Daily Archives

March 10, 2023

ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ, ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଭେଟି

କନକ ବ୍ୟୁରୋ : ଦୁଇ ଦିନିଆ ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ରାଉରକେଲା ସହରର ବିର୍ସା ଛକ ଠାରେ ନିର୍ମିତ ନୂତନ ବିର୍ସା ମୁଣ୍ଡା ଆଥ‌ଲେଟିକ୍‌ ଷ୍ଟାଡିୟମ୍‌ ସମେତ…

ୟୁକ୍ରେନ ଉପରେ ରୁଷର ସବୁଠୁ ବଡ ମିସାଇଲ ଆକ୍ରମଣ । ୧୦ ପ୍ରାନ୍ତରେ ୮୦ ମିସାଇଲ ମାଡ କଲା କ୍ରେମଲିନ ଘଟଣାରେ ୧୧ଜଣଙ୍କ…

କନକ ବ୍ୟୁରୋ : ଆକ୍ରୋଶିତ ରୁଷର ଆଖିବୁଜା ଆକ୍ରମଣ । ୟୁକ୍ରେନ ଉପରେ ଘମାଘୋଟ ମିସାଇଲ ମାଡ କରିଛି କ୍ରେମଲିନ ବୁଧବାର ସାରା ରାତି ୟୁକ୍ରେନର ପ୍ରମୁଖ ଅଂଚଳ ଗୁଡିକାରେ ରୁଷିଆ ଆକ୍ରମଣ କରିଛି । ଯେଉଁଥିରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୟୁକ୍ରେନର ୧୦ଟି ଅଂଚଳରେ ରୁଷ ପ୍ରାୟ ୮୦ଟି…

ସୋମବାର ମାଟ୍ରିକ ଇଂରାଜୀ ପରୀକ୍ଷା । କେମିତି ରଖିବେ ଭଲ ନମ୍ବର? ଟିପ୍ସ ଦେଲେ ଅଭିଜ୍ଞ ଶିକ୍ଷକ

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଇଛନ୍ତି ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ପ୍ରଥମ ଦିନରେ ପିଲାଙ୍କର ପରୀକ୍ଷା ଭଲ ହୋଇଛି କିନ୍ତୁ ଅସଲ ପରୀକ୍ଷା ହେବ ସୋମବାର । ସେଦିନ ଅଛି ଇଂରାଜୀ ପରୀକ୍ଷା । ଓଡିଆ ସ୍କୁଲର ପିଲାଙ୍କ ପାଇଁ…

୩ୟ ଥର ପାଇଁ ଚୀନର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ସି-ଜିନପିଙ୍ଗ । ଭାଙ୍ଗିଲେ ଚୀନ କମ୍ୟୁନିଷ୍ଟ ପାର୍ଟିର ୪୦ବର୍ଷର…

କନକ ବ୍ୟୁରୋ : ପୁଣି ଥରେ ଚୀନର ରାଷ୍ଟ୍ରପତି ହେବେ ସି ଜିନ ପିଙ୍ଗ୍ । ୩ୟଥର ପାଇଁ ଜିନପିଙ୍ଗଙ୍କ ହାତକୁ ଆସିବାକୁ ଯାଉଛି ଚୀନର ଶାସନଭାର । ୧୪ତମ ନ୍ୟାସନାଲ ପିପୁଲସ କଂଗ୍ରେସର ବୈଠକରେ ସର୍ବସମତିରେ ଜିନପିଙ୍ଗ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଚୀନ ରାଜନୀତିରେ ଜିନପିଙ୍ଗ…

ଦୁଃଖ ଦେଇଗଲା ୩୬ ଘଣ୍ଟାର ନିଆଁ । ପୁରୀ ସମ୍ରାଟ୍ ମାର୍କେଟ କମ୍ପ୍ଲେକ୍ସ ନିଆଁ ଉଜାଡ଼ି ଦେଲା ରୋଜଗାର । ବ୍ୟବସାୟୀଙ୍କ…

କନକ ବ୍ୟୁରୋ: ଅଘଟଣର ଅଗ୍ନିକାଣ୍ଡ ସିନା ଟଳି ଯାଇଛି, କିନ୍ତୁ ସାଥିରେ ନେଇ ଆସିଥିବା ସଙ୍କଟ ଏବେ ବି ଜଳଜଳ ହୋଇ ଦେଖାଯାଉଛି । ଯାହା କିଛି ଥିଲା, ଜଳିପୋଡ଼ି ଛାରଖାର୍ ହୋଇଯାଇଛି । ଜୀବିକା ଦେଉଥିବା ଦୋକାନ ଏବଂ ବଞ୍ଚିବାର ସୁଯୋଗ ଆଣିଥିବା ବ୍ୟବସାୟ, ଯେତେବେଳେ ଆଖି ଆଗରେ ଉଜୁଡ଼ି ଯାଇଛି,…

କେନ୍ଦ୍ର ବିରୋଧରେ ବିଆରଏସ ନେତ୍ରୀ କେ.କବିତାଙ୍କ ଋଣ ହୁଙ୍କାର । ମହିଳା ସଂରକ୍ଷଣ ବିଲ ଦାବିରେ ଜନ୍ତରମନ୍ତରରେ ଦିନିକିଆ…

କନକ ବ୍ୟୁରୋ : ଜନ୍ତରମନ୍ତରରେ ଶକ୍ତି ପ୍ରଦର୍ଶନ କଲେ ବିଆରଏସ ନେତ୍ରୀ କେ.କବିତା । ମହିଳା ସଂରକ୍ଷଣ ବିଲ ପାସ ଦାବି ନେଇ ଦିଲ୍ଲୀରେ ଆଜି ଉପାସରେ ବସି ଧାରଣା ଦେଇଛନ୍ତି କବିତା । ୧୮ଜଣ ବିରୋଧୀ ଦଳ ଜନ୍ତରମନ୍ତରରେ ପହଁଚି କବିତାଙ୍କୁ ସମର୍ଥନ ଜଣାଇ ମୋଦି ସରକାରଙ୍କ ବିରୋଧରେ ରଣ ହୁଙ୍କାର…