ୟା ସନ୍ଧ୍ୟାବେଳକୁ ୧୫ଶହ ଛୁଇଁପାରେ ବୋଲି ବନବିଭାଗ ଆକାଳନ କରିଛି । ମୟୁରଭଞ୍ଜରୁ ମାଲକାନଗିରି, ଖୋର୍ଦ୍ଧାରୁ ବଲାଙ୍ଗୀର ଚାରିଆଡେ ଜଳୁଛି ଜଂଗଲ । କେଉଁଠି ୮ଦିନ ହେଲାଣି ତ ଆଉ କେଉଁଠି ଆଜି…

ଓସ୍କାର ପାଇଲା କୁନି ହାତୀର କାହାଣୀ: କ୍ଷୁଦ୍ର ପ୍ରାମାଣିକ ଚଳଚିତ୍ର ବର୍ଗରେ ଭାରତୀୟ ସିନେମା ଦ ଏଲିଫ୍ୟାଣ୍ଟ…

କନକ ବ୍ୟୁରୋ: ଭାରତୀୟ ଫିଲ୍ମ ଇତିହାସରେ ଯୋଡ଼ି ହୋଇଯାଇଛି ଏକ ନୂଆ ଅଧ୍ୟାୟ । ଫିଲ୍ମ ଦୁନିଆର ସବୁଠୁ ବଡ଼ ପୁରସ୍କାର, ଓସ୍କାର’ର ଦୁଇଟି ବର୍ଗରେ ଭାରତୀୟ ଫିଲ୍ମକୁ ମିଳିଛି ପୁରସ୍କାର । ଆରଆରଆର ଫିଲ୍ମର ‘ନାଟୁ ନାଟୁ’ ଗୀତକୁ ବେଷ୍ଟ ଅରଜିନାଲ ସଙ୍ଗ୍ ବର୍ଗରେ ଓସ୍କାର ମିଳିଥିବା ବେଳେ କ୍ଷୁଦ୍ର…

ଫର୍ମ ଫିଲଅପ୍ କରିଥିଲେ, ହେଲେ ମାଟ୍ରିକ ପରୀକ୍ଷା ଦେଲେନି: ସାମ୍ନାକୁ ଆସିଲା ପିଲାଙ୍କ ଦୁଃଖ କାହାଣୀ, ପରୀକ୍ଷା ନଦେଇ…

କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷା ପ୍ରଥମ ଦିନରେ, ୧୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବା, ଚର୍ଚ୍ଚାର ବିଷୟ ହୋଇଛି । ପିଲାମାନେ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ ବି ଏତେ ପରୀକ୍ଷା ଦେବାକୁ କାହିଁକି ଆସିଲେନି ସେ ନେଇ ଖୋଳତାଡ ଆରମ୍ଭ ହୋଇଛି । ଗଣଶିକ୍ଷା ବିଭାଗ ପକ୍ଷରୁ…

‘୫-ଟି’କୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ: କେଉଁଠି ଅଛି ଅଫିସ? କର୍ମଚାରୀମାନେ କିଏ?

କନକ ବ୍ୟୁରୋ: ବିଧାନସଭାରେ ‘ଫାଇଭ-ଟି’କୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଦଳ ଓ ବିରୋଧୀ । ଶୂନ୍ୟ କାଳରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଫାଇଭ-ଟି ପ୍ରସଙ୍ଗ ଉଠାଇବା ପରେ ଶାସକ ଦଳର ସଦସ୍ୟ ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଥିଲେ । ଜୟନାରାୟଣଙ୍କ ପ୍ରଶ୍ନ ଥିଲା – ‘୫-ଟି’ ଏକ ବିଭାଗ…